ଆମ ଜିଲା ଖବର

ନେଚରସ୍‌ କ୍ଲବ, ସେଭ୍‌ ଦ ଚିଲଡ୍ରେନ୍‌ ପକ୍ଷରୁ କରୋନା ସଚେତନତା: ଅନ୍ତେବାସୀଙ୍କୁ ସାବୁନ୍‌, ମାସ୍କ ପ୍ରଦାନ

କେନ୍ଦ୍ରାପଡ଼ା ଅଫିସ,୯ା୪: କେନ୍ଦ୍ରାପଡ଼ା ଜିଲା ଶିଶୁଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରଗୁଡ଼ିକରେ ନେଚରସ୍‌ କ୍ଲବ ଏବଂ ସେଭ୍‌ ଦ ଚିଲ୍‌ଡ୍ରେନ୍‌ ପକ୍ଷରୁ ମହାମାରୀ କରୋନା ପରିସ୍ଥିତିରେ ପରିଷ୍କାର ପରିଚ୍ଛନ୍ନତା ନେଇ ସଚେତନତା ସୃଷ୍ଟି କରାଯାଇଛି। ଅନ୍ତେବାସୀମାନଙ୍କୁ କରୋନାରୁ ରକ୍ଷା ପାଇବା…

କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର

ରାଇକିଆ,୯ା୪(ଡି.ଏନ୍‌.ଏ.)- କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। ଏହି କୋଭିଡ୍‌ ଯୋଦ୍ଧାମାନଙ୍କୁ କନ୍ଧମାଳ ଭାଜପା…

ପାପଡ଼ାହାଣ୍ଡି ବ୍ଲକ ସଦର ମହକୁମାକୁ କରାଗଲା ସାନିଟାଇଜ୍‌

ପାପଡାହାଣ୍ଡି,୯।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୁରୁବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାକୁ ସାନିଟାଇଜ କରାଯାଇଛି। ଓୟୁଯେ ସଂଘ , ସ୍ବାସ୍ଥ୍ୟ, ବ୍ଲକ, ପୋଲିସ ଓ ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଗାଁ ଅଞ୍ଚଳକୁ ପରିଷ୍କାର କରାଯାଇଥିଲା।…

ଭିଡ଼ିଓ କନ୍‌ଫରେନ୍ସିଂରେ କ୍ୟାବିନେଟ ବୈଠକ: ଯୋଗଦେଲେ ମନ୍ତ୍ରୀ

ଛତ୍ରପୁର,୯ା୪(ଡି.ଏନ୍‌.ଏ.)- ଭିଡ଼ିଓ କନ୍‌ଫରେନ୍ସିଂରେ ଗୁରୁବାର ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍‌ଫରେନ୍ସିଂ ହଲ୍‌ରେ ବସି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉକ୍ତ କ୍ୟାବିନେଟ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ସିଲ୍‌ ହେଲା ମଦ ଦୋକାନ

ଡେରାବିଶ, ୯।୪ (ସ୍ବ.ପ୍ର.)-ମହାମାରୀ କରୋନାକୁ ସାରାଦେଶରେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ରାଜ୍ୟରେ ଏହାକୁ କଡ଼ାକଡ଼ି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସମସ୍ତ ମଦ ଦୋକନ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ କେନ୍ଦ୍ରାପଡ଼ା ବ୍ଲକ ଅଧୀନ ବାଲିଆ ବଜାରରେ ଥିବା…

ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ, ପନିପରିବା ଏପରିକି ଔଷଧ ମିଳିବନି ବୋଲି ଜିଲାପାଳ ଗୁରୁବାର କହିଛନ୍ତି। ପୂର୍ବରୁ ମାସ୍କ ନ…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା ସାହୁ, ଆଲୋକ ନାଥ ମହାରଣା, ରମେଶ ମହାରଣା, ସମୀର ବାଡ଼ତ୍ୟା, ସଜ୍ଞନ୍ତ୍ର କୁମାର ଦାସ…

ପୋଲିସ ଅଧିକାରୀଙ୍କ ଅଭିନବ ପ୍ରୟାସ: ସାହିସାହିରେ ଗୀତ ଗାଇ ଦେଉଛନ୍ତି କରୋନା ସଚେତନତା ବାର୍ତ୍ତା

ବାଲିଗୁଡ଼ା,୯ା୪(ଡି.ଏନ୍‌.ଏ.): କନ୍ଧମାଳରେ କରୋନା ସଚେତନତା ପାଇଁ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଏକ ଗୀତ ଲେଖିଥିଲେ। ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ କଣ୍ଠରେ ଏହି ଗୀତ ମୁକ୍ତିଲାଭ କରିଥିଲା। ଉକ୍ତ ଗୀତକୁ ନେଇ ବାଲିଗୁଡ଼ା ଥାନା ଭାରପ୍ରାପ୍ତ…

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି ସେଠାରେ ଉପସ୍ଥିତ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକଙ୍କ…

ବାହାର ରାଜ୍ୟର ଲୋକଙ୍କ ପାଇଁ ଗଞ୍ଜାମରେ ଅତିଥି ଟ୍ରାନ୍‌ଜିଟ୍‌ କ୍ୟାମ୍ପ୍‌

ଛତ୍ରପୁର,୯ା୪(ଡି.ଏନ୍‌.ଏ.): ବାହାର ରାଜ୍ୟର ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଅତିଥିଙ୍କ ମର୍ଯ୍ୟାଦା ଦିଆଯାଇଛି। ଏମାନଙ୍କ ରହିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅତିଥି ଟ୍ରାନ୍‌ଜିଟ୍‌ କ୍ୟାମ୍ପ ଖୋଲାଯାଇଛି। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ନିମନ୍ତେ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୦ ହଜାର ଦାନ

ଛେଣ୍ଡିପଦା,୯ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ମୁଖମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଛି। ଗ୍ରାମ୍ୟ କମିଟି ସଭାପତି ଗୋବର୍ଦ୍ଧନ ନାୟକ, ଉପସଭାପତି ବିପିନ ବିହାରି ପ୍ରଧାନ, କୋଷାଧ୍ୟକ୍ଷ ଜଗବନ୍ଧୁ ସାହୁ, ଜଙ୍ଗଲ କମିଟିର ସଭାପତି…

ଅନୁଗୋଳର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପ୍ରେ

ଅନୁଗୋଳ ଅଫିସ୍, ୯ା୪- ଅନୁଗୋଳ ସହରର ବିଭିନ୍ନ ସ୍ଥାନରେ ବୁଧବାର ସାନିଟାଇଜର ସ୍ପ୍ରେ କରାଯାଇଛି। ଅଗ୍ନିଶମର ଦୁଇଟି ଗାଡି ଦ୍ବାରା ସହରର ବସଷ୍ଟାଣ୍ଡ, କାଞ୍ଚନଟକିଜ ରୋଡ, ଅନୁଗୋଳ କାରାଗାର, ପୌରପାଳିକା ସମ୍ମୁଖରେ ଥିବା ଏଟିଏମ ପ୍ରଭୃତି ସ୍ଥାନକୁ ବିଶୋଧନ କରାଯାଇଛି। ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?