ଆମ ଜିଲା ଖବର

କୂଅରେ ଗଲା ମା’ପୁଅଙ୍କ ଜୀବନ

ପରଜଙ୍ଗ, ୫।୫(ଡି.ଏନ.ଏ.) ମା’ ସାମ୍ନାରେ କୂଅ ଭିତରେ ଖସିପଡ଼ିଲା ୩ବର୍ଷର ଶିଶୁପୁତ୍ର। ନିଜ ଆଖି ଆଗରେ ପୁଅର ମୃତ୍ୟୁକୁ କେମିତିବା ଦେଖିଥାନ୍ତା ମା’? ପୁଅକୁ ରକ୍ଷା କରିବାକୁ ଜୀବନକୁ ବାଜି ଲଗାଇ ସେ ଡେଇଁପଡ଼ିଲେ କୂଅ ଭିତରକୁ। ହେଲେ ମୃତ୍ୟୁର ଗର୍ତ୍ତରୁ…

୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ କରାଯାଇଥିଲା। ଏହାପରେ ନୂଆ ମାମଲା ଆସିନାହିଁ। ଏହାସତ୍ତ୍ୱେ ପଡୋଶୀ ଯାଜପୁର ଏବଂ କେନ୍ଦୁଝର ଜିଲାରେ…

ସମୁଦ୍ରରେ ଡଙ୍ଗା ବୁଡ଼ି ମତ୍ସ୍ୟଜୀବୀ ମୃତ, ଜଣେ ନିଖୋଜ

ବାହାନଗା,୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଇଞ୍ଚୁଡି ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଶୁକ୍ରବାର ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଝଡ଼ ତୋଫାନ ଯୋଗୁ ଡଙ୍ଗା ବୁଡ଼ି ଯାଇଥିଲା। ସେଦିନ ୫ଜଣଙ୍କୁ ଅନ୍ୟ ମତ୍ସ୍ୟଜୀବୀମାନେ ପାଣିରୁ ଉଦ୍ଧାର କରିଥିବା…

ରାଜସ୍ଥାନ କୋଟାରୁ ଆସିଲେ ୩୯ ଛାତ୍ରୀଛାତ୍ର : ହୋମ୍‌କ୍ବାରାଣ୍ଟାଇନ୍‌କୁ ପଠାଇଲା ପ୍ରଶାସନ

ବ୍ରହ୍ମପୁର ଅଫିସ,୪ା୫-ରାଜସ୍ଥାନ କୋଟାରେ ଇଞ୍ଜିନିୟରିଂ ଓ ମେଡିକାଲ ପରୀକ୍ଷା ଲାଗି କୋଚିଂ ନେଉଥିବା ୩୯ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦୁଇଟି ବସ୍‌ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ ପରିସରରେ ପହଞ୍ଚିଛି। ସେମାନ ପହଞ୍ଚିବା ପରେ ପୋଲିସ୍‌, ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ…

ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍‌, ୨୦ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍‌ କରିଛି। ୪ ଜଣିଆ ଗ୍ୟାଙ୍ଗ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଆସିକା ଝଗଡ଼ାଇ ଅଞ୍ଚଳରୁ ରବିବାର ରାତିରେ ଗିରଫ…

କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା ଭୟରେ ଗ୍ରାମବାସୀ ନ ଛୁଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଫଳରେ…

ହାଇଦ୍ରାବାଦରୁ ଚାଲି ଚାଲି ଫେରିଲେ ୨ ଶ୍ରମିକ

ଦିଗପହଣ୍ଡି/ପାଟପୁର,୪ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ଦୁଇ ଜଣ ଶ୍ରମିକ ଚାଲିଚାଲି ହାଇଦ୍ରାବାଦରୁ ଆସି ସୋମବାର ଗଞ୍ଜାମରେ ପହଞ୍ଚତ୍ଛନ୍ତି। ଏମାନେ ହେଲେ ଏସ୍‌.ଗୋପାଳପୁର ଗଁାର। ହାଇଦ୍ରାବାଦରେ କାମ କରୁଥିବାବେଳେ ଲକ୍‌ଡାଉନ ଯୋଗୁ ଫସି ରହିଥିଲେ। ପାଣିବୋତଲ ଓ ବିସ୍କୁଟ ଆଦି ଶୁଖିଲା…

ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି

ବରଗଡ଼ ଅଫିସ୍‌,୪।୫: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ଅଧୀନ ଡୁଙ୍ଗୁରି ଖଣିରେ ଶ୍ରମିକ ଅଶାନ୍ତି ଦେଖାଯାଇଛି । ଲକ୍‌ ଡାଉନ୍‌ ଅବଧିରେ କାର୍ଯ୍ୟ କରିଥିଲେ ସୁଦ୍ଧା ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ଦେଇ ନ ଥିବା ଖଣିର କେତେକ ଶ୍ରମିକ ଅଭିଯୋଗ…

ପୁଣି ୩୨ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନୋଟିସ

ଦାରିଙ୍ଗବାଡ,୪।୫(ଡି.ଏନ.ଏ)- ଲକ୍‌ଡାଉନ ପରେ ସମସ୍ତ ବିଦ୍ୟାଳୟ ସମେତ ଅଙ୍ଗନାୱାଡ଼ିକେନ୍ଦ୍ର, କଲେଜ ଆଦିକୁ ସରକାର ଛୁଟି ଘୋଷଣା କରିଥିଲେ। ମାତ୍ର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ହେଡକ୍ୱାଟରରେ ରହିବାକୁ ନିର୍ଦ୍ଦେଶ ରହିଥିଲା। ଏହାକୁ ଅବମାନନା କରି ଦାରିଙ୍ଗବାଡିରେ ଚାକିରି କରିଥିବା ଗଞ୍ଜାମ, ଖୋର୍ଦ୍ଦା, ନୟାଗଡ ଆଦି…

ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ଜୟପୁର,୪ା୫(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ କୋଭିଡ୍‌ ହସ୍ପିିଟାଲ ପରିଦର୍ଶନ କରିଛନ୍ତି ସଚିବ ଭି. ଭି ଯାଦବ। ସଚିବ ଯାଦବ ହସ୍ପିିଟାଲରେ ପହଞ୍ଚି ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମୀକ୍ଷା କରିଥିଲେ। ୧୫୦ବେଡ୍‌ ବିଶିଷ୍ଟ ଏହି ହସ୍ପିିଟାଲକୁ ପରିଦର୍ଶନ କରିବା…

ରାସ୍ତା କଡରେ ରାତି କଟାଇଲେ ସୁରଟ ଫେରନ୍ତା

ପୁରୁଷୋତ୍ତମପୁର,୪ା୫(ଡି.ଏନ୍‌.ଏ.)- ସୁରଟରୁ ୫୬ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍‌ ରବିବାର ରାତି ପ୍ରାୟ ୧୧ଟାରେ ପୁରୁଷୋତ୍ତମପୁରରେ ପହଞ୍ଚତ୍ଥିଲା। ମାତ୍ର ଏମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନେବାଲାଗି ବ୍ଲକ ପ୍ରଶାସନର ଦେଖା ମିଳି ନ ଥିଲା। ବସ୍‌ରୁ ଓହ୍ଲାଇ ବାହାରେ ବୁଲୁଥିବାରୁ ତହସିଲଦାର…

୯ କୁଇଣ୍ଟାଲ ୯୭ କେଜି ଗଞ୍ଜେଇ ଜବତ

ବୈପାରିଗୁଡ଼ା,୪ା୫(ଡି.ଏନ୍‌.ଏ.): ବୈପାରିଗୁଡା ପୋଲିସ ସୋମବାର ବାତିରିପୁଟ ଛକରୁ ୯କୁଇଣ୍ଟାଲ ୯୭କେଜି ଗଞ୍ଜେଇ ସହ ଏକ ଟ୍ରକ୍‌ ଜବତ କରିଛି। ଏ ନେଇ ବୈପାରିଗୁଡ଼ା ଥାନାରେ ଏକ ମାମଲା (ନଂ.୬୭/୨୦) ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଏକ ଟ୍ରକ୍‌(ଓଆର-୧୦ଜେ-୮୮୯୭) ଟାଙ୍ଗିଣିଗୁଡା ପଟୁ ବୈପାରିଗୁଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?