ଆମ ଜିଲା ଖବର

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ବିଧାୟକ

ବଡ଼ସାହି,୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ପରିଦର୍ଶନ କରିଛନ୍ତି। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ସେମାନଙ୍କ ସମସ୍ତ ସୁବିଧା ସମ୍ପର୍କରେ ସେ ଅବଗତ ହୋଇଥିଲେ।…

ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ଦାବିପତ୍ର

ବାରିପଦା ଅଫିସ, ୬ା୫- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ହଜାର ହଜାର ବେକାର ଯୁବତୀ ଯୁବକ ରହିଛନ୍ତି। ସେହିଭଳି କରୋନା ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିମାନେ ଜିଲାକୁ ଫେରୁଛନ୍ତି। ଫଳରେ ବହୁ ସଂଖ୍ୟକ ଯୁବତୀ ଯୁବକ…

ଆଞ୍ଚଳିକ ବାରିକ ସମିତି ପକ୍ଷରୁ ଦାବିପତ୍ର

ବାହାନଗା,୬ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଳକ ଗୋପାଳପୁର ଆଞ୍ଚଳିକ ବାରିକ ସମିତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାହାନଗା ତହସିଲଦାର ଓ ସୋର ବିଧାୟକଙ୍କୁ ସରକାର ଲକଡାଉନ୍‌ରେ ସହାୟତା ପ୍ରଦାନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ା ଗୋପାଳପୁର ଆଞ୍ଚଳିକ ବାରିକ୍‌ ସମିତି…

କୋଭିଡ୍‌ ଫଣ୍ଡକୁ ଓଡିଆ ବାପ୍‌ଟିଷ୍ଟ ମଣ୍ଡଳୀ ଦେଲା ୧ଲକ୍ଷ

ଫୁଲବାଣୀ ଅଫିସ, ୫ା୫-କରୋନା ମୁକାବିଲା ଲାଗି ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରି ଆସୁଛନ୍ତି। ଏହିକ୍ରମରେ ଫୁଲବାଣୀ ଅମଲାପଡା ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀ ପକ୍ଷରୁ ସୋମବାର ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି।…

CORONAVIRUS UPDATE: ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୬

ଭୁବନେଶ୍ୱର,୫।୫:(ବ୍ୟୁରୋ)- ମଙ୍ଗଳବାର ରାତିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ୫୮ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲାର ଏବଂ ସେ କୋଲକାତା ଫେରନ୍ତା ବୋଲି…

ଭିଡ଼ିଓ ଭାଇରଲ ପରେ ବନରକ୍ଷୀ ନିଳମ୍ବିତ

ଭଞ୍ଜନଗର,୫।୫(ଡି.ଏନ୍‌.ଏ.)- ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରୀୟ ବନାଞ୍ଚଳ ବିଞ୍ଜିଗିରି ସେକ୍ସନର ବନରକ୍ଷୀ ଏମ.ଏମ୍‌. ରାଉଳ ଜଣେ କାଠ ଚୋରଙ୍କ ଠାରୁ ଲାଞ୍ଚ ନେବା ଭିଡ଼ିଓ କିଛିଦିନ ପୂର୍ବେ ଭାଇରଲ ହୋଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏକ ଟିମ୍‌…

ମୋହନା, ନୂଆଗଡକୁ କେରଳରୁ ଫେରିଲେ ୩୮ଜଣ

ଆର.ଉଦୟଗିରି,୫ା୫(ଡି.ଏନ.ଏ.)- ଗଜପତି ଜିଲା ମୋହନା ଓ ନୂଆଗଡ ବ୍ଲକକୁ କେରଳରୁ ୩୮ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି। ସ୍ବତନ୍ତ ଟ୍ରେନ ଯୋଗେ ସୋମବାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚତ୍ବାପରେ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ମୋହନାର ୩୭ ଓ…

ଅଗ୍ନିବିପନ୍ନଙ୍କୁ ସହାୟତା

ହାଟଡିହୀ, ୫।୫(ଡି.ଏନ.ଏ.)-ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ୫ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମକୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିବା ସହ ଆର୍ଥିକ…

ଚଢାଦରରେ ଖାଦ୍ୟ ସାମଗ୍ରୀ ବିକିଲେ କାର୍ଯ୍ୟାନୁଷ୍ଠାନ

ଶଙ୍କରାଖୋଲ,୫ା୨୦(ଡି.ଏନ୍‌.ଏ.)- ଲକ୍‌ଡାଉନର ସୁଯୋଗ ନେଇ ଚକାପାଦ ବ୍ଲକ ଶଙ୍କରାଖୋଲରେ ଥିବା ରାଶନ ଦୋକାନ ଗୁଡିକରେ ପ୍ରିଣ୍ଟ ଦାମ ଠାରୁ ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏନେଇ ସମିତିସଭ୍ୟ ବିଷ୍ଣୁ ଚରଣ ଦିଗାଳ, ମଣ୍ଟୁ ବେହେରା, ସୂର୍ଯ୍ୟକାନ୍ତ ପାତ୍ର, ସାମନ୍ତ…

ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ ବଢ଼େଇଛନ୍ତି। ଶ୍ରମିକଙ୍କ ନିକଟରେ ପହଞ୍ଚିି ଚାଉଳ,ଆଳୁ, ପିଆଜ, ଡାଲି, ତେଲ, ମୁଢ଼ି, ଚୁଡ଼ା ଆଦି…

ଟ୍ରକ ପଛରେ ପିଟିଲା ଟ୍ରକ, ୨ ଗୁରୁତର

ଖଲ୍ଲିକୋଟ,୫ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ବ୍ଲକ କେଶପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରକ (ନଂ.ଏପି୨୬ଟିଟି-୧୦୯୯) ରଖି ଚାଳକ ଓ ହେଲ୍‌ପର ମରାମତି କରୁଥିଲେ। ପଛରୁ ଆଉ ଏକ ଟ୍ରକ (ନଂ.ଟିଏନ୫୨ଏଫ୍‌-୬୯୨୨) ଆସି ଧକ୍କା ଦେଇଥିଲା। ଫଳରେ ଗାଡ଼ି ମରାମତି…

ହାତୀର ଗଳିତ ମୃତଦେହ ଉଦ୍ଧାର

କେନ୍ଦୁଝର/ଯୋଡ଼ା,୫ା୫ (ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ବନ ବିଭାଗ ବାମେବାରୀ ଥାନା ଅନ୍ତର୍ଗତ କେନ୍ଦୁଘାଟି ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ଠିକ୍‌ ଜଣାପଡି ନ ଥିଲେ ହେଁ ୩୦ ବର୍ଷରୁ ଅଧିକ ହେବ। ମାସେ ପୂର୍ବରୁ ହାତୀଟିର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?