ଆମ ଜିଲା ଖବର

ଚିନ୍ତା ବଢ଼ାଇଲେଣି ପ୍ରବାସୀ ଫେରନ୍ତା

କଟକ ଅଫିସ, ୭ା୫: ଦ୍ୱିତୀୟ ପର୍ଯ୍ୟାୟ ଶେଷ ଏବଂ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆରମ୍ଭଠାରୁ ବାହାର ରାଜ୍ୟରୁ ଓଡ଼ିଶାକୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିବାରେ ଲାଗିଛନ୍ତି। ସରକାରୀ ଆକଳନ ଓ ପ୍ରସ୍ତୁତିଠାରୁ ଏହି ପ୍ରବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏମାନେ ସ୍ଥାନୀୟ…

ଋଣ ଆଦାୟ ପାଇଁ ବୁଲୁଛନ୍ତି ଫାଇନାନ୍ସ କର୍ମଚାରୀ

ବାଲିଆ,୭ା୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶ୍‌ ଲକ୍‌ଡାଉନ ହୋଇଛି। ଫଳରେ ଲୋକେ ଏବେ ଘରେ ବସି ରହିଛନ୍ତି। ମାତ୍ର ଏହି ସମୟରେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଲୋକଙ୍କୁ ଦେଇଥିବା ଋଣ ଆଦାୟ କରିବାରେ ଲାଗି ପଡ଼ିଛନ୍ତି। ସଂସ୍ଥାର କର୍ମଚାରୀମାନ ବିଭିନ୍ନ…

ବିରିଡ଼ିକୁ ଫେରିବେ ୧୫୧୯ ପ୍ରବାସୀ

ବାଲିଆ,୭ା୫ : ବିରିଡ଼ି ବ୍ଲକର ୨୧ ପଞ୍ଚାୟତକୁ ଫେରିବା ପାଇଁ ୧୫୧୯ଜଣ ପ୍ରବାସୀ ଓଡ଼ିଆ ନାମ ପଞ୍ଜୀକରଣ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ ବ୍ଲକ ଅଧୀନ ପୂରଣ ପଞ୍ଚାୟତକୁ ଜଣେ, ବତିମୀରାକୁ ଜଣେ ଓ ଗୋପୀନାଥପୁର ପଞ୍ଚାୟତକୁ…

ପଞ୍ଜୀକରଣ କଲେଣି ୬୯୩୬ ପ୍ରବାସୀ ଓଡ଼ିଆ

ଏରସମା,୭ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବେ ଘରକୁ ଫେରିବାକୁ ତତ୍ପର ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସୁଦ୍ଧା ଜଗତ୍‌ସିଂହପୁର ଜିଲା ଅଧୀନ ଏରସମା ବ୍ଲକର ୨୫ ପଞ୍ଚାୟତରୁ ମୋଟ ୬୯୩୬ ଜଣ ପ୍ରବାସୀ ଓଡ଼ିଆ…

ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼

ବରଗଡ଼ ଅଫିସ୍‌,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି ଆସିଛନ୍ତି । ତେବେ ଶିଶୁଙ୍କୁ ଧରି ମହିଳା ଜଣକ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବାବେଳେ…

ଜୀବନକୁ ବାଜି ଲଗାଇ ଫେରିଲେ ଅନିଲ

ଜଗତ୍‌ସିଂହପୁର ଅଫିସ,୭ା୫: ଜୀବନକୁ ବାଜି ଲଗାଇ ସୁଦୂର ମଧ୍ୟପ୍ରଦେଶରୁ ଜଗତ୍‌ସିଂହପୁରରେ ପହଞ୍ଚିଛନ୍ତି ବାଲିକୁଦା ଥାନା ଅଳାଭର ପଞ୍ଚାୟତ କଣିଆ ଗ୍ରାମର ଅନିଲ ବାରିକ। ସେ ତାଙ୍କ ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲା ପରେ ‘ଧରିତ୍ରୀ’କୁ ସ୍ବତନ୍ତ୍ର ଭାବେ ଅଭୁଲାସ୍ମୃତି ବଖାଣିଛନ୍ତି। ଏହି…

ବିଦ୍ୟୁତ ସମସ୍ୟାର ସମାଧାନ କର

ବରଗଡ଼ ଅଫିସ୍‌,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା ସଂଘ ଏବଂ ୱେସ୍କୋ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।…

କ୍ଷତିପୂରଣ ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୭।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ରେଶମ, ସିଂହେନପାଲି, ପ୍ରଧାନପାଲି, ଇଛାପଦର ଆଦି ଗ୍ରାମରେ ଗତ ଏପ୍ରିଲ ୭ତାରିଖ ଏବଂ ଚଳିତମାସ ୫ତାରିଖ ହୋଇଥିବା ଝଡ଼ବର୍ଷା, କରକାପାତରେ ବ୍ୟାପକ ଧାନ, ପରିବା ଫସଲ ଉଜୁଡ଼ି ଯାଇଛି…

ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ବ୍ୟବସ୍ଥା କର

ବରଗଡ଼ ଅଫିସ୍‌,୭।୫- କରୋନା ସଂକ୍ରମଣରେ ବରଗଡ଼ ଜିଲା ବର୍ତ୍ତମାନ ଗ୍ରୀନ୍‌ ଜୋନ୍‌ରେ ରହିଛି । ଅନ୍ୟପକ୍ଷେ ବରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ ପଟୁ ପ୍ରତିଦିନ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ପ୍ରବେଶ କରି ଅନ୍ୟରାଜ୍ୟ ତଥା ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡକୁ ଯାଉଛନ୍ତି ।…

ନିରାଡ଼ମ୍ବରରେ ପାଳିତ ହେଲା ନୃସିଂହନାଥଙ୍କ ବୈଶାଖ ମେଳା

ପାଇକମାଲ,୭।୫(ଡି.ଏନ.ଏ)- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ବୁଧବାର ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗତ ୨ତାରିଖ ପାର୍ଶ୍ୱ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇ ପୂଜା ନୀତିରୀତିରେ ସମାପନ…

ରବି ଧାନ ବିକ୍ରି, ୧୯ରୁ ଖୋଲିବ ମଣ୍ଡି

ବୌଦ୍ଧ,୭ା୫(ସ୍ବ.ପ୍ର.)-ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୯ରୁ ମଣ୍ଡି ଖୋଲିବ ବୋଲି ବୁଧବାର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ୨୫ଟି ମଣ୍ଡି ଖୋଲିବ। ୨…

ଆଇସ୍କାନ ହୋଇପାରେ ସୁପରସ୍ପ୍ରେଡର

ସମ୍ବଲପୁର,୭ା୫(ବ୍ୟୁରୋ): ସମ୍ବଲପୁର ଜିଲାରେ ଆସନ୍ତା ୧୧ ତାରିଖରୁ ଧାନ କିଣାବିକା ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏଥିପାଇଁ କେତେକ ଚାଷୀଙ୍କୁ ଟୋକନ ଦିଆଯାଇଛି। ହେଲେ ଏଥିପାଇଁ ଚାଷୀଙ୍କ ଟିପଚିହ୍ନ ସହ ଆଖି ସ୍କାନ କରିବାର ନିୟମ ରହିଛି । ଆଇସ୍କାନ କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?