ଆମ ଜିଲା ଖବର

କ୍ରୀଡ଼ାମନ୍ତ୍ରୀଙ୍କ ୨ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୬ା୧୨-ଆଇଟି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ରବିବାର ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି। ମନ୍ତ୍ରୀ ପ୍ରଥମ ଦିନ ବିଭିନ୍ନ ଷ୍ଟାଡିୟମ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି। କନ୍ଧମାଳ ଷ୍ଟାଡ଼ିୟମ...

ଅସହାୟଙ୍କୁ ସହାୟ ହେଲେ ସାମାଜିକ କର୍ମୀ: ଠିକଣା ଖୋଜିଲେ, ପରିବାର ସହ ଭେଟକଲେ

ଅନୁଗୋଳ ଅଫିସ, ୧୬।୧୨: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇ ୬ ମାସ ହେଲା ଅସହାୟ ଅବସ୍ଥାରେ ମେଡିକାଲରେ ପଡିରହିଥିବା ଜଣେ ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଅନୁଗୋଳର ସାମାଜିକକର୍ମୀ ପ୍ରତାପ ମହାପାତ୍ର। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାଠାରୁ ଆରମ୍ଭ...

ଶିଡ଼ିରୁ ପଡ଼ି ବାୟୁସେନା ଅଧିକାରୀ ମୃତ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

କାମାକ୍ଷାନଗର, ୧୬।୧୨(ଡି.ଏନ୍‌.ଏ.) କର୍ମସ୍ଥଳରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ଜୁନିୟର ଓ୍ବାରେଣ୍ଟ ଅଫିସର ଧନେଶ୍ବର ସାହୁଙ୍କ ଶେଷକୃତ୍ୟ ରବିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏହାକୁ ନେଇ ପୈତୃକ ଗ୍ରାମ କାମାକ୍ଷାନଗର ବ୍ଲକ ବାରୁଅଁା (କା)ରେ...

୪୮ ଘଣ୍ଟା ପୂରିଲା, ଫେରାର କଏଦୀଙ୍କ ପତ୍ତା ମିଳୁନି: କର୍ମଚାରୀଙ୍କୁ ଦୋଷଦେଲେ କର୍ତ୍ତୃପକ୍ଷ

ଢେଙ୍କାନାଳ ଅଫିସ, ୧୬।୧୨: ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛି ୧୦୦ ବର୍ଷ ପୁରୁଣା ଢେଙ୍କାନାଳ ଜିଲା କାରଗାର। ନାବାଳିକା ବଳାତ୍କାର ଭଳି ସଙ୍ଗିନ ମାମଲାର ବିଚାରାଧୀନ କଏଦୀ ଶିବ ମୁଣ୍ଡା (୨୩) ଯୋଜନାବଦ୍ଧ ଭାବେ ଜେଲ ପାଚେରି ଡେଇଁ...

ପାନୀୟ ଜଳ ସଙ୍କଟରେ ଜାମ୍ବୁ ସାହି

ଖଜୁରିପଡ଼ା (ଡି.ଏନ.ଏ.)/ ବଲସକୁମ୍ପା,୧୬ା୧୨-ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏଥିସହ କେତେକ ଅଞ୍ଚଳରେ ଉଠା ଜଳସେଚନ ବ୍ୟବସ୍ଥା କରି ଲୋକଙ୍କ ପାଖରେ ପାନୀୟ ଜଳ ଯୋଗାଉଛନ୍ତି। ହେଲେ...

ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଫୁଲବାଣୀ ଅଫିସ,୧୬ା୧୨-କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଏମ୍‌ପି ଡା. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ବିଭିନ୍ନ ଉଦ୍‌ଘାଟନ ଏବଂ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଜାତୀୟ ସ୍ବାସ୍ଥ୍ୟ ମିଶନ ସହାୟତାରେ ନିର୍ମିତ ସମନ୍ବିତ ପରୀକ୍ଷାଗାର, ଯାନ୍ତ୍ରିକ ଲୁଗାସଫା ଗୃହ,...

ବେଆଇନ ବାଲି ଚାଲାଣ ଅଭିଯୋଗ, ୭ ଗିରଫ: ୬ ଗାଡି, ମ୍ୟାଜିକ୍‌ ପେନ୍‌ ସହ ରସିଦ ବହି ଜବତ

ଆସିକା,୧୬ା୧୨ (ଡି.ଏନ୍‌.ଏ.)-ଆସିକା ଏନ୍‌ଏସି ସୁନାମ୍ବ ସାହି ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନଭାବେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଶନିବାର ରାତିରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ପାକଲାପଲ୍ଲୀର କୈଳାସ ପ୍ରଧାନ, ବରଗାଁର...

ବଡ଼ ମେଡିକାଲର ଗୁମର କଥା: ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରହସନ

ବ୍ରହ୍ମପୁର ଅଫିସ,୧୬ା୧୨-ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଭରସାଯୋଗ୍ୟ ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ପୁରୀ, ଖୋର୍ଦ୍ଧା ଅଞ୍ଚଳର ରୋଗୀମାନେ ନିର୍ଭର କରୁଛନ୍ତି। ରୋଗୀଙ୍କୁ ଡାକ୍ତରମାନେ ଉତ୍ତମ ସ୍ବାସ୍ଥ୍ୟ ସେବା...

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ଦିଗପହଣ୍ଡି,୧୬ା୧୨(ଡି.ଏନ୍‌.ଏ.)- ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ରବିବାର ରାତି ପ୍ରାୟ ସାଢେ ୭ଟାରେ ଏକ ପିକ୍‌ନିକ୍‌ ବସ୍‌ (ନଂ.ଓଡି୨୫ବି-୧୯୯୯) ବାଇକକୁ ଧକ୍କାଦେଇ ଓଲଟି ପଡିଛି। ଏଥିରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ବସ୍‌ରେ ଥିବା ୧୫ରୁ...

ହଦଗଡ ଜବାହର ନବୋଦୟ ବିଦ୍ୟାଳୟ: ହେଉନି ଭିତ୍ତିଭୂମିର ବିକାଶ

ହାଟଡିହୀ,୧୬ା୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ବଣପାହାଡ ଘେରାରେ ଜବାହର ନବୋଦୟ ବିଦ୍ୟାଳୟ ୧୯୮୬ରେ ଆରମ୍ଭ ହେବାପରଠାରୁ ବିଭିନ୍ନ ସମସ୍ୟା ନେଇ ଗତି କରିଚାଲିଛି। ଏହି ବିଦ୍ୟାଳୟ ହଦଗଡ ହସ୍ତୀ ଅଭୟାରଣ୍ୟ ଓ ହଦଗଡ ଡ୍ୟାମକୁ ଲାଗିରହିଛି। ବିଦ୍ୟାଳୟ...

ଚିତ୍ରରେ ସଚେତନତା ବାର୍ତ୍ତା

ଆରଡ଼ି, ୧୬।୧୨ (ଡି.ଏନ.ଏ.)- ହାତରେ ରଙ୍ଗତୂଳୀ ଧରି କାନ୍‌ଭାସରେ ସେ ଆଙ୍କି ଚାଲିଛନ୍ତି ଜୀବନର ଛବି। ପରିବେଶର ସୁରକ୍ଷା କରି ଧରଣୀ ମା’ଙ୍କୁ ସବୁଜିମା ମଣ୍ଡିତ କରିବାକୁ ସେ ବର୍ତ୍ତା ଦେବା ସହ ନିଃସ୍ବ ମଣିଷଙ୍କ ଅକୁହା କଥାକୁ ଚିତ୍ରରେ...

ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ : ଡ଼ାକ୍ତରଖାନାରେ ହୋହଲ୍ଲା

କପ୍ତିପଦା,୧୬ା୧୨(ଡ଼ିଏନ୍‌ଏ)- କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଜଣେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍‌ ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଡ଼ାକ୍ତରଖାନାରେ ହୋହଲ୍ଲା କରିବାରୁ କିଛି ସମୟ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ସୂଚନା ଅନୁଯାୟୀ, ବଡ଼ଖଲାଡ଼ି ପଞ୍ଚାୟତ ଅନ୍ତର୍ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri