ପ୍ରବେଶ ପଥରେ ବାରିକେଡ ପକାଇଲେ ଗ୍ରାମବାସୀ
ଶେରଗଡ,୧ା୪(ଡି.ଏନ୍.ଏ.)- ଶେରଗଡ଼ ବ୍ଲକର ୯୫ ଗ୍ରାମରେ ଲକ୍ଡାଉନ୍କୁ କଡାକଡି ଭାବେ ପାଳନ କରାଯାଉଛି। ବିଶେଷ କରି ୨୨ ପଞ୍ଚାୟତରେ ଥିବା ମୁଖ୍ୟ ଗ୍ରାମ ଗୁଡିକ ଖାଁ ଖାଁ ପରିବେଶ ସୃଷ୍ଟି ହୋଇଛି। ତହସିଲଦାର ଡ. ଦୟାସିନ୍ଧୁ ବିଭିନ୍ନ ସ୍ଥାନ ବୁଲି ଲକ୍ଡାଉନ୍…
ପିଡିଏସ୍ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ
ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ ପିଡିଏସ ସାମଗ୍ରୀ ଆଗୁଆ ୪ ମାସର ଦେବାକୁ ଘୋଷଣା କରିଛନ୍ତି । ଏପରିକି ପ୍ରତ୍ୟେକ…
ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ
ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ଦୁଇଦିନ ଧରି ନିମାପଡ଼ା ବ୍ଲକ ଅଧୀନ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର, ବିଭିନ୍ନ…
ଅଲ୍ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ
ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ ହାତତିଆରି ମାସ୍କ ବଣ୍ଟନ କରାଯାଇଛି। ଆସୋସିଏଶନର ରାଜ୍ୟ ସଭାପତି କୁନଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ…
ନିମାପଡ଼ା ଆମିଷ ବଜାରରେ ପ୍ରବଳ ଭିଡ଼
ନିମାପଡ଼ା,୧।୪(ଡି.ଏନ.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣର ବିଭୀଷିକା ଦେଖାଦେଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଥିଲେ ସୁଦ୍ଧା ଲୋକେ ଏହାକୁ ବେଖାତିର କରୁଛନ୍ତି। ନିମାପଡ଼ା ବ୍ଲକରେ ଅଧିକାଂଶ…
କନ୍ଧମାଳ-ଗଞ୍ଜାମ ସୀମା ସିଲ୍ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍ପର ଗିରଫ
ଦାରିଙ୍ଗବାଡ଼ି,୧।୪(ଡି.ଏନ୍.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଡବେରୀଠାରେ ସୀମାକୁ ସିଲ୍ କରିଦିଆଯାଇଛି। ସେଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ କଡା…
ପରିସ୍ଥିତିରେ ପେଷା ପରିବର୍ତ୍ତନ
ସମ୍ବଲପୁର,୧।୪(ବ୍ୟୁରୋ)-କରୋନା କଟକଣା ଓ ପରେ ଲକ୍ ଡାଉନ ଘୋଷଣା ହେବାପରେ ସମଗ୍ର ଦୋକାନ, ବଜାର ବନ୍ଦ ହୋଇଯାଇଛି । ଔଷଧ, ପନିପରିବା, ମାଂସ, ମାଛ, ଅଣ୍ଡା, କିରାନା ଦୋକାନକୁ ଛାଡି ଦେଲେ ପ୍ରାୟ ସମସ୍ତ ଦୋକାନ ବନ୍ଦ କରିବାକୁ କଡା ନିର୍ଦ୍ଦେଶ…
ଅଲଗା ହେଲା ପରିବା ବଜାର
ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରୟାସ କଲେ ମଧ୍ୟ ବିଫଳ ହେବାକୁ…
କରୋନା ମୁକାବିଲା ପାଇଁ ଏମ୍ସିଏଲର ପ୍ରସ୍ତୁତି
ସମ୍ବଲପୁର, ୧।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବାକୁ ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀର ସମସ୍ତ କର୍ମଚାରୀ, ଠିକା କର୍ମଚାରୀ ଓ ଜନସାଧାରଣଙ୍କୁ ୨୯ ହଜାର ମାସ୍କ ବଣ୍ଟନ କରିଛି । ଏଥିସହ…
୨୪୩ ବିଦେଶ ଫେରନ୍ତାଙ୍କ ହୋମ୍ କ୍ୱାରାଣ୍ଟାଇନ ଅବଧି ସରିଲା
ଛତ୍ରପୁର,୧ା୪(ଡି.ଏନ୍.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ ସୂଚନା ଫଳକ ଲଗାଯାଇଥିଲା। ପ୍ରତିଦିନ ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଘରକୁ ଯାଇ ଭଲମନ୍ଦ…
ପୋଲିସ ଖୋଲିଲା ଜଳଛତ୍ର
ବରଗଡ଼ ଅଫିସ୍,୩୧।୩-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଅଛି । ଏଥିପାଇଁ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି । ଅନ୍ୟପଟେ ତାତି ବଢ଼ିବାରେ ଲାଗିଛି । ଫଳରେ ଅଂଶୁଘାତ ଭୟ ରହିଛି । ଏହାକୁ ଦୃଷ୍ଟିରେ…
କରୋନା ସହାୟତା ପାଇଁ ୨.0୩ କୋଟି ଦେଲେ ଆସିକା ଏମ୍ପି
ଆସିକା,୧ା୪(ଡି.ଏନ୍.ଏ.)- ଆସିକା ଏମ୍ପି ପ୍ରମିଳା ବିଷୋୟୀ କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏମ୍ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍ ଫଣ୍ଡ)କୁ ପ୍ରଦାନ କରିଛନ୍ତି। ଏଥିସହ ଏମ୍ପି ବିଷୋୟୀ…
Archives


