ପାଟପୁର କଲେଜରେ BCJDର ବିଜୟ; ଚନ୍ଦନ ସଭାପତି, ଜଗନ୍ନାଥ ସମ୍ପାଦକ
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ଛାତ୍ର ସଂସଦରେ ବିଜେଡିର ବାଜିମାତ ହୋଇଛି । ସଭାପତି ଭାବେ ଚନ୍ଦନ ପୁରୋହିତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ୫୨ ଭୋଟ ବ୍ୟବଧାନରେ ପରାଜିତ କରି…
ଲାଞ୍ଜିଗଡ଼ ବିଧାୟକଙ୍କ ରଣନୀତି ସଫଳ, ଜୟପାଟଣାରେ BCJDର ବାଜିମାତ୍
ଜୟପାଟଣା,୧୫।୧୦(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀମାନେ ବିପୁଳ ସଫଳତା ହାସଲ କରିଛନ୍ତି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ମୈଦାନକୁ…
ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ବାଜିମାତ୍
ଗଞ୍ଜାମ, ୧୫/୧୦ (ଅନାଥ ତରାଇ): ଛାତ୍ର ସଂସଦ ନିର୍ବାଚନରେ ଗଞ୍ଜାମ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି । ସଭାପତି ପଦରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଗୋପାଳ…
ରେଭେନ୍ସାରେ କିଏ ମାରିଲା ବାଜି: ଜାଣନ୍ତୁ କାହା ହାତକୁ ଗଲା ସଭାପତି ପଦ
କଟକ,୧୫।୧୦: ରାଜ୍ୟର ବିଭିନ୍ନ କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି BCJD। ABVP ପ୍ରତିଦ୍ୱନ୍ଦୀ ଆରୋବିନ ରଥଙ୍କୁ ହରାଇ ସଭାପତି ପଦରେ ବିଜୟୀ ହେଲେ ବିଶଜିତ ସାହୁ। ଅନ୍ୟପଟେ ଶୈଳବାଳା ସ୍ବୟଂଶାସିତ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ଦାବି କଲେ ଧର୍ମେନ୍ଦ୍ର, ଚାରିଆଡ଼େ ଚର୍ଚ୍ଚା…
ଭୁବନେଶ୍ୱର,୧୫।୧୦: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏପରିକି ରାଜପଥରେ ବେଆଇନ ପାର୍କିଂ ପାଇଁ…
ଛାତ୍ର ସଂସଦ ନିର୍ବାଚନ: ଦଶପଲ୍ଲା, ଝାରସୁଗୁଡ଼ାରେ ବାଜିମାରିଲା BCJD
ଦଶପଲ୍ଲା,୧୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏଥିରେ ବିଜୁ ଛାତ୍ର ଜନତା ଦଳ(BCJD) ବାଜିମାତ୍ କରିଛି। ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥ ବିଜୟୀ…
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଚାଲିଛି ଭୋଟ୍ ଗଣତି, କିଛି ସମୟ ପରେ ଫଳାଫଳ
ଭବାନୀପାଟଣା,୧୫ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ସକାଳ ୮ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ବିଶ୍ୱବିଦ୍ୟାଳୟର ସମୁଦାୟ ୧୦ଟି ବୁଥ୍ରେ ୪୧୮୯ ଭୋଟର ମଧ୍ୟରୁ…
ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଫଳାଫଳ ପ୍ରକାଶ: ସଭାପତି ଭାବେ ବିଜୟ ହେଲେ କାହ୍ନା ମହାନନ୍ଦିଆ
ଗୁଡ଼ାରି,୧୫ା୧୦(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରିସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ର ସଂଘର ନିର୍ବାଚନ ଫଳ ଘୋଷଣା ହୋଇଛି। ଏହି ମହାବିଦ୍ୟାଳୟରେ ଛାତ୍ରସଂଘର ମୋଟ୍ ୭ଟି ପଦବୀ ନିମନ୍ତେ ଇଲେକ୍ସନ ବଦଳରେ ପ୍ରାର୍ଥିପତ୍ର ଦାଖଲ ଦିନ ସିଲେକ୍ସନ କରାଯାଇଥିଲା। ମହାବିଦ୍ୟାଳୟ…
ଜୟପୁରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଶୋ’ରୁମ୍,
ଜୟପୁର,୧୫।୧୦(ପବନ ପାଣିଗ୍ରାହୀ): ଜୟପୁର ସହରର ମୁଖ୍ୟ ରାସ୍ତା ସୌରା ସାହି ଛକ ସମ୍ମୁଖରେ ଥିବା ଟ୍ୱିଲ୍ସ ଡ୍ରେସ୍ ଶୋ’ରୁମ୍ର ଉପର ମହଲାରେ ଥିବା ଗୋଦାମରେ ଆଜି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ୨ଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି…
ଅତାବିରାରେ ଶାନ୍ତି ଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ, ରେଜଲ୍ଟକୁ ଅପେକ୍ଷା
ଅତାବିରା/ଗୋଡ଼ଭଗା,୧୫।୧୦(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ ): ବରଗଡ଼ ଜିଲା ଅତାବିରା ବ୍ଲକ ଅତାବିରା ଏବଂ ଲରମ୍ଭା କଲେଜରେ ଗୁରୁବାର ଶାନ୍ତିଶୃଙ୍ଖଳା ସହ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି । ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ…
ଲକ୍ଷ୍ମୀଯୋରରେ ବ୍ରିଜ୍ ନିର୍ମାଣକୁ ଅନୁମୋଦନ, ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ
କର୍ଲାମୁଣ୍ଡା,୧୫ା୧୦(ପ୍ରଦୀପ କୁମାର ସାହୁ): ଦୀର୍ଘଦିନର ପ୍ରତୀକ୍ଷା ପରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଯମୁନାପୁର, ତେଲିସରାବାହାଲି ରାସ୍ତାର ଲକ୍ଷ୍ମୀଯୋର ଠାରେ ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଅନୁମୋଦନ…
ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୮୨% ମତଦାନ
ପାଟଣା,୧୫।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାର ଛାତ୍ର ସଂସଦ ନିର୍ବାଚନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ନିର୍ବାଚନରେ ମୋଟ ୯୪୭ ଜଣ ମତଦାତା ୯ଟି ବୁଥ୍ରେ ମତଦାନ କରିବାର ବ୍ୟବସ୍ଥା…

