ଥୁଆମୂଳ ରାମପୁର କଲେଜରେ ଅଶାନ୍ତି: ଛାତ୍ର ସଂସଦ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଛାତ୍ରୀଛାତ୍ରଙ୍କ ଧାରଣା
ଥୁଆମୂଳ ରାମପୁର,୧୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସ୍ଥିତ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ କ୍ୟାମ୍ପସରେ ବ୍ୟାପକ ଅଶାନ୍ତି ଓ ଉତ୍ତେଜନା ଦେଖାଦେଇଛି । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ନଂ. ୫୩୨୩୭/୨୬…
ତେରେସିଂହାରେ ଧୁମ୍ଧାମରେ ସମ୍ପନ୍ନ ହେଲା ମା’ ପାଟଖଣ୍ଡାଙ୍କ ବଳିଯାତ୍ରା
ରିଷିଡା, ୧୬ା୧୦(ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଆଦିଶକ୍ତି ମା’ ପାଟଖଣ୍ଡାଙ୍କ ପାରମ୍ପରିକ ବଳିଯାତ୍ରା ଗୁରୁବାର ଦିନ ଧୂମଧାମରେ ସମ୍ପନ୍ନ ହୋଇଯାଇଛି। ମାନସିକ ପୂରଣ ଆଶାରେ ଅଞ୍ଚଳ ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ…
ସମଲେଶ୍ବରୀଙ୍କ କାତ୍ୟାୟନୀ ବେଶ: ସକାଳୁ ସକାଳୁ ଭକ୍ତଙ୍କ ଭିଡ଼
ବରଗଡ଼,୧୬।୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ଶୁକ୍ରବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ…
ଚୋରା ମଦ ବ୍ୟବସାୟ ବନ୍ଦ ପାଇଁ ନୋଟିସବେଳେ ମହିଳାଙ୍କୁ ଆକ୍ରମଣ ଅଭିଯୋଗ: ଥାନା ଘେରିଲେ ଶତାଧିକ ମହିଳା
ଦାରିଙ୍ଗବାଡ଼ି, ୧୬।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୋନପୁର ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବନ୍ଦ କରିବାକୁ ନୋଟିସ ଦେବା ସମୟରେ ମଦ ବ୍ୟବସାୟରେ ସମ୍ପୃକ୍ତ ଜଣେ ଯୁବକ ମହିଳାମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…
ବିଦ୍ୟୁତ ଫାଶ ବିଛାଇ ଶିକାର ଉଦ୍ୟମବେଳେ ମାଡ଼ିବସିଲା ବନ ବିଭାଗ: ୫ଜଣ ବନ୍ଧାହେଲେ
ଦାରିଙ୍ଗବାଡ଼ି,୧୬।୧୦ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ବାଡ଼ାବାଙ୍ଗା ପଞ୍ଚାୟତର ସିକାକେତା ଫରେଷ୍ଟ ବିଟ ଅଞ୍ଚଳରେ ବିଦ୍ୟୁତ ଫାଶ ବିଛାଇ ବନ୍ୟପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବାବେଳେ ବନ ବିଭାଗ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କଠାରୁ ୪ଟି…
ଶିକ୍ଷକ ଅଭାବ, ଅଫିସ କୋଠରିରେ ପାଠପଢ଼ା
ଲୋଇସିଂହା,୧୬।୧୦(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲୁଚକିବାହାଲ ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି ା କିନ୍ତୁ ବିଦ୍ୟାଳୟରେ ଭିତ୍ତିଭୂମି ସାଙ୍ଗକୁ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ…
ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ଫାଉଣ୍ଡେସନ: ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ
କେସିଙ୍ଗା, ୧୬।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ନିର୍ମାଣାଧୀନ ଚାରି ମହଲା କୋଠା କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ନିୟମିତ ପାଣି ସିଞ୍ଚନ…
ଖବରଦାତାଙ୍କୁ କଲେଜ ଭିତରକୁ ମନା, ନିଷିଦ୍ଧାଞ୍ଚଳରେ ବୁଲୁଥିଲେ ମାଜିଷ୍ଟ୍ରେଟଙ୍କ ଘରୋଇ ଡ୍ରାଇଭର
ପାଟଣା, ୧୫।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଖବରଦାତାଙ୍କୁ କଲେଜ ପରିସରକୁ ପ୍ରବେଶ ଓ ଭୋଟଗ୍ରହଣ କେନ୍ଦ୍ର ସମ୍ମୁଖରେ ଫଟୋ,…
ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ପଦବୀ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ଦୀର୍ଘ ୮ ବର୍ଷ ପରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହୋଇଛି। ବିଳମ୍ବିତ ସନ୍ଧ୍ୟାରେ କଲେଜ ପ୍ରଶାସନ ପକ୍ଷରୁ ବିଜୟୀ ପ୍ରାର୍ଥୀମାନଙ୍କ ନାମ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ…
ମା’ମାଣିକେଶରୀ ବିଶ୍ୱବିଦ୍ୟାଳୟରେ AVBPର ବାଜିମାତ: ଆରିୟା ସଭାନେତ୍ରୀ, ଓମକାର ସମ୍ପାଦକ
ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ ଦେଖିବାକୁ ମିଳିଛି। ସଭାପତି, ଉପସଭାପତି ଓ ସମ୍ପାଦକ ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବିଜୟୀ ହାସଲ କରିଛି ଏବିଭିପି। ଏବିଭିପିର ସଭାନେତ୍ରୀ ପ୍ରାର୍ଥିନି ଆରିୟା ନାୟକ…
ଫଳାଫଳ ଘୋଷଣା ପରେ ଉତ୍ତେଜନା: ବିଜେଡି-ଭାଜପା ମୁହାଁମୁହିଁ
ବରପାଲି,୧୫।୧୦(ଚିତ୍ତରଞ୍ଜନ ସାହୁ)- ବରଗଡ଼ ଜିଲା ବରପାଲି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀ ରୋହନ ମେହେର ସଭାପତି ନିର୍ବାଚିତ ହୋଇଛନ୍ତି। ଏହି ଫଳାଫଳ ଘୋଷଣା ପରେ ବରପାଲିରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ବିଜେଡି-ଭାଜପା ମୁହାଁମୁହିଁ ହୋଇଛନ୍ତି। ଚାପା…
ବରଗଡ଼ ପଞ୍ଚାୟତ କଲେଜରେ ଚମକାଇଲା BCJD: ଅବିନାଶ ନାଗ ସଭାପତି ନିର୍ବାଚିତ
ବରଗଡ଼,୧୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ଚମତ୍କାର ପ୍ରଦର୍ଶନ କରିଛି। BCJD ସମର୍ଥିତ ପ୍ରାର୍ଥୀ ଅବିନାଶ ନାଗ ତାଙ୍କ ନିକଟତମ ପ୍ରାର୍ଥୀଙ୍କଠାରୁ ୩୦୪ ମୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।…

