ଆମ ଜିଲା ଖବର

ପାଉଁଶ ପ୍ରଦୂଷଣ

ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍‌) ବାହାରୁଛି। ସେହି ପାଉଁଶ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବୋଝ ପାଲଟିଥିବା ବେଳେ ଜିଲାବାସୀ...

ଟ୍ରକ୍‌ ଧକ୍କାରେ ହାତୀର ଜୀବନଗଲା

ଢେଙ୍କାନାଳ ଅଫିସ୍‌, ୩୦।୧: ଢେଙ୍କାନାଳ ଜିଲା ଓଡପଡା ବ୍ଲକ ପୋଡାପଡା ଛକ ଏନଏଚ-୫୫ରେ ଗୁରୁବାର ଭୋରୁ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରକ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ତା’ ଦାନ୍ତଟି ଭାଙ୍ଗି ଅନ୍ୟ...

ସାଲାଇନ ନେବାବେଳେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ସହରସ୍ଥିତ ଗାନ୍ଧୀମନ୍ଦିର ରୋଡ୍‌ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ସାଲାଇନ ନେଉଥିବାବେଳେ ବୁଧବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅମୀର କୁମାର ଜେନା (୨୬)। ଚିକିତ୍ସାରେ ଅବହେଳା...

ଅସହାୟଙ୍କ ଅନ୍ତିମ ସଂସ୍କାର କଲେ

ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ ବୁଧବାର ମୃତ୍ୟୁ ହୋଇଛି। ମା’ ପାତି ନାଏକ(୭୦) ଓ ପ୍ରମୋଦଙ୍କୁ ଜିଲାର ସାଥୀ...

ନିୟମିତ ତଦାରଖ ହେବ ସରକାରୀ ଯୋଜନା

ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ‘୫-ଟି’, ମୋ ସରକାର କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ନିରଞ୍ଜନ ସାହୁ। ଏହି ଅବସରରେ ସେ ଅଧିକାରୀଙ୍କ ଉଦ୍ଦେଶ୍ୟରେ...

ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର

ଅନୁଗୋଳ ଅଫିସ୍‌, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜିଲାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ...

ମା’ବାପ୍‌ ଛେଉଁଡ୍‌ ପିରବତୀକୁଁ ଘାରୁଛେ ପଢ଼ା ଚିନ୍‌ତା

କଣ୍ଟାବାଞ୍ଜି, ୩୦।୧ (ଡି.ଏନ୍‌.ଏ)- ସରକାର ‘ସଭେ ପଢ଼ୁନ୍‌ ସଭେ ବଢ଼ୁନ୍‌’ ନାରା ଦେଉଛନ୍‌। ଛାତ୍ରୀଛାତ୍ରକଁର ଲାଗି ବି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା ଆଦିବାସୀ ଛାତ୍ରୀଛାତ୍ରକଁର ଲାଗି ଭିନେ ସ୍କୁଲ ଖୁଲି...

ଯୁବ ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ଟଙ୍କଧର: ଚାକ୍‌ରି ବଦ୍‌ଲା ଚାଷ୍‌କେ କରିଛନ୍‌ ଜିବ୍‌କା

ଭବାନୀପାଟଣା,୩୦।୧(ଡି.ଏନ୍‌.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍‌ରିର ପଛେ ଦଉଡୁଛନ୍‌। ସେନ୍‌ତା ଆରକେତେ ଗରିବ୍‌ ଘରର ପିଲା ଅଭାବ ଅନାଟନରୁ ପେଟ୍‌ପାଟନା ଲାଗି ଦାଦନ ଖଟିଯାଉଛନ୍‌। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍‌ ଡୁମେରମୁଣ୍ଡାର ଝନେ...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ। ଅଭାବରେ ବୁଡ଼ି ଜରାଜୀର୍ଣ୍ଣ ଘରେ ପଡ଼ିରରହିଛନ୍ତି ଗୋରୀମଣି ଓ ତାଙ୍କ ପରିବାର।...

ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି

ଭଦ୍ରକ ଅଫିସ,୩୦।୧ – ଭଦ୍ରକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୧ରେ ଥିବା ମହାଶିବରାତ୍ରି ପାଇଁ...

ଏଟିଏମ୍‌ରୁ ବାହାରୁଛି ଜାଲ୍‌ ନୋଟ୍‌

ଜୟପୁର,୩୦।୧(ନି.ପ୍ର./ଡି.ଏନ୍‌.ଏ.) ଏଟିଏମ୍‌ରୁ ନକଲି ନୋଟ୍‌ ବାହାରୁଛି। ଜୟପୁର ଟାଉନ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ଜଣେ ହିତାଧିକାରୀ। କୋରାପୁଟ ଜିଲା ଜୟପୁର ଏମ୍‌ଜି ରୋଡଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ରେ ଭୁପତି ସାହି ବାସିନ୍ଦା ହିତେଶ୍ୱର ଦାସ ବୁଧବାର ୩...

ଅଧୁରା କାର୍ଯ୍ୟର ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି, ୩୦ା୧(ବି.ପ୍ର./ଡି.ଏନ.ଏ.) ସରକାରୀ କଳରୁ ବ୍ୟାପକ ଅନୁଦାନ ଭିତ୍ତିଭୂମି ବିକାଶ ନାଁରେ ଖର୍ଚ୍ଚ ହେଉଛି। ତେବେ ତଦାରଖ ଓ ଅନୁଧ୍ୟାନ କରାଯାଉ ନ ଥିବାରୁ କାର୍ଯ୍ୟଗୁଡିକ ଠିକ ଭାବେ ହେଉ ନାହିଁ। ଫଳରେ ଜନସାଧାରଣ ଏହାର ସୁବିଧା ପାଇ ପାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri