ବାର୍ହା ମାଂସ ଜବତ, ୩ ଶିକାରୀ ଗିରଫ
ପାଟଣାଗଡ଼, ୯ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ବନବିଭାଗ ଶନିବାର କିରିବାଞ୍ଜି ଜଙ୍ଗଲରେ ଚଢ଼ାଉ କରି ବାର୍ହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଶିକାରୀମାନେ ହେଲେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସିଆଲବନ୍ଧ ଗ୍ରାମର କାଲି…
ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ
ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ଯୁବକଙ୍କର ଶନିବାର ସକାଳୁ ମୃତ୍ୟୁ ଘଟିଛି। ଘର ଲୋକଙ୍କ ସୂଚନା ମୁତାବକ ରୟା କାମରୁ ଆସି ଖାଇ ପିଇ ଶୋଇଥିଲେ।…
ସିଲ୍ ହେବ ୧୪ ଦୋକାନ
ବାରିପଦା ଅଫିସ,୯ା୫: ସାମାଜିକ ଦୁରତ୍ୱ ପାଳନ ନ କରିଥିବା ଅଭିଯୋଗରେ ବାରିପଦା ସହରରେ ଥିବା ୧୪ଟି ଦୋକାନକୁ ସିଲ୍ କରାଯିବ ବୋଲି ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍ ପ୍ରକାଶ କରିଛନ୍ତି। କଚେରୀ ମାର୍କେଟ, ଲାଲ ବଜାର, ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମ୍ମୁଖ,…
ଅଦିନିଆ ବର୍ଷାରେ ଭାଙ୍ଗିଲା ଘର
କପ୍ତିପଦା,୯ା୫(ଡି.ଏନ.ଏ)- କପ୍ତିପଦା ଖପରାପାଳ ଗ୍ରାମର ଜଣେ ଗରିବ ମହିଳାଙ୍କ ଘରଟି ଅଦିନିଆ ବର୍ଷାରେ ଭାଙ୍ଗି ମାଟିରେ ମିଶିଯାଇଛି। ସେ ହେଲେ ମୀନତି ଦାସ। ତାଙ୍କର ୨ପୁଅ ଓ ୨ ଝିଅ। ୨ ପୁଅ ଶ୍ରମିକ ଭାବେ କାମ କରୁଥିବାବେଳେ ୨ ଝିଅଙ୍କ…
ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
ଚମ୍ପୁଆ,୯।୫(ଡି.ଏନ.ଏ.)- କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସୀମାନ୍ତ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଶନିବାର କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ କରିବା ସହିତ…
ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍ଡାଉନ୍
ବୁଗୁଡ଼ା,୯ା୫(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି। ଗାଁରେ ସଙ୍ଗରୋଧ ଗୃହ ରହିଥିବାରୁ ସଂକ୍ରମଣ ଆଶଙ୍କାରେ ୮ଦିନ ପର୍ଯ୍ୟନ୍ତ ଦିନ ୧୧ଟାରୁ ପରଦିନ…
ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା
ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ସରଧାପୁର ବାୟା ମୁଣ୍ଡା ସାହିର ପାଣୁ ନାଏକ (୭୩) ନାମକ ଜଣେ ବୃଦ୍ଧଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପାଣୁ ଶନିବାର ସକାଳୁ କେନ୍ଦୁଝର-ପାଟଣା ରାସ୍ତାର ଶ୍ୟାମସୁନ୍ଦର ପୁର ଆଡ଼କୁ…
୨ କ୍ୱିଣ୍ଟାଲ ମହୁଲ ପୋଚ ଜବତ କଲା ଅବକାରୀ ବିଭାଗ
ଗୁଡଭେଲା,୯ା୫(ଡି.ଏନ୍.ଏ.) : କରୋନା ପାଇଁ ସବୁ ଆଡ଼େ ଲକ୍ଡାଉନ୍ ଚାଲିବା ସହ ଦେଶୀ ଓ ବିଦେଶୀ ମଦ ଦେକାନ ବନ୍ଦ ରହିଥିବା ବେଳେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗୀର…
ସଙ୍ଗରୋଧ ଗୃହ ଉଦ୍ୟାନ ସଫାକରି ଉଦାହରଣ ସୃଷ୍ଟି କଲେ ସୁରଟ ଫେରନ୍ତା
ଧରାକୋଟ,୯ା୫(ଡି.ଏନ.ଏ.)- ଧରାକୋଟସ୍ଥିତ କୃଷ୍ଣସିଂହ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୭୭ ଜଣ ସୁରଟ ଫେରନ୍ତା ରହୁଛନ୍ତି। ବିଭିନ୍ନ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବାବେଳେ ଏଠାରେ ଥିବା…
ମୁମ୍ବାଇରୁ ସାଇକେଲରେ କଣ୍ଟାମାଳ ଆସିଲେ ୫ ଶ୍ରମିକ: ପାଖରେ ପଇସା ନ ଥିବାରୁ ବିକିଥିଲେ ୨ ସାଇକେଲ
ଗୁଡଭେଲା,୯ା୫(ଡି.ଏନ୍.ଏ.) : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ୫ ଯୁବ ଶ୍ରମିକ ସାଇକେଲରେ ବମ୍ବେରୁ ନିଜ ଗାଁକୁ ଫେରୁଥିବା ବେଳେ ତୁଷୁରା ସହର ଦେଇ ଯାଇଥିବା ଦେଖିବାକୁ ମିଳିଛି। ତୁଷୁରା ସହରରେ ଲକ୍ଡାଉନ୍ ଚାଲିଥିବାରୁ ସହର ସୀମାରେ ସିଲ୍ କରାଯାଇଥିବା…
ବଲାଙ୍ଗୀର ସହରରେ ଅମାନିଆଙ୍କୁ ଛାଟ: ୨ଶହରୁ ଅଧିକ ଗାଡ଼ି ଜବତ କଲା ପୋଲିସ, ଗଣିଲେ ତଣ୍ଡ
ବଲାଙ୍ଗୀର,୯ା୫- ମହାମାରୀ କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଜୋର ଦେଉଛନ୍ତି। ହେଲେ ବଲାଙ୍ଗୀର ସହରରେ କିଛି ଅମାନିଆ ଗାଡି ଚାଳକ କରୋନା କଟକଣାକୁ ମାନୁ ନଥିବା ଦେଖାଦେଇଛି। ଜରୁରୀ କାମ ନ ଥିବା ସତ୍ତ୍ୱେ ଘରୁ ବାହାରୁଛନ୍ତି। ଯାହା…
ବିଦେଶୀ ମଦବୋଝେଇ ବୋଲେରୋ ଜବତ: ୬ ଗିରଫ
ଶେରଗଡ଼,୯ା୫(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଶେରଗଡ଼ ଚାରିଛକରେ ଶନିବାର ବିଦେଶୀ ମଦ ବୋଝେଇ ଏକ ବୋଲେରୋ ନଂ. ଓଡି ୦୭ ଆର୍ ୬୯୭୨କୁ ଶେରଗଡ଼ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜବତ କରାଯାଇଛି। ଏନେଇ ଶେରଗଡ଼ ଥାନାରେ ୪୮/୨୦ରେ ଏକ ମାମଲା…
Archives


