ଆମ ଜିଲା ଖବର

ଅଗଷ୍ଟ ୧୨,୧୩ ତାରିଖ ବନ୍ଦ ରହିବ ଜୁନାଗଡ଼ ସହର: ଜାଣନ୍ତୁ କାହିଁକି

ଜୁନାଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଦିନକୁ ଦିନ କରୋନା ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ସହରକୁ ଶଟଡାଉନ ଘୋଷଣା କରି ସ୍କ୍ରିନିଂ କରିବା ପାଇଁ ସହରବାସୀ ଦାବି କରିଥିଲେ। ତେବେ କଳାହାଣ୍ଡି ଜିଲାପାଳ ଡା. ଗାଭାଲି…

ସାନଭାଇଙ୍କ ଆତ୍ମହତ୍ୟା ଖବର ପାଇ ବଡଭାଇ କଲେ ଏମିତି

ଧର୍ମଗଡ,୯।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ରାଜମୋଟେର ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପ୍ରଥମେ ସାନ ଭାଇ ଆତ୍ମହତ୍ୟା କରିଥିବା ବେଳେ ବଡ ଭାଈ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା…

ଜିଲା କଂଗ୍ରେସ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ

କେନ୍ଦୁଝର,୯ା୮(ସ୍ବ.ପ୍ର.): ଦେଶର ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ପାଇଁ ରବିବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ପାଳିତ ହୋଇଯାଇଛି। ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ଯୁବ କଂଗ୍ରେସ ପକ୍ଷରୁ ‘ଯୁବ କଂଗ୍ରେସ…

ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ: ଜାଣନ୍ତୁ ଗୋଟିଏ ଦିନରେ କେତୋଟି ରହିଛି ଲୋକାଲ କେସ୍‌

ଭଦ୍ରକ ଅଫିସ,୯।୮: ଭଦ୍ରକ ଜିଲାରେ ରବିବାର ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୯୧୫ ଛୁଇଁଛି। ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବା ବେଳେ…

ଆଗକୁ ଆସୁଛି ପାର୍ବଣୟ ଋତୁ: ଦୋଛକିରେ ଜରିମେଢ଼ କାରିଗରଙ୍କ ଜୀବିକା

ଚୌଦ୍ୱାର,୯। ୮(ଡି.ଏନ୍‌.ଏ): ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ, ଶଟ୍‌ଡାଉନ ନୀତି ଆପଣାଉ ଥିବାରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବାସୀ ଓଡ଼ିଆ ରୋଜଗାର ଆଶାରେ ପୁଣି ଅନ୍ୟ ରାଜ୍ୟକୁ ଯାଉଥିବାବେଳେ…

ଏସ୍‌ସିବିରେ ଶଯ୍ୟା ଅଭାବ: ସଂକ୍ରମଣର କାରଣ ହେବ ଫ୍ଲୋର୍‌ ଆଡମିଶନ

କଟକ ଅଫିସ,୯। ୮: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର କିଛି ନିର୍ଦ୍ଦିଷ୍ଟ ବିଭାଗରେ ଡାକ୍ତର ଇଚ୍ଛାକରି ମଧ୍ୟ କୋଭିଡ୍‌ ନିୟମ ପାଳନ କରିପାରୁ ନାହାନ୍ତି। ରୋଗୀ ସଂଖ୍ୟା ଏତେ ବଢୁଛି ଯେ ବାଧ୍ୟହୋଇ ଡାକ୍ତର ଫ୍ଲୋର ଆଡମିଶନ (ଚଟାଣରେ ରୋଗୀସେବା)…

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି…

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତ୍ୟୁ…

କଳାସଂସ୍କୃତିରେ କରୋନା କାଳିମା

ଢେଙ୍କାନାଳ ଅଫିସ, ୯।୮: କରୋନା ପାଇଁ କଳାସଂସ୍କୃତିରେ ଲାଗିଛି ଗ୍ରହଣ। ସଞ୍ଜ ନଇଁଲେ ଚିକ୍‌ମିକ୍‌ ଆଲୁଅ ରୋଶଣିରେ ଫାଟି ପଡୁଥିବା ପେଣ୍ଡାଲରେ ରାଜୁତି କରୁଛି ଅସମ୍ଭବ ନୀରବତା ଆଉ ଅନ୍ଧାର। ନିଃଶବ୍ଦ ହୋଇଯାଇଛି ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ହତାଶ ହୋଇପଡ଼ିଛନ୍ତି ଶିଳ୍ପୀ।…

ନାଲ୍‌କୋରେ ହେବ ଏଚ୍‌ଆଇଭି ସ୍କ୍ରିନିଂ

ଅନୁଗୋଳ ଅଫିସ୍‌, ୯।୮ : ଏଡ୍‌ସ ଓ ଏଚ୍‌ଆଇଭି ସଂକ୍ରାନ୍ତୀୟ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଏଡ୍‌ସ ନିୟନ୍ତ୍ରଣ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସରେ ନାଲ୍‌କୋଠାରେ…

୫୦୦ ଡେଇଁଲା କରୋନା

ଢେଙ୍କାନାଳ ଅଫିସ, ୯।୮ : ଢେଙ୍କାନାଳ ଜିଲାରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଶନିବାର ଦିନକରେ ୩୬ ପଜିଟିଭ୍‌ ଚିହ୍ନଟ ହେବାପରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ରେ ପହଞ୍ଚତ୍ଛି। ସେହିପରି ୪୭ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏହାପରେ ଆରୋଗ୍ୟଙ୍କ ସଂଖ୍ୟା ୩୧୭…

କୁନି ହାତରେ ପରିବା ବଗିଚା

ଭଦ୍ରକ ଅଫିସ, ୯ା୮-ମହାମାରୀ କରୋନା ପ୍ରଭାବରେ ଏବେ ସାରା ବିଶ୍ୱ କବଳିତ। ଲକ୍‌ଡାଉନ ଓ ଶଟ୍‌ଡାଉନ ପ୍ରଭାବରେ ସହରଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଉଜୁଡିଯାଇଛି ଜୀବନଜୀବିକା। ଏହି ମହାବିପତ୍ତି ସମୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଓମ୍‌ପ୍ରକାଶ କିଛି ନୂଆ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?