ଆମ ଜିଲା ଖବର

ଗାଧୋଇବା ବେଳେ ଚିତ୍ରୋତ୍ପଳାରେ ବୁଡ଼ି ୨ଯୁବକ ମୃତ

ପାଟକୁରା,୧୩।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ତହସିଲ ଅନ୍ତର୍ଗତ ପାଟକୁରା ବ୍ରିଜ୍‌ ନିକଟରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ଶୁକ୍ରବାର ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମହମ୍ମଦ ହାସନ ଅଲ୍ଲୀ(୧୯), ତାରିକ୍‌ ଅହମ୍ମଦ(୨୦)। ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି...

ଜବରଦଖଲ, ବେଆଇନ ପାର୍କିଂ: ବଡ଼ଦାଣ୍ଡ ସଙ୍କୁଚିତ

ପୁରୀ ଅଫିସ,୧୩।୩: ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସିଂହଦ୍ୱାରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ପୂର୍ବାପେକ୍ଷା ଶ୍ରୀକ୍ଷେତ୍ରକୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ଆଗମନ ବି...

ମହାବିଦ୍ୟାଳୟ ପରିସରରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଜେନାପୁର,୧୩।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦ ପାତ୍ର ମହାବିଦ୍ୟାଳୟ ପରିସରରେ ଥିବା ଏକ ଶାଗୁଆନ ଗଛରୁ ଶୁକ୍ରବାର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଥାନା ଅନ୍ତର୍ଗତ କାନ୍ତପଡ଼ା ଗ୍ରାମର ଗଙ୍ଗା...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା: ‘ଆମ ଜନତା ଅଧିକାର’ର ସମୂହ ଦୀପଦାନ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ପୁରୀ ଅଫିସ,୧୩।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ ଏଭଳି ପଦକ୍ଷେପ ନେଇଛି ଆର୍‌ବିଆଇ । ତେବେ ୟେସ୍‌ ବ୍ୟାଙ୍କରେ ଜମା ରଖାଯାଇଥିବା...

ଲାଞ୍ଚ ନେଇ କନିଷ୍ଠ କିରାଣି ଗିରଫ

କଟକ ଅଫିସ,୧୩।୩: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ କାଜିବଜାରସ୍ଥିତ ଭକ୍ତମଧୁ ବିଦ୍ୟାପୀଠର କନିଷ୍ଠ କିରାଣି ନାରାୟଣ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସହକାରୀ ଶିକ୍ଷକ ସୁମନ୍ତ କୁମାର...

୬ ବର୍ଷ ପରେ ଗୋଡ଼ରୁ ଫିଟିଲା ଶିକୁଳି

ଗୋପ,୧୩।୩(ଡି.ଏନ୍‌.ଏ.): ଦୀର୍ଘ ୬ବର୍ଷ ପରେ ପୁରୀ ଜିଲା ଗୋପ ବ୍ଲକର ଆକାଶ କାଣ୍ଡି(୭)ଙ୍କ ଗୋଡ଼ରେ ପଡ଼ିଥିତ୍ବା ଲୁହା ଶିକୁଳି ଫିଟିଛି। ଏବେ ଆକାଶ ସ୍କୁଲକୁ ପାଠ ପଢ଼ିବାକୁ ଯିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ଜଣାପଡ଼ିଛି।...

ନନ୍ଦନକାନନକୁ ଆସିବେ ୪ ଅଣ୍ଡିରା ସିଂହ, ୨ କୋକିଶିଆଳି

ବାରଙ୍ଗ,୧୩।୩(ଡି.ଏନ୍‌.ଏ.): ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଏଥର ଆସିବେ ୪ ଅଣ୍ଡିରା ସିଂହ। ଏଥିପାଇଁ ୫ଜଣିଆ ଟିମ ଆସନ୍ତା ୧୬ ତାରିଖରେ ଏହି ନୂଆ ଅତିଥିଙ୍କୁ ଆଣିବାକୁ ଛତିଶଗଡ଼ର କାନନପେଣ୍ଡାରୀ ଜୁଲୋଜିକାଲ ଗାର୍ଡେନ ବିଳାସପୁର ଚିଡିଆଖାନାକୁ ଯିବେ।...

ସେବାଶ୍ରମ ଶିକ୍ଷା

ନୂଆପଡ଼ା ଜିଲାରେ ସରକାର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଲାଗି ମାଗଣାରେ ଆବାସିକ ଶିକ୍ଷାଗ୍ରହଣର ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ଜିଲାରେ ୧୭ ଆଶ୍ରମ, ୨୫ ସେବାଶ୍ରମ, ୫ ସେବାଶ୍ରମ ହାଇସ୍କୁଲ, ଗୋଟିଏ ଲେଖାଏ ଅନ୍ବେଷା ଏବଂ ଏକଲବ୍ୟ...

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର ଲାଗି ଗୁଟେ ଓଭର ହେଡ ଟ୍ୟାଙ୍କ ତିଆର କରାଯାଇଛେ। ହେଲେ ପାଇପ ଯୁଡ଼ା...

ସୁଆସ୍‌ତିଅ ସେବାରୁ ବଁଚିତ୍‌ ବେହେରା, ଛଞ୍ଚାଣବାହାଲି ପଁଚେତ୍‌ବାସୀ: ଦରଖଁଡ଼ିଆ ହେଇ ପଡ଼ିଛେ ଡାକ୍‌ତରଖାନା କୁଠା

ପର୍ଲା,୧୩।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଅଧୀନ ବେହେରା ଆର ଛଞ୍ଚାଣବାହାଲି ଗଁ। ରେ ଥିବାର ହୋମିଓପ୍ୟାଥି ଡାକ୍‌ତରଖାନା ଲୁକ୍‌କର ସେବାରେ ନାଇଁ ଲାଗିପାରବାର। ୫ରୁ ୬ ବଛର ତଲେ ଡାକ୍‌ତରଖାନାର କୁଠା ତିଆରି କାମ୍‌...

ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ଫୁଲ

ଖପ୍ରାଖୋଲ, ୧୩।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ବୁଡୁ ଧାରଉଧାର କରି...

ପ୍ରଧାନମନ୍ତ୍ରୀକୁଁ ଦୁଇ ବହେନ୍‌କଁର ଚିଠି ଘଟ୍‌ନା: ପାଏନ୍‌ ନମୁନା ଠୁଲାଲା ଜଳଯୋଗାଣ ବିଭାଗ

ଅମରପାଲି, ୧୩।୩ (ଡି.ଏନ୍‌.ଏ.)- ନିଜର ଅଂଚଲରେ ବହପୁଥିବାର କିଡ୍‌ନୀ ରୋଗ୍‌ର ପରତିକାର ଆର ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ମାର୍ଚ୍ଚ ୩ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁଁ ଚିଠି ଲେଖିଥିଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଅମରପାଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri