ରାଜନଗରରେ କରୋନା ସନ୍ଦେହ: ନିରୀକ୍ଷଣରେ ୩ ଯୁବକ
ରାଜନଗର, ୧୬।୩(ଡି.ଏନ୍.ଏ.): ଓଡ଼ିଶାରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଦେଶ ଫେରନ୍ତା ୩ ଯୁବକଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରୀକ୍ଷଣ ଲାଗି ରଖାଯାଇଛି।...
ଭଦ୍ରକରେ କରୋନା ସତର୍କତା: ପ୍ରଶାସନ ପକ୍ଷରୁ ଛୁଟି ବାତିଲ
ଭଦ୍ରକ ଅଫିସ, ୧୬।୩: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସୋମବାରଠାରୁ ଭଦ୍ରକ ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏ ନେଇ ଜିଲାପାଳ...
କରୋନା ପ୍ରଭାବ: ଗଞ୍ଜାମରେ ମିଳୁନି ମାସ୍କ
ଗଞ୍ଜାମ, ୧୬।୩(ଡି.ଏନ୍.ଏ.): ସାରା ବିଶ୍ୱରେ କରୋନା ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ଗଞ୍ଜାମ ସହରର...
ସ୍କୁଲ ବନ୍ଦ ନ କରିବାକୁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ
ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସ୍କୁଲକୁ ବନ୍ଦ କରାଗଲେ ସେମାନଙ୍କ ପିଲାଛୁଆ...
ସାମାଜିକ ବାସନ୍ଦ ଅଭିଯୋଗ, ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ପରିବାର
ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା କାଶିପାଲି ଗ୍ରାମର ୪ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଦୋକାନ ନିର୍ମାଣକୁ କେନ୍ଦ୍ର କରି ଆକ୍ରୋଶମୂଳକ ଭାବେ ସେମାନଙ୍କ ବିରୋଧରେ ଏଭଳି କରାଯାଇଛି ବୋଲି ଉକ୍ତ ୪ ପରିବାରର ଲୋକେ...
ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ, ସହରରେ ୧୪୪ ଧାରା ଜାରି
ଯାଜପୁର ଅଫିସ,୧୬।୩: ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି। ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ମହାମାରୀ ରୋଗ ଆଇନ ୧୮୯୭ ଧାରା ୨(୧) ବଳରେ ସୋମବାର ଏହି...
ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ୍ରୁ ୨ ବଗି ଅଲଗା
ଚୌଦ୍ୱାର,୧୬।୩(ଡି.ଏନ୍.ଏ.): ଲୋକମାନ୍ୟ ତିଲକ ଏକ୍ସପ୍ରେସର ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ସୋମବାର ଶାଳଗାଁ-ବରହମ୍ପୁର ଷ୍ଟେଶନ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିବା ନେଇ ରେଳବାଇ...
ଦୋକାନର ନାଁ ‘ଗବର୍’ କଫିର ନାଁ ‘ବାସନ୍ତୀ’
କଟକ ଅଫିସ,୧୬।୩: କଟକ ମହାନଦୀ ବିହାର ଛକରେ ରହିଛି ଏକ ଦୋକାନ। ଯାହାର ନାଁ ହେଉଛି ଗବର୍। ବଲିଉଡ୍ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗବର ଇଜ୍ ବ୍ୟାକ୍’ରୁ ଅନୁପ୍ରାଣିତ ହୋଇ ଏଭଳି ନିଆରା ଦୋକାନ କରିଛନ୍ତି ରଞ୍ଜନ...
କରୋନା ପ୍ରଭାବ: ଜିଲା ପ୍ରଶାସନ ପକ୍ଷରୁ ଦଣ୍ଡନାଚ ବନ୍ଦ ନିର୍ଦ୍ଦେଶ
ହିିଞ୍ଜିଳିକାଟୁ, ୧୬ା୩(ଡି.ଏନ୍.ଏ.): କରୋନାକୁ ନେଇ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଓଡ଼ିଶାରେ ପ୍ରଥମ କରୋନା ଭାଇରସ ପଜିଟିଭ ସ୍ପଷ୍ଟ ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।...
ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍ : ପ୍ରତିବାଦରେ ରାସ୍ତା ଅବରୋଧ
ରସୁଲପୁର,୧୬।୩(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପରିବା ହାଟ ନିକଟରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ...
ଚଳନ୍ତା କାର୍ରେ ନିଆଁ: ବର୍ତ୍ତିଗଲା ୨ ଜୀବନ
ସୁନ୍ଦରଗଡ଼,୧୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ସହର ସରକାରୀ କଲେଜ ରୋଡ୍ କାଳୀମଣ୍ଡପ ନିକଟରେ ଏକ ଚଳନ୍ତା କାର୍ରେ ସୋମବାର ସକାଳେ ହଠାତ୍ ନିଆଁ ଲାଗିଯାଇଛି। କାର୍ରେ ଥିବା ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ...
ବେଳାଭୂମିରେ ଗହଳି ମନା
ପୁରୀ ଅଫିସ,୧୬।୩: କରୋନାକୁ ନେଇ ବିଶ୍ୱବ୍ୟାପୀ ଭୟଙ୍କର ସ୍ଥିତି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ନୂଆ ନୂଆ ଦେଶରେ ତା’ର ଉପସ୍ଥିତି ଜାହିର କରୁଛି। ଭାରତରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି କିନ୍ତୁ ଓଡ଼ିଶା ବେଶ୍ ଭଲ...
Archives


