ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ
ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି। କାହିଁ କେଉଁ କାଳରୁ ବରାଳପୋଖରୀ ଅଞ୍ଚଳରେ ପ୍ରତିବର୍ଷ ପରି ରୀତିନୀତି ଅନୁଯାୟୀ ଠାକୁରଙ୍କ...
ବିଲୁପ୍ତ ହେବାକୁ ବସିଲାଣି କୁଣ୍ଡି ନଦୀ
ତିହିଡ଼ି,୧୮ା୩(ସ୍ବ.ପ୍ର.)- ନଦୀ ଏକ, ନାମ ଏକାଧିକ । ଏପରି ଏକ ନଦୀ ହେଲା କୁଣ୍ଡି ନଦୀ। ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ଏହାକୁ ଚୂଡ଼ାଖିଆ, ଗୁପ୍ତଗଙ୍ଗା, କରଞ୍ଜଇ, ଧଳା ନଦୀ ବୋଲି କହନ୍ତି। ଭଦ୍ରକ ଜିଲାର ସାଳନ୍ଦୀ ନଦୀ ସହିତ...
ସ୍ବୀକୃତି ମିଳିନି, ସଙ୍ଗୀତ ଦେଇଛି ଜୀବନ
ବନ୍ତ,୧୮।୩ (ସ୍ବ.ପ୍ର.)-ତାଙ୍କ ଚେହେରା, ବେଶଭୂଷା ବେଶ୍ ନିଆରା। ସକାଳୁ ସକାଳୁ ନାଲି ପୋଷାକ ରଙ୍ଗର ପରିଧାନ ପିନ୍ଧି ମଥାରେ ନାଲି ପଗଡ଼ି ଓ କାନ୍ଧରେ ନାଲି ରଙ୍ଗର ଝୁଲାମୁଣି ଧରି ଘରୁ ବାହାରି ପଡ଼ିନ୍ତି। ହାତରେ ଥାଏ ଏକତାରା। ଖଣ୍ଡେ...
ଫଳକରେ ଅଟକିଛି ଉନ୍ନୟନ କାର୍ଯ୍ୟ
ବାରିପଦା ଅଫିସ, ୧୮ା୩- ବାରିପଦାର ସହରରେ ଥିବା ୭ଟି ବନ୍ଧର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୨ ଫେବୃୟାରୀ ୨୦୧୯ରେ ଭିିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ଭିତ୍ତିପ୍ରସ୍ଥର ସ୍ଥାପନ ହେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାଣିଚାଏ କାମ...
ବିଜେତା ମୁକୁଟ ପିନ୍ଧିଲେ ହଂସିନୀ
ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର ମଡ଼େଲିଂ ପ୍ରତିଯୋଗିତାରେ ଭାଗନେଇ ମିସ୍ ଶୋ ଷ୍ଟପର ଜୁନିୟର କ୍ରାଉନ ବିଜେତା ହେବାର...
ଦୃଢ ଇଛାଶକ୍ତି ଦେଇଛି ବଞ୍ଚିବାର ରାହା
ଖଇରା, ୧୮।୩(ଡି.ଏନ.ଏ.)-ଦୃଢ ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମର ଦିବ୍ୟାଙ୍ଗ ଅକ୍ଷୟ କୁମାର ମହାନ୍ତି। ବୟସ ୫୪ ହେଲାଣି। ତଥାପି ସେ ଥକିନାହାନ୍ତି। ବାଲେଶ୍ୱର ଜିଲା...
ଦୁର୍ଦ୍ଦିନରେ ୧୨ କୁମ୍ଭକାର ପରିବାର
ସୋର, ୧୮।୩(ଜନ୍ମେଜୟ ମିଶ୍ର)-ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ପାହାଡିଆ ଗଁ। ରଙ୍ଗାମାଟିଆ। ଗଁ। ଠାରୁ ପଞ୍ଚାୟତ ଶ୍ୟାମସୁନ୍ଦରପୁରର ଦୂରତା ୨୦ରୁ ୨୫ କି.ମି. ହୋଇଥିବାବେଳେ ଔପଦା ବ୍ଲକ ହେଡକ୍ୱାର୍ଟର ଦୂରତା ୩୦ରୁ ୩୫ କି.ମି.। ଭୌଗୋଳିକ ଦୃଷ୍ଟିକୋଣରୁ ଏହି...
ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ
ବନ୍ତଳା,୧୭।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା...
ବିଦେଶ ଫେରନ୍ତାଙ୍କ ଉପରେ ସତର୍କ ଦୃଷ୍ଟି: ଯୁବକଙ୍କୁ ୨୮ ଦିନ ପର୍ଯ୍ୟବେକ୍ଷଣରେ ରହିବା ପାଇଁ ପରାମର୍ଶ
ଭଣ୍ଡାରିପୋଖରୀ, ୧୭ା୩(ଡି.ଏନ୍.ଏ.)- ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଦେଇଥିବାବେଳେ ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା...
ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ
ବାସୁଦେବପୁର, ୧୭ା୩(ଡି.ଏନ୍.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ ଚାଷୀଙ୍କ ଧାନକ୍ରୟ ଲାଗି ପ୍ରଦତ୍ତ ଟୋକନ ଅନ୍ଲାଇନରେ କଟିଯିବା ଫଳରେ ସେମାନେ ସରକାରୀ...
କିରୋସିନ ଢ଼ାଳି ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ
ବାଲେଶ୍ୱର ଅଫିସ,୧୭।୩-ସ୍ତ୍ରୀଙ୍କୁ କିରୋସିନ ଢାଳି ପୋଡି ହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଦ୍ୱିତୀୟ ଅତିରିକ୍ତ ଜିଲା ଦୌରାଜଜ୍ ସୁବାସ କୁମାର ବିହାରୀ ତାଙ୍କ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧ଲକ୍ଷ ଟଙ୍କା ଜରିମାନା ଦେବା ଲାଗି...
କରୋନା ସଂକ୍ରମଣ ରୋକିବାକୁ ବିଶ୍ୱଶାନ୍ତି ମହାଯଜ୍ଞ
ସିମୁଳିଆ,୧୭।୩(ଡି.ଏନ.ଏ.)-କରୋନା କବଳରେ ସାରା ବିଶ୍ୱ ପ୍ରଭାବିତ। ଏଥିରୁ ନିସ୍ତାର ପାଇଁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଅଞ୍ଚଳର ମା’ ବୁଢ଼ୀବାସୁଳୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା। ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଦ୍ୱାରା ଆୟୋଜିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ। ଏହି ଅବସରରେ...
Archives


