ଛାତ୍ରୀନିବାସରେ ନାଗ
ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଧନପୁରଠାରେ ଥିବା ଲାଲମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀନିବାସରୁ ବୁଧବାର ଏକ ୬ ଫୁଟର ନାଗସାପ ଉଦ୍ଧାର କରାଯାଇଛି। କରୋନା ଯୋଗୁ ବିଦ୍ୟାଳୟ ଛୁଟି ଥିବା ବେଳେ ଛାତ୍ରୀମାନେ...
ଏଟିଏମ୍ରେ ଜାଲ ନୋଟ ଭର୍ତ୍ତି ଅଭିଯୋଗରେ ଜଣେ ଗିରଫ
ବଡ଼ସାହି,୧୯ା୩(ସ୍ବ.ପ୍ର)- ବ୍ୟାଙ୍କ ଏଟିଏମ୍ରେ ଜାଲ ନୋଟ ଭର୍ତ୍ତି କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଛେଳିଆ(ବି) ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନା। ପୋଲିସ ସୂଚନା ଅନୁଯାୟୀ,...
ବିଦ୍ୟୁତ୍ କାଟ ପ୍ରତିବାଦରେ ଧାରଣା ଦେଲେ ବିସ୍ଥାପିତ
ବାରିପଦା ଅଫିସ, ୧୯ା୩- ମୟୂରଭଞ୍ଜ ଜିଲା ବାରିପଦା ବ୍ଲକ ଲକ୍ଷ୍ମୀପୋଷିଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଶତାଧିକ ପରିବାରଙ୍କ ମଙ୍ଗଳବାରଠାରୁ ବିଦ୍ୟୁତକାଟ୍ କରାଯାଇଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ବିଭାଗ ଗ୍ରାମବାସୀଙ୍କ ବିଦ୍ୟୁତ୍ କାଟ କରି ଥିବାରୁ ସେମାନେ...
ଭତା, ଆବାସ ଯୋଜନାରୁ ବଁଚିତ୍ ଦମ୍ପତି: ବୁରୁଧ୍ କାଲେ କୁଲବୁରତି ସାହାଭରସା
ପର୍ଲା, ୧୯।୩ (ଡି.ଏନ୍.ଏ.)- କେନ୍ କାଲୁ ଆମର ଦେଶ୍ରେ ଲୁକ୍କର କାମ୍ଧାମ, ବୁରତିକେ ନେଇ ସମାଜ, ଜାତିପାତି ସୁରୁଷ୍ଟି ହେଇଛେ। ପୁରଖାପାତିନୁ ନିଜର କୁଲବୁରତିକେ ଆପ୍ନେଇ ଅନେକ ସମାଜର ଲୋକ୍ ନିଜର ଜୀବନ୍ ଜିବ୍କା ଚଲଉଛନ୍। ଏନ୍ତା ନିଜର କୁଲବୁରତିକେ...
ରାତି ୭ଟା ୪୫ରେ ଶ୍ରୀମନ୍ଦିର ବନ୍ଦ
ପୁରୀ ଅଫିସ,୧୯।୩: କରୋନା କଟକଣାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି। ବେଳାଭୂମିର ଉଠା ବ୍ୟବସାୟୀ ହୁଅନ୍ତୁ ଅବା ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଥିବା ସହରର ବିଭିନ୍ନ କ୍ଷୁଦ୍ର ବ୍ୟବସାୟୀ ସମସ୍ତେ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ତେବେ କରୋନା...
କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍ତର
ସମ୍ବଲପୁର,୧୯।୩ (ଡି.ଏନ୍.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍ତର, ନର୍ସ ଆର କରମ୍ଚାରୀମାନେ ନିଜର ଜୀବନ୍କେ ପାଏନ୍ଛଡ଼େଇ ଲୁକ୍କର ସେବାର ଲାଗି ଆଗ୍ଧାଡ଼ିରେ ଠିଆ ହେଇଛନ୍। ଏନ୍ତା ଘଡ଼ିସଁଧି ସମିଆରେ...
ଦରଖଁଡ଼ିଆ ହେଇ ପଡ଼ିଛେ ବାଲସି ଗୋଷ୍ଠୀକେନ୍ଦ୍ର
କେସିଙ୍ଗା,୧୯।୩ (ଡି.ଏନ୍.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଲସି ଗାଁ ଜଗନ୍ନାଥ ଗୁଡ଼ି ପାସେ ତିଆର ହେଉଥିବାର ଗୋଷ୍ଠୀକେନ୍ଦ୍ର କାମ୍ ଡେରି ହେଉଥିବାର ଗାଁବାସୀ ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ ୨୦୧୮-୧୯ ବଛରରେ କେସିଙ୍ଗା ବ୍ଲକ ତରଫୁ ଆମଗାଁ...
ରକ୍ତକର୍କଟ ପୀଡିତ ଛାତ୍ରଙ୍କ ଆକୁଳ ଅଭିବ୍ୟକ୍ତି: ସ୍କୁଲ ଯିବି, ପାଠ ପଢ଼ିବି
ଅମରପାଲି, ୧୯।୩ (ଡି.ଏନ.ଏ.) ସ୍କୁଲ ଯିବି, ସାଙ୍ଗ ସାଥିଙ୍କ ସହ ପାଠ ପଢ଼ିବି। ଖେଳାବୁଲା କରିବାକୁ ଇଚ୍ଛା ହେଉଛି। ମାତ୍ର ଅସୁସ୍ଥତା ଯୋଗୁ ସ୍କୁଲ ଯାଇ ପାରୁନି କି ସାଙ୍ଗ ସାଥିଙ୍କ ସହ ଖେଳାବୁଲା କରିପାରୁନି । ଭଲ ହୋଇଗଲେ...
ପେଟ୍କେ ଯାଉଛେ ନଲିଆର ପାଏନ୍
ବାମରା, ୧୯।୩ (ଡି.ଏନ୍.ଏ.)- ସମ୍ବଲପୁର ଜିଲା ବାମରା ସଦର ମହକୁମା ଗୋବିନ୍ଦପୁର ପଁଚେତ୍ରେ ଚଲତି ବଛର ଖରାଦିନ୍ ମୂଲ ନାଇଁ ହେଉନୁ ପିଇଲା ପାଏନ୍ ସମସିଆ ଦେଖାଦେଇଛେ। ଗଲା ବଛ୍ରେ ହେଲା ବାମରାର ପାଖାପାଖି ସବୁ ନଲ୍ଚୁଅଁା ଅଚଲ ହେଇ...
ହୋଟେଲରେ ହେବ ଆଇସୋଲେଶନ୍ ୱାର୍ଡ
କଟକ ଅଫିସ,୧୯।୩: କରୋନା ଭୂତାରୁ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ସ୍ଥଳେ ହୋଟେଲ ରୁମ୍କୁଗୁଡ଼ିକୁ ଆଇସୋଲେଶନ୍ ୱାର୍ଡ ଭାବେ ବ୍ୟବହାର କରାଯିବ। ହୋଟେଲ ରୁମରେ ରହୁଥିବା ବ୍ୟକ୍ତିବିଶେଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସନ୍ଦେହ କରାଗଲେ ତାଙ୍କୁ ବାହାରକୁ ନିଆଯିବା...
ପକ୍ଷାଘାତରେ ଚାନ୍ଦି ମେଢ଼ର ଅନନ୍ୟ ବିନ୍ଧାଣି
କଟକ ଅଫିସ,୧୯।୩: ତାରକସୀ କାର୍ଯ୍ୟ ପାଇଁ ସାରା ଦେଶରେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ହେଲେ ଏହାକୁ ନିର୍ମାଣ କରୁଥିବା ବିନ୍ଧାଣୀଙ୍କୁ କ୍ୱଚିତ ଜାଣିଥାନ୍ତି। ଜଣେ ଚାନ୍ଦିମେଢ ଲାଗି ପ୍ରଥମେ ଡିଜାଇନ ପ୍ରସ୍ତୁତ କରିଥାନ୍ତି। ଆଉ ସେହି ଡିଜାଇନ...
ପୁରୀ ଛାଡ଼ିଲେ ପର୍ଯ୍ୟଟକ
ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ ଆଉ ପୂର୍ବପରି ଗହଳି ଚହଳି ଜଣାପଡୁ ନାହିଁ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ...
Archives


