ଠିକାଦାର ସଂଘ ପ୍ରଦାନ କଲା ୨ ଲକ୍ଷ
ବାରିପଦା ଅଫିସ, ୧୫ା୪- କରୋନା ମହାମାରୀର ମୁକାବିଲା କରିବା ପାଇଁ ମୟୂରଭଞ୍ଜ ଜିଲା ଠିକାଦାର ସଂଘ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡଙ୍କୁ ୧...
ସହାୟତା ତାଲିକାରେ ନାଁ ନାହିଁ: ଉଠା ଦୋକାନୀ ଜିଲାପାଳଙ୍କ ଦ୍ୱାରସ୍ଥ
ବାରିପଦା ଅଫିସ, ୧୫ା୪- ଲକ୍ ଡାଉନ ଲାଗୁ ହେବାଠାରୁ ବାରିପଦା ସହରରେ ଥିବା ଉଠାଦୋକାନୀମାନଙ୍କ ଦୋକାନ ବନ୍ଦ ହୋଇ ପଡ଼ି ରହିଛି। ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଠା ଦୋକାନୀମାନଙ୍କୁ...
୨୫୦ରୁ ୧୯୮ଟି ସାମ୍ପୁଲ ନେଗେଟିଭ୍
ବାରିପଦା ଅଫିସ, ୧୫ା୪- କରୋନା ସନ୍ଦେହରେ ଜିଲାର ୨୫୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୧୯୮ଟି ସାମ୍ପୁଲ ନେଗେଟିଭ୍ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାକି ୫୨ଟି ସାମ୍ପୁଲର ରିପୋର୍ଟ...
ବନ୍ଦ ହେଲା ଉଡ଼ାପର୍ବ
ଠାକୁରମୁଣ୍ଡା,୧୫ା୪(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାସ୍ଥିତ ମା’ ବାସୁଳିଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଉଡ଼ାପର୍ବ ଚଳିତ ବର୍ଷ କରୋନା ଲାଗି ବନ୍ଦ ହୋଇଛି। କେବଳ ବିଧି ରକ୍ଷା କରିବାକୁ ଯାଇ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ...
୧୦ ସେକେଣ୍ଡରେ ସାନିଟାଇଜ୍: ଚର୍ଚ୍ଚାରେ ଦୁଇ ଭାଇ
ବାରିପଦା ଅଫିସ, ୧୫ା୪-ଏବେ କରୋନାକୁ ନେଇ ସାରା ବିଶ୍ୱବାସୀ ଚିନ୍ତିତ। ଏହି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ବିିିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମୟୂରଭଞ୍ଜ ଜିଲା ବାରିପଦା ସହରର ୨୮ନଂ. ୱାର୍ଡ଼ ବାଗଡିହା ଅଞ୍ଚଳର ଦୁଇ...
ମାସ୍କ ତିଆରି କରି ବାଣ୍ଟୁୁଛନ୍ତି ଭାଜପା ନେତ୍ରୀ
ବାରିପଦା ଅଫିସ, ୧୫ା୪- କରୋନା ମହାମାରୀକୁ ଦୂରେଇବା ପାଇଁ ସାରା ରାଜ୍ୟରେ ମାସ୍କ ପିନ୍ଧିବା ନିୟମ କରାଯାଇଛି। ମାସ୍କ ବଦଳରେ ରୁମାଲ ଆଦି ମଧ୍ୟ ମୁହଁରେ ପିନ୍ଧା ଯାଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ (ପୂର୍ବ) ଜିଲା...
ଦାଦା ଆକ୍ରମଣରେ ପୁତୁରା ଗୁରୁତର
ରେମୁଣା, ୧୫ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶେରଗଡ଼ ପଞ୍ଚାୟତ ଖନ୍ତାପଡା ଥାନା ଅଧୀନ ପଞ୍ଚଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ପାରିବାରିକ ଓ ଜମିବାଡ଼ି ବିବାଦରୁ ରାଜେନ୍ଦ୍ର କୁମାର ଦାସ ତାଙ୍କ ଦାଦା ରାମଚନ୍ଦ୍ରଙ୍କୁ ଏକ କଟୁରିରେ ହାଣି...
ରକ୍ତଦାନ ଶିବିର, ୨୨ ୟୁନିଟ୍ ସଂଗୃହୀତ
ବାଲେଶ୍ୱର ଅଫିସ,୧୫।୪-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ନୂଆପୁର ପଞ୍ଚାୟତର ବାତ୍ୟା ଅଶ୍ରୟସ୍ଥଳୀଠାରେ ମଙ୍ଗଳବାର ଆଚ୍ଛା ସଙ୍ଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଆସିଷ୍ଟାଣ୍ଟ ମେଡ଼ିକାଲ କୋଡ଼ିନେଟର ଅନ୍ତର୍ଯ୍ୟାମୀ ବେହେରାଙ୍କ ତତ୍ତ୍ୱାବଧାନ ଓ ନୂଆପୁର ପଞ୍ଚାୟତର...
କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ
ବାଲେଶ୍ୱର ଅଫିସ, ୧୫।୪-କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ନେଇ ସମଗ୍ର ବାଲେଶ୍ୱର ସହରରେ ଜିଲା ପ୍ରଶାସନ ପକ୍ଷରୁ ତାଲା ବନ୍ଦ ଘୋଷଣା କରଯାଇଥିବାରୁ ସହରର ଗରିବ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଗରିବ ଲୋକଙ୍କ ଦୁର୍ଦ୍ଦିନ ସମୟରେ ସେମାନଙ୍କୁ ସାହା ହେବା...
୨୧ ଅମାନିଆଙ୍କୁ ଆର୍ଥିକ ଦଣ୍ଡ
ସୋର,୧୫ା୪(ଡି.ଏନ.ଏ.)-ମହାମାରୀ କରୋନା କୋଭିଡ଼-୧୯କୁ ରୋକିବା ପାଇଁ ସମଗ୍ର ଦେଶ ତଥା ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ ବେଳେ କେତେକ ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସୁଦ୍ଧା ୨୧ଜଣଙ୍କଠାରୁ ୪ହଜାର ୨ଶହ ଟଙ୍କା ଆଦାୟ କରାଯାଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ...
ରନ୍ଧା ଖାଦ୍ୟ, ମାସ୍କ ବଣ୍ଟନ
ବାଲେଶ୍ୱର ଅଫିସ, ୧୫।୪-ବାଲେଶ୍ୱର ଟାଉନ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ସହର ତଥା ବିଭିନ୍ନ ପଞ୍ଚାୟତରେ ଅସହାୟ ଓ ଗରିବ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରିବା ସହ ବିଭିନ୍ନ ସ୍ଥାନରେ ମାସ୍କ ବଣ୍ଟନ...
ଗୀତ ଗାଇ ସଚେତନ କରାଇଲେ ବିଡିଓ
ଖଇରା, ୧୫।୪(ଡି.ଏନ.ଏ.)-ଲକ୍ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମେ ସେ ଗାଁ ଗହଳିରୁ ମଦ ଜବତ କରିବା ସହ ହାଟରେ ସାମାଜିକ...
Archives


