ଆମ ଜିଲା ଖବର

ଜଳଭଣ୍ଡାର ପାର ହୋଇ ରାଶନ ବାଣ୍ଟିଲା ପ୍ରଶାସନ

ପାତ୍ରପୁର:୧୫ା୪(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକର ଦୁର୍ଗମ ଆଙ୍କୁଲି ପଞ୍ଚାୟତର କିଛି ଗ୍ରାମରେ ବ୍ଲକ ପ୍ରଶାସନ ପହଞ୍ଚତ୍ ରାଶନ ସାମଗ୍ରୀ ବଣ୍ଟନ କରିବା ସହ କରୋନା ଭୂତାଣୁରୁ କେମିତି ରକ୍ଷା ପାଇବ ସେନେଇ ସଚେତନ କରିଛି ା ବିଡ଼ିଓ ପ୍ରକାଶ ଚନ୍ଦ୍ର ଦାସ,...

ସରକାରୀ ନିର୍ଦ୍ଦେଶ ପାଳନ ନେଇ ଆଶଙ୍କା

ରାଉରକେଲା ଅଫିସ,୧୫ା୪: ଛାତ୍ରୀଛାତ୍ରୀଙ୍କ ଘରେ ବହି ପହଞ୍ଚାଇବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ଗତ ୧୪ରେ ସୁନ୍ଦରଗଡ ଜିଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ...

ବ୍ୟବସ୍ଥା ନ କରି କେବଳ ମିଛ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରାଯାଉଛି। ଏଣୁ ଏଠାରେ ରୋଗୀ ସେବା ବନ୍ଦ କରି ଦିଆଯାଇଛି। ଅଇଁଠାପାଲି ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ପ୍ରଦାନ

ସମ୍ବଲପୁର, ୧୫।୪ (ବ୍ୟୁରୋ): କରୋନା ମୁକାବିଲା ଲାଗି ପ୍ରତ୍ୟେକ ସ୍ତରରେ ଉଦ୍ୟମ ଜାରି ରହିଛି । ସମ୍ବଲପୁର ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।...

କୋଭିଡ ମେଡିକାଲ ନିର୍ମାଣକୁ ବିରୋଧ କରି ରୁଜୁ ମାମଲା ଖାରଜ

ସମ୍ବଲପୁର, ୧୫।୪ (ବ୍ୟୁରୋ)- ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ- ୧୯ ମେଡିକାଲ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ମିଶନ ଭିମ୍‌ସାର ତରଫରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାକୁ ବିଚାର କରି ବୁଧବାର...

ବିଶୋଧନ ହେଲା ସୋରଡାର ବିଭିନ୍ନ ଅଞ୍ଚଳ

ସୋରଡା,୧୫ା୪(ଡି.ଏନ୍‌.ଏ.)- ସୋରଡା ସହରର ସମସ୍ତ ସାହିକୁ ବୁଧବାର ଅପରାହ୍ନରେ ଏନ୍‌ଏସି ତରଫରୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଗନିଛକ, ବଡଦାଣ୍ଡ, ଆଡପମଣ୍ଡପ, ସରୁଆସାହି, କେଉଟସାହି, ବାଙ୍କବଜାରରେ ଦମକଳ ଗାଡି ବୁଲି ବିଶୋଧନ କରିଛି। ସାମାଜିକ ଦୂରତା ବଜାୟ ରଖିବାକୁ...

ମାସ୍କ, ସାନିଟାଇଜର୍‌ ଦେଇ ସଚେତନ କଲେ ଯବାନ

ଚନ୍ଦ୍ରପୁର,୧୫ା୪: ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ଡାଙ୍ଗସୋରଡ଼ାସ୍ଥିତ ସିଆର୍‌ପିଏଫ୍‌ ୮ମ ବାଟାଲିୟନ୍‌ ପକ୍ଷରୁ ବିଭିନ୍ନ ଗ୍ରାମରେ କରୋନାରୁ ସୁରକ୍ଷା ପାଇଁ ସଚେତନ କରିବା ସହ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାନିଟାଇଜର୍‌, ଡେଟଲ୍‌, ସାବୁନ୍‌ ଓ ସର୍ଫ ପ୍ରଦାନ କରାଯାଇଛି।...

କୁଟୁରା ମାଂସ ସହ ବନ୍ଧୁକ ଜବତ, ୨ ଗିରଫ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଶିକାର କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆଠମଲ୍ଲିକ ଥାନା ଦୁଧିଆନାଳୀ ଗ୍ରାମର ନରେନ୍ଦ୍ର ମୁଣ୍ଡା(୪୨) ଓ ଖମ୍ବେଶ୍ୱରପାଲି...

ସମ୍ପୂର୍ଣ୍ଣ ବିଶୋଧନ ହେଲା ଚୌଦ୍ୱାର ଜେଲ୍‌

ଚୌଦ୍ୱାର,୧୫।୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣୁ ଜନୀତ ରୋଗରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଆଜି ଉଦ୍‌ବେଗ ଜନିତ ସ୍ଥିତିରେ ଗତିକରୁଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରା୍ଯଯ ସରକାର ପର୍ଯ୍ୟନ୍ତ ଭୁତାଣୁ ରୋକିବା ଦିଗରେ ସଚେତନାହଁି ଏକମାତ୍ର ବିକଳ୍ପ...

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା, ସିଙ୍ଗାପଦା, ଗୋରଡି ତୋଟା, ଲତାହରଣ, ନାଶିକେଶ୍ୱର ଆଦି ଅଞ୍ଚଳରେ ହଜାର ହଜାର ଚାଷୀ...

କଙ୍କାଳ ବେଶରେ କରୋନା ସଚେତନତା

ପାଲଲହଡ଼ା, ୧୫ା୪(ଡି.ଏନ.ଏ.)- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। କଙ୍କାଳ ପୋଷାକ ପିନ୍ଧି କରୋନା ରୋଗ କେତେ ଭୟଙ୍କର ସେ...

କେସିଙ୍ଗା ଏନ୍‌ଏସିରେ ଶୁଖିଲା ଖାଦ୍ୟ ବଣ୍ଟନ କଲା ମାନବ ସେବା ଟ୍ରଷ୍ଟ

କେସିଙ୍ଗା,୧୫।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୬ ନଂ. ୱାର୍ଡରେ ମାନବ ସେବା ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ବୁଧବାର ବଣ୍ଟନ କରାଯାଇଛି। ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ୍‌ରେ ଥିବାବେଳେ ସହରର ସାହି ବସ୍ତିରେ ରହୁଥିବା ଗରିବ ତଥା ଶ୍ରମିକଶ୍ରେଣୀୟ ଲୋକେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri