ସାମାଜିକ ଦୂରତ୍ୱ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଅସମ୍ଭବ ଭିଡ଼
ବୁଗୁଡ଼ା,୧୬ା୪(ଡି.ଏନ୍.ଏ.): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ ଅମାନିଆ ଏହାକୁ ମାନୁନାହାନ୍ତି। ଏଥିପାଇଁ ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସ୍ଥାନୀୟ...
କରୋନା କଟକଣାକୁ ନିରାକାରପୁର ଅଞ୍ଚଳବାସୀଙ୍କ ବେଖାତିର: ଦୋକାନ ଦିନରେ ତାଲା, ରାତିରେ ଖୋଲା; ଚା’ ଖଟିରେ ଜମୁଛି ଆସର
ନିରାକାରପୁର,୧୬।୪(ଡି.ଏନ୍.ଏ.): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ସ୍ଥିତି ଜାରି ରହିଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ହେଲେ ଖୋର୍ଦ୍ଧା...
କୋଇଲା କ୍ଷେତ୍ରରେ ଏମସିଏଲ୍ର ସାନିଟାଇଜେସନ୍ କାର୍ଯ୍ୟ
ସମ୍ବଲପୁର, ୧୬।୪ (ବ୍ୟୁରୋ): କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କ୍ରମରେ କୋଭିଡ- ୧୯କୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଓଡିଶାର ବିଭିନ୍ନ କୋଇଲା କ୍ଷେତ୍ରର ଆବାସିକ କଲୋନୀ ଓ...
ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢିଲା କଣ୍ଟେନମେଣ୍ଟ
ସୁନ୍ଦରଗଡ଼, ୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ପରିସ୍ଥିତିକୁ ଆଖି ଆଗରେ ରଖି ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି ପଦକ୍ଷେପ ନେଇଛନ୍ତି। ବିଶ୍ରାରେ ୨ ଜଣଙ୍କଠାରେ କରୋନା ପଜିଟିଭ...
ଆନ୍ଧ୍ରରୁ ରେଳ ଲାଇନ୍ରେ ଚାଲି ଚାଲି ଗାଁକୁ ଫେରିଲେ ୪ ଦାଦନ ଶ୍ରମିକ
କଣ୍ଟାବାଞ୍ଜି, ୧୬।୪(ଡି.ଏନ.ଏ.)- କରୋନା ମହାମାରର ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ ଡାଉନ ରହିଛି। ଏଣୁ ଟ୍ରେନ୍ ସହ ଯାନବାହାନ ବନ୍ଦ ରହିଛି। ହେଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ୍ ତଥା କଣ୍ଟାବାଞ୍ଜି ଥାନା ଅଧୀନ ହିଆଁଲ ପଞ୍ଚାୟତ...
ରାଶନ ସାମଗ୍ରୀ ବାଣ୍ଟିଲେ ଡିଆର୍ଡିଏ ପିଡି, ବିଧାୟକ
ଛତ୍ରପୁର,୧୬ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ପ୍ରଶାସନର ଜିଲା କୋଭିଡ୍ ସେଲ ପକ୍ଷରୁ ସିଭିଲ୍ ସୋସାଇଟି, ଏନ୍ଜିଓ ଓ ବଦାନ୍ୟ ବ୍ୟକ୍ତିଙ୍କ ଦାନ ତଥା ସହଯୋଗରେ ଗୁରୁବାର ମିଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଛତ୍ରପୁର ଏନ୍ଏସି ୧୪ନମ୍ବର ଓ୍ବାର୍ଡରେ ଘରଘରକୁ ଯାଇ...
ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ
ଠାକୁରମୁଣ୍ଡା,୧୬ା୪(ଡି.ଏନ୍.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ ୨୦/୩୦ ଜଣ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ପୋଲିସ...
ବାମରାରେ ସାନିଟାଇଜ ଜାରି
ବାମରା, ୧୬।୪ (ଡି.ଏନ.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଚାରିଆଡେ ସାନିଟାଇଜ ପ୍ରକ୍ରିୟା ଜାରି ରହଛି। ଏହିକ୍ରମରେ ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଓ କେଶାଇବାହାଲଠାରେ ମଧ୍ୟ ସାନିଟାଇଜ ଚାଲିଛି। ବାମରା ଅଗ୍ନିଶମ ବିଭାଗ...
ଅର୍ଥପାଇଁ ସଂକ୍ରମଣକୁ ଭୟନାହିଁ: କଣ୍ଟାପଡ଼ାର ବିଭିନ୍ନ ବ୍ୟାଙ୍କରେ ସାମାଜିକ ଦୂରତ୍ୱକୁ ଫୁ’
କଣ୍ଟାପଡା, ୧୬।୪(ଡି.ଏନ୍.ଏ.): ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ କେନ୍ଦ୍ର ସରକାର ଟଙ୍କା ପଠାଇଥିବା ଖବର ପ୍ରକାଶ ପାଇବା ପରେ କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କରେ ଭିଡ ପରିଲକ୍ଷିତ ହୋଇଛି। ବୁଧବାର ବ୍ୟାଙ୍କରେ ବ୍ୟାଙ୍କ ଖାତା ଚେକ କରିବାପାଇଁ ଭିଡ...
ଜି.ଉଦୟଗିରି ବ୍ଲକରେ ୪୦୦ ଅସହାୟଙ୍କୁ ରନ୍ଧା ଖାଦ୍ୟ, ୧୬୫ ପ୍ରବାସୀ ଶ୍ରମିକଙ୍କୁ ସାମଗ୍ରୀ ଯୋଗାଉଛି ପ୍ରଶାସନ
ଜି.ଉଦୟଗିରି, ୧୬।୪ (ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏଥିଯୋଗୁ ଗରୀବ, ଅସହାୟ, ଓ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।...
ଜୟପୁରରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି: ସାମାଜିକ ଦୂରତା ବଜାୟ ରଖିବାକୁ ଦେଲେ ପରାମର୍ଶ
ଜୟପୁର,୧୬ା୪(ଡି.ଏନ୍.ଏ.): ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସାଫିନ୍ ଅହମ୍ମଦ ଏବଂ କୋରାପୁଟ ଏସ୍ପି ମୁକେଶ କୁମାର ଭାମୋ ଜୟପୁର, କୋରାପୁଟ ସହର ବୁଲି ସମୀକ୍ଷା କରିଛନ୍ତି। ଜିଲାରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖୁଛନ୍ତି। ମାତ୍ର ଏହାକୁ କଡାକଡ଼ି ପାଳନ କରିବାକୁ...
ଭୁବନେଶ୍ୱର ଯାଇଥିବା ଅଧିକାରୀଙ୍କୁ ଖୋଜୁଛି ଗଞ୍ଜାମ ଜିଲା ପ୍ରଶାସନ: ଚିହ୍ନଟ ପରେ କ୍ୱାରାଣ୍ଟାଇନ୍ରେ ରହିବେ,ଜଣଙ୍କୁ ଜିଲାପାଳଙ୍କ କାରଣ ଦର୍ଶାଅ ନୋଟିସ
ଛତ୍ରପୁର,୧୬।୪(ଡି.ଏନ୍.ଏ.)- ରାଜ୍ୟରେ ରାଜଧାନୀ ଭୁବନେଶ୍ୱର କରୋନା ହଟ୍ସ୍ପଟ୍ ସହର ପାଲଟିଛି। ଇତି ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ମାତ୍ରାଧିକ ଏଠାରୁ ହୋଇଥିବାରୁ ଏବେ ଭୁବନେଶ୍ୱରରୁ ବିଭିନ୍ନ ଅଞ୍ଚଳକୁ ଫେରୁଥିବା ବ୍ୟକ୍ତିମାନଙ୍କ ଉପରେ ଅନ୍ୟ ଜିଲା ପ୍ରଶାସନ ନଜର ରଖୁଛି।...
Archives


