ଆମ ଜିଲା ଖବର

ବିପଜ୍ଜନକ ସ୍ଥିତିରେ ନାଟମଣ୍ଡପ, ଜଗମୋହନ

କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍‌ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର...

ନକଲି ଆର୍ମି ଅଫିସର ଗିରଫ

ପୁରୀ,୧୭ା୮(ଅଜିତ ମହାନ୍ତି)ପୁରୀ ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ ମଙ୍ଗଳବାର ଜଣେ ନକଲି ଆର୍ମି ଅଫିସରଙ୍କୁ ପୋଲିସ ଗିରଫ କରିଛି। ସେ ଆର୍ମି ପାରା କମାଣ୍ଡୋ ବେଶରେ ସମାରୋହ ସ୍ଥଳକୁ ଆସିଥିଲେ। ଗିରଫ ହୋଇଥିବା...

ଅଡିଓ କ୍ଲିପ୍‌ ଭାଇରାଲ: ଏତଲା ଦେଲେ ପରିବାର ଲୋକେ

ମାହାଙ୍ଗା, ୧୭ା୮ (ଯଯାତି ସିଂହ)କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨ ମାସ ପରେ ଏକ ଅଡିଓ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁ ଅଡିଓରେ ନାବାଳିକାଙ୍କ...

ସାପଚୋରି ର଼୍ୟାକେଟ୍‌ ଠାବ

ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ...

ଅସରାଏ ବର୍ଷାରେ ବୁଡ଼ିଲା ଡାକ୍ତରଖାନା ପରିସର

ମୋରଡ଼ା,୧୬ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ମୁଖ୍ୟ ଡାକ୍ତରଖାନା ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଅସରାଏ ବର୍ଷା ହେଲେ ଉକ୍ତ ଡାକ୍ତରଖାନାର ଅବସ୍ଥା ବିଗିଡ଼ି ଯାଉଛି। ରୋଗୀମାନେ ଚିକିତ୍ସିତ ହେବା ପାଇଁ ଡାକ୍ତରଖାନାକୁ ଯାଉଥିବା...

ବଜ୍ରପାତ ନେଲା ୮ ଜୀବନ

ରୂପସା(ବାଞ୍ଛାନିଧି ଦେ)/ବସ୍ତା(ହରିଶଙ୍କର ପାଢୀ)/ତିହିଡ଼ି/ଚାନ୍ଦବାଲି(ସଞ୍ଜିତ୍‌ ବଳ/କିଶାନ ପାତ୍ର/ଅଶୋକ ପଣ୍ଡା)/ବୈଶିଙ୍ଗା( ରତନ ଦାଶ), ୧୬ା୮- ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାରେ ବୁଧବାର ବଜ୍ରପାତ ହୋଇ ୮ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲାରେ ୪, ଭଦ୍ରକରେ ୩ ଓ ମୟୂରଭଞ୍ଜ ଜିଲାରେ...

କୋର୍ଟଙ୍କ ନିର୍ଦ୍ଦେଶରେ ମାଟିରେ ମିଶିଲା ଜବରଦଖଲକାରୀଙ୍କ ଘର

ନିରାକାରପୁର,୧୬ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଜମି ଅବରୋଧ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ତହସିଲ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଗୟାବନ୍ଧ ଗ୍ରାମର ମହେନ୍ଦ୍ର ଭୁଜବଳ...

ବସ୍‌ରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ବାଇକ୍‌ରେ ମୃତଦେହ ନେଲେ ସମ୍ପର୍କୀୟ

କୋକସରା,୧୬ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦାଦନ ଖଟିବାକୁ ହାଇଦ୍ରାବାଦକୁ ଦୁଇ ମାସ ତଳେ ଯାଇଥିଲେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ କାଦୋପଦର ଗାଁର ଯୁବକ ଗିରିଧାରୀ ବାଗ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ହାଇଦ୍ରାବାଦରୁ ମଙ୍ଗଳବାର ଦୁଇ ଜଣ...

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବୃଦ୍ଧ

ପୋଲସରା,୧୬ା୮(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ବିରିପୁର ଗ୍ରାମ ବାଘୁଆ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିରିପୁର ଗ୍ରାମର ହରିହର ପାତ୍ର (୮୦)। ସେ ବୁଧବାର ସନ୍ଧ୍ୟାରେ...

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ଜୀବନ ଗଲା

ବାଲିଗୁଡ଼ା,୧୬ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହିଠାରେ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବାଲିଗୁଡ଼ା ନୂଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥିବା ଦେବରାଜ ବାଗ...

ପୁଅ ଉପରକୁ ଗରମ ଡାଲି ଫିଙ୍ଗିଲେ ମା’

ଆନନ୍ଦପୁର,୧୬ା୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା କଇନିପୁରା ଗ୍ରାମରେ ଘରୋଇ ହିଂସାର କରୁଣପରିଣତି ନଜରକୁ ଆସିଛି। ନିର୍ଯାତନା ସହି ନ ପାରି ସାବତ ମା’ ପୁଅ ଉପରକୁ ଗରମ ଡାଲି ଫିଙ୍ଗିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଗରମ ଡାଲି...

କୋଣାର୍କ ସୂତାକଳରେ ନୂତନ ଏମ୍‌ଡି ନିଯୁକ୍ତି ଓ ରୂପାନ୍ତରୀକରଣ ନେଇ ଦାବିପତ୍ର

କେସିଙ୍ଗା,୧୬ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କୋଣାର୍କ ସୂତାକଳରେ ନୂତନ ପରିଚାଳକ ନିର୍ଦ୍ଦେଶକଙ୍କ ନିଯୁକ୍ତି ଓ ସୂତାକଳକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସଭା ଏମ୍‌ପି ସୁଜିତ କୁମାର ଓ ଜିଲାପାଳଙ୍କୁ କୋଣାର୍କ ସୂତାକଳର କର୍ମଚାରୀ ଓ ଶ୍ରମିକ ସଂଘର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri