ଆମ ଜିଲା ଖବର

ପୁଣି ଜଙ୍ଗଲରେ ନିଆଁ

ନିରାକାରପୁର,୨୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବାନାଚ ଅଧୀନରେ ଥିବା ଜଙ୍ଗରେ ବୁଧବାର ନିଆଁ ଲାଗିଯାଇଛି। ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଆତ୍ମସମର୍ପଣ କଲେ ୨ ମାଓବାଦୀ

ରାୟଗଡ଼ା ଅଫିସ,୨୪।୩: ରାୟଗଡ଼ା ପୋଲିସ ନିକଟରେ ବୁଧବାର ୨ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ନିର୍ଯାତନା, ଯୌନ ଶୋଷଣ ଅତ୍ୟାଚାର ବଢ଼ୁଥିବାରୁ ଏହି ଦୁଇ ମାଓବାଦୀ ସଂଗଠନ ଛାଡ଼ି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି…

ବାହାର ରାଜ୍ୟରୁ ଆସିଲେ ହୋମ୍‌ ଆଇସୋଲେଶନ ବାଧ୍ୟତାମୂଳକ

ମାଲକାନଗିରି,୨୪।୩(ଡି.ଏନ୍‌.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍‌ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲାପାଳ ଡଃ.ଓ୍ବାଇ.…

୨ କିମି ଚାଲିଚାଲି ଲୋକଙ୍କୁ ବୁଝାଇଲେ ଖୋର୍ଦ୍ଧା ଜିଲାପାଳ, କହିଲେ ବାହାରୁ ଆସିଲେ ଆରଟିପିସିଆର ଜରୁରୀ

ଖୋର୍ଦ୍ଧା ଅଫିସ,୨୪।୩: ରାଜ୍ୟରେ କରୋନା ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ନେଇ ରାଜ୍ୟ ସରକାର କୋଭିଡ କଟକଣାକୁ କଡାକଡି କରୁଛନ୍ତି। ବୁଧବାର ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ ନିୟନ୍ତ୍ରଣ ଲାଗି ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ସନତ…

ଜୀବନ ବଞ୍ଚାଇବା ପାଇଁ ଗାଁ ଭିତରକୁ ପଶି ଆସିଥିଲା ହରିଣ: ମିଳିଲା ମୃତଦେହ

ଠାକୁରମୁଣ୍ଡା,୨୪।୩(ଡି.ଏନ୍‌.ଏ.): ଜଙ୍ଗଲରେ ନିଆଁ ଲାଗିବାରୁ ଜୀବଜନ୍ତୁ ଗାଁ ମୁହାଁ ହେଉଛନ୍ତି। କେନ୍ଦୁଝର ଜିଲା ଅନନ୍ଦପୁର ବ୍ଲକ ପଣସଡ଼ିହା ପଞ୍ଚାୟତର ଜଞ୍ଜାଳି ଗ୍ରାମକୁ ଏକ ହରିଣ ପଶି ଆସିଥିଲା। ହରିଣଟିର ପାଦରେ କ୍ଷତ ଲାଗିଥିଲା। ତେବେ ତାହାର ମୃତ୍ୟୁ ଘଟିଛି। ଖବରପାଇ ପଣସଡ଼ିହା…

ଶିକ୍ଷା ସହାୟକଙ୍କୁ ନିୟମିତ ଦାବିରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ, ୨୪।୩: ରାଜ୍ୟର ସମସ୍ତ ଯୋଗ୍ୟ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ପାଇଁ ଜିଲା ଶିକ୍ଷାଧିକାରୀ, ପ୍ରକଳ୍ପ ସଂଯୋଜକ ଓ ଜିଲାପାଳମାନଙ୍କୁ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ପ୍ରାଧିକରଣଙ୍କ ତରଫରୁ ନିର୍ଦ୍ଦେଶନାମାବଳୀ ଆସିଛି । ଏ ନେଇ ଜିଲା ଅଧିକାରୀ ଓ…

ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି:୨୪।୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ ଏକ ଅଜଣା ଗାଡ଼ି ଧକ୍କାରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗରବନ୍ଧା ଥାନା ଅନ୍ତର୍ଗତ ଶାସନପୁରୁ ଗ୍ରାମର ନାରାୟଣ ରାଓ। ପ୍ରକାଶ ଯେ, ନାରାୟଣ…

ବେଆଇନ ଗୋଚାଲାଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ମୁହାଁମୁହିଁ, ୨ କଣ୍ଟେନର ଜବତ

ଭଦ୍ରକ ଅଫିସ, ୨୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ-ରାଣୀତାଲ ନିକଟରେ ବୁଧବାର ବେଆଇନ ଗୋଚାଳଣକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି। ଏସ୍କାର୍ଟ ପାର୍ଟିଙ୍କ ଆକ୍ରମଣରେ ୩ ଜଣ ଗୋରକ୍ଷକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୧୬…

ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ

ଖୋର୍ଦ୍ଧା ଅଫିସ,୨୪ା୩: ଖୋର୍ଦ୍ଧା ଜିଲାରେ ଚଳିତ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ହୋଇଛି। ଶତାଧିକ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। ନକଲିି ଚାଷୀଙ୍କଠାରୁ ଶତାଧିକ କୁଇଣ୍ଟାଲ ଧାନ କିଣାଯାଇଛି। ଧାନକିଣା ଦୁର୍ନୀତିରେ…

ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ

କଟକ ଅଫିସ, ୨୪ା୩: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ପାଳନ ଅବସରରେ କଟକ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ରେଳଷ୍ଟେଶନଠାରେ ବିଶିଷ୍ଟ ଅତିଥିମାନେ ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ…

ଶ୍ରୀମନ୍ଦିରରେ କଡ଼ାକଡ଼ି ହେବ କୋଭିଡ୍‌ କଟକଣା

ପୁରୀ ଅଫିସ,୨୪।୩: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ଲାଗୁ କରାଯିବ। ମାସ୍କ, ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଧ୍ୟାନ ଦେବ ପ୍ରଶାସନ। ଶ୍ରୀମନ୍ଦିର…

ମଧ୍ୟପ୍ରଦେଶ ଅଭିମୁଖେ ବାଘୁଣୀ ସୁନ୍ଦରୀ

ବନ୍ତଳା,୨୪ା୩(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ରାଇଗୁଡ଼ା ଏନ୍‌କ୍ଲୋଜର ମଧ୍ୟରେ ୨୦୧୮ ନଭେମ୍ବର ୬ରୁ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଙ୍ଗଳବାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯାଉଛି। ଟ୍ରାଙ୍କୁଲାଇଜ୍‌ ଦ୍ୱାରା ନିସ୍ତେଜ କରାଯିବା ପରେ କାହ୍ନାରୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?