ଆମ ଜିଲା ଖବର

ରଥଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଲା

ପୁରୀ ଅଫିସ,୩।୫: କରୋନା କଟକଣା ଭିତରେ କେମିତି ହେବ ରଥଯାତ୍ରା? ଏବର୍ଷ ବଡ଼ଦାଣ୍ଡରେ କାଳିଆ ସାଆନ୍ତଙ୍କ ରଥ ଗଡ଼ିବ ନା ରୁକୁଣା ରଥ ପରି ବନ୍ଦ ହୋଇଯିବ? ମହାମାରୀ କରୋନାର ଭୟାବହତାକୁ ଦେଖି ଗତ କିଛିଦିନ ହେଲା ରଥଯାତ୍ରାକୁ ନେଇ...

ବିନା ସୂଚନାରେ ସୁରଟରୁ ଫେରିଥିଲେ, କ୍ୱାରାଣ୍ଟାଇନ୍‌ରେ ରଖିଲା ପ୍ରଶାସନ

ଭଦ୍ରକ ଅଫିସ,୩।୫: ସୁରଟରୁ ଭଦ୍ରକ ଜିଲା ପ୍ରଶାସନର ବିନା ସୂଚନାରେ ଆସିଥିବା ୮ ଜଣଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହି ବ୍ୟକ୍ତିମାନେ ସୁରଟରୁ ଗଞ୍ଜାମକୁ ଆସୁଥିବା ଏକ ବସ୍‌ରେ ଆସିଥିଲେ। ପରେ ଗଞ୍ଜାମରୁ ଏକ ବସ୍‌ ଯୋଗେ ଭଦ୍ରକ...

ଗଞ୍ଜାମ ଛୁଇଁଲା କରୋନା: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ଭୁବନେଶ୍ୱର,୩।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି। ଆକ୍ରାନ୍ତ ୩ ଜଣ ଙ୍କ  ମଧ୍ୟରୁ  ଦୁଇ ଜଣ ଗଞ୍ଜାମ ଜିଲାର ଏବଂ ଜଣେ ଝାରସୁଗୁଡା...

ସୀମାରେ ଅଟକିଲେ ଘରମୁହଁ। ଶ୍ରମିକ

ପାଟଣା, ୩।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଟଭାସରୁଆ ନିକଟ ସୀମାନ୍ତରେ ଶୁକ୍ରବାର ସାରେ ପଶ୍ଚିମବଙ୍ଗର ୯ଜଣ ଶ୍ରମିକ ଆସି ପହଞ୍ଚିଛନ୍ତି। ଏମାନେ ଯାଜପୁର ଜିଲା ଡୁବୁରୀରୁ ସାଇକେଲରେ ଆସିଛନ୍ତି। ଶ୍ରମିକମାନେ ୩୨୦...

ଚାଉଳ ମିଳିଲା, ଡାଲି ନାହିଁ

ବନ୍ତ,୩।୫(ଡି.ଏନ୍‌.ଏ.) : କରୋନା୍‌ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଶନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି...

ଶ୍ରମିକ ଦିବସ ପାଳିଲା ବିଦ୍ୟୁତ୍‌ କର୍ମଚାରୀ ସଂଘ

ବାରିପଦା ଅଫିସ, ୩ା୫- ନେସ୍କୋ ପାୱାର ଏମ୍ପ୍ଲଇଜ ୟୁନିୟନ ବାରିପଦା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ହେତୁ ସରକାରଙ୍କ ସମସ୍ତ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା, ମାସ୍କ ଏବଂ ଗ୍ଲୋଭସ...

ଜରିମାନା ଆଦାୟକୁ ବିରୋଧ: ଦୋକାନ ବନ୍ଦ କଲେ ବ୍ୟବସାୟୀ

ଉଦଳା,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବଜାରରେ ପୋଲିସ୍‌ର ଚେକିଂ ଏବଂ ଜରିମାନା ଆଦାୟକୁ ସ୍ଥାନୀୟ ବଣିକ ସଂଘ ବିରୋଧ କରିଛି। ଏନେଇ ଶନିବାର ପୋଲିସ୍‌ ଏବଂ ବଣିକ ସଂଘ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ...

ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଖଇରା, ୩।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସରେ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସଭାପତି ମୁକ୍ତିକାନ୍ତ ପଣ୍ଡା, ସମ୍ପାଦକ ହରେକୃଷ୍ଣ ଓଝାଙ୍କ...

ହାତପାଣ୍ଠିରୁ ସଦର ବିଧାୟକ ଦେଲେ ୫୦ ଲକ୍ଷ

ବାଲେଶ୍ୱର ଅଫିସ, ୩।୫-ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ହାତପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଧାୟକ ଏହି ଅନୁଦାନ ଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ବିଧାୟକ ଦତ୍ତ ଏହା ପୂର୍ବରୁ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଏମସ୍‌ର କେନ୍ଦ୍ରୀୟ ଟିମ୍‌: ୧୬୫ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ବାହାନଗା,୩ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଗ୍ରାମର ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଭୁବନେଶ୍ୱରସ୍ଥିତ ଏମସ୍‌ର କେନ୍ଦ୍ରୀୟ ଟିମ୍‌ ତଦନ୍ତ ପାଇଁ ପହଞ୍ଚିଥିଲେ। ଏହି ୩ଜଣିଆ କେନ୍ଦ୍ରୀୟ ଟିମ୍‌ ସହିତ ବିଡିଓ ରଘୁନାଥ ମହାପାତ୍ର ଉପସ୍ଥିତ ରହି କରୋନା ସଂକ୍ରମିତଙ୍କ ଘରକୁ...

ଆର୍ଥିକ ଅନଟନରେ ବାରିକ ପରିବାର

ସିନାପାଲି,୩ା୫(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କୌଣସି ସେଲୁନ ଓ ବିଉଟି ପାର୍ଲର ଖୋଲିବା ନାହିଁ ବୋଲି ସରକାର ଘୋଷଣା କରିଛନ୍ତି ା ଏଥିପାଇଁ ଗତ ଦେଢ଼ ମାସ ହେବ ସେଲୁନଗୁଡିକ ବନ୍ଦ ରହିଛି ା ଫଳରେ ଏହି ବେଉସାକୁ...

ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.) ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ସଦର ମହକୁମାର ମହେନ୍ଦ୍ର ତ୍ରିପାଠୀ ୨୬ ଏପ୍ରିଲ ୨୦୧୯ରେ ବଲାଙ୍ଗୀର ଜିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri