୧୦୦ ଫୁଟ ଧସିଲା ପଥର ପ୍ୟାକିଂ
ଆରଡ଼ି,୨୧ା୮(ଡି.ଏନ୍.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କଠାରେ ୨୦ନଂ. ଜାତୀୟ ରାଜପଥର ବୈତରଣୀ ନଦୀର କୟଁାଗୋଲା ସେତୁ ପାର୍ଶ୍ୱ ରାସ୍ତାରେ ନିର୍ମାଣାଧୀନ ପଥର ପ୍ୟାକିଂ ଗୁରୁବାର ପ୍ରାୟ ୧୦୦ ଫୁଟ ଧସିଯାଇଛି । ପୂର୍ବରୁ ଏଠାରେ…
ଓଳଗ ପଞ୍ଚାୟତ ଶଟ୍ ଡାଉନ
ଆରଡ଼ି,୨୧ା୮(ଡି.ଏନ୍.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତକୁ ସରପଞ୍ଚ ଅନୁସୟା ସେଠୀ ୫ ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏହି ଶଟ୍ ଡାଉନ ଗୁରୁବାର ରାତି ୧୨ଟାରୁ ମଙ୍ଗଳବାର ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିସହିତ…
କପାଳୀ ସେତୁ ରାସ୍ତା ଧସିଲା
ବନ୍ତ,୨୧।୮(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ପଥର ଟିଲୋ କପାଳୀ ସେତୁ ମୁଣ୍ଡ ରାସ୍ତା ଗୁରବାର ଧସି ଯାଇଛି ା ଉଲ୍ଲେଖଯୋଗ୍ୟ ଯେ, ୨ ବର୍ଷ ତଳେ ଏହି ସେତୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨ ମାସ…
ଗୋପବନ୍ଧୁ ନଗର ବ୍ଲକରେ ୨୦ ପଜିଟିଭ୍ ଚିହ୍ନଟ
କୁଆମରା,୨୧।୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପ୍ରଶାସନ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି। ଜିଲାର ପ୍ରତି ବ୍ଲକରେ ପ୍ରତ୍ୟେହ ୩ଶହ ନମୁନା ପରୀକ୍ଷା ପାଇଁ ସରକାରଙ୍କ ତରଫରୁ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାରିପଦା ଅଫିସ,୨୧ା୮-କେନ୍ଦ୍ର ସରକାରଙ୍କ ଜନବିରୋଧି କାର୍ଯ୍ୟକ୍ରମକୁ ବିରୋଧ କରି ମୟୂରଭଞ୍ଜ ଜିଲା କମ୍ୟୁନିଷ୍ଟ ପାର୍ଟି(ମାକର୍ସବାଦୀ) ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୋଭିଡ୍-୧୯ ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରିବା ପରିବର୍ତ୍ତେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ…
ବିର୍ଲା ଟାୟାର୍ସ ସମ୍ମୁଖରେ ଧାରଣା ଦେଲେ ଶ୍ରମିକଙ୍କ ପରିବାର
ବାଲେଶ୍ୱର ଅଫିସ, ୨୧।୮-ବକେୟା ଦରମା ଏବଂ ନିୟମିତ କାମ ଦାବିରେ ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ସରସ୍ବତୀପୁରସ୍ଥିତ ବିର୍ଲା ଟାୟାର୍ସ ଫାଟକ ସମ୍ମୁଖରେ ୧୫୦୦ ଶ୍ରମିକଙ୍କ ପରିବାର ଲୋକେ ଗତ ୧୮ ତାରିଖ ରାତିରୁ ଧାରଣାରେ ବସିଛନ୍ତି। ଦୀର୍ଘଦିନ…
କରୋନା ବଦଳାଇଛି ପେସା, ପରିଚୟ
ବଅଁରପାଳ,୨୧ା୮(ଡି.ଏନ.ଏ.) ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା…
ଗଁଦିଆ-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ
ଢେଙ୍କାନାଳ ଅଫିସ, ୨୦ା୮-ଲଗାଣ ବର୍ଷାରେ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥକା ପଞ୍ଚାୟତର କୁଆଁରିଆ ଛକଠାରୁ ଟୋଲକଲୁଣ୍ଡି ଦେଇ ଧର୍ମଶାଳା ବ୍ଲକ ତୁରଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପିଚୁ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ଗଁଦିଆ ଏବଂ ଯାଜପୁର ମଧ୍ୟରେ ଯୋଗାଯୋଗ…
ଡରାଉଛି ବ୍ରାହ୍ମଣୀ
ଢେଙ୍କାନାଳ ଅଫିସ, ୨୧।୮ ଲଘୁଚାପଜନିତ ଲଗାଣବର୍ଷାରେ ବଢୁଛି ବ୍ରାହ୍ମଣୀ ନଦୀର ଜଳପତ୍ତନ। ଏହାଯୋଗୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ନଦୀକୂଳିଆ ଗ୍ରାମବାସୀ। ବର୍ଷାପାଣି ନିଷ୍କାସିତ ହୋଇ ନ ପାରିବାରୁ ଅନେକ ନଦୀ ତଟବର୍ତ୍ତୀ ଗ୍ରାମରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି। ଚାଷଜମିରୁ ପାଣି…
କୋଭିଡ୍-୧୯ ସମୀକ୍ଷା: କୋଭିଡ ନିୟନ୍ତ୍ରଣରେ ଆଗରେ କେନ୍ଦ୍ରାପଡା
ଭୁବନେଶ୍ୱର,୨୦ା୮(ବ୍ୟୁରୋ)-କେନ୍ଦ୍ରାପଡ଼ା ଜିଲାରେ କରୋନା ସଂକ୍ରମଣର ଆରୋଗ୍ୟ ହାର ରାଜ୍ୟରେ ସର୍ବାଧିକ ୭୭ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୦.୩୩ ପ୍ରତିଶତ ରହିଛି। ଯାହକି ସାରା ଦେଶରେ ସର୍ବନିମ୍ନ। ସେହିପରି କେନ୍ଦ୍ରାପଡ଼ାରେ ସଂକ୍ରମଣ ହାର ୨.୨୫ ପ୍ରତିଶତ ଯାହାକି ରାଜ୍ୟରେ ସବୁଠାରୁ କମ୍।…
ପଞ୍ଚାୟତ ଅଫିସ ଆଗରେ ହୋହଲ୍ଲା
କପ୍ତିପଦା,୨୦ା୮(ଡ଼ି.ଏନ୍.ଏ.)- କରୋନା ପାଇଁ ସରକାର ଆର୍ଥିକ ସହାୟତା ସହିତ ମାଗଣା ଚାଉଳ, ଡାଲି ଦେବାର ବ୍ୟବସ୍ଥା କରିଛନ୍ତି ା ମାତ୍ର ପରିଚାଳନାଗତ ତ୍ରୁଟି ପାଇଁ ଏହିି ସହାୟତା ଠିକ୍ ଭାବେ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ା ଦୁଇ ଥର ୫ମାସର…
ଫୁଟବଲ ଖେଳ ଦେଖିବାକୁ ଯାଇ ଭାସି ଯାଇଥିଲେ: ଆଜି ନଦୀରୁ ମିଳିଲା ୨ ମୃତଦେହ
ଚିତ୍ରଡ଼ା,୨୦ା୮(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଜମ୍ଭୀରା ନଦୀରେ ଭାସିଯାଇଥିବା ୨ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ଦ୍ୱୟ ହେଲେ ଗଣ୍ଡଗୁହାଳି ଗ୍ରାମର ବୁଦ୍ଧେଶ୍ୱର ମାଝି ଓ ବିରାମ ମାରାଣ୍ଡି। ଜଣଙ୍କର ମୃତଦେହ ଶୀଳଦା ଓ ଅନ୍ୟ…
Archives


