ଘର ବାହୁଡ଼ା ଖବରକୁ ଖଣ୍ଡନ କଲେ ରାଧାରାଣୀ; କହିଲେ ‘ଭାଜପାରେ ଅଛି, ଆଗକୁ ରହିବି’
ଝାରସୁଗୁଡା ଅଫିସ, ୧୪।୯: ଭାଜପାର ବରିଷ୍ଠ ନେତ୍ରୀ ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଭାଜପାରେ ଅଛି ଆଗକୁ ରହିବି…
ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ ପ୍ରବାହିତ…
ଟିକାକେନ୍ଦ୍ରରେ ଅସମ୍ଭାଳ ଭିଡ଼:ଗର୍ଜିଲେ ଲୋକେ
ଦିଗପହଣ୍ଡି,୧୪।୯(ଡି.ଏନ.ଏ): କରୋନା ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନକୁ ୨୦୦ ଦିନ ବିତିଯାଇଥିଲେ ମଧ୍ୟ ଦିଗପହଣ୍ଡି ସହରରେ ଲୋକଙ୍କୁ ମିଳୁନି କରୋନା ଟିକା। ଗତ ଜାନୁୟାରୀ ୧୬ରୁ ଟିକାକରଣ ଅଭିଯାନ ଶୁଭାରମ୍ଭ କରାଯାଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନିକ ଅବ୍ୟବସ୍ଥା କାରଣରୁ ସହରର ଟିକାକେନ୍ଦ୍ରକୁ…
୨୪ ଘଣ୍ଟା ପରେ ବି ସୁଧୁରୁନି ସ୍ଥିତି : ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୧୪।୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ସୁଲୁମାହା ନିକଟରେ ଏକ ଅସ୍ଥାୟୀ ପୋଲ ଧୋଇଯାଇଛି। ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାତାୟାତ ସ୍ବାଭାବିକ ହୋଇପାରିନାହିଁି ା ପୋଲଟି ନିମ୍ନମାନର ହୋଇଥିବାରୁ ଲଗାଣ ବର୍ଷାରେ…
ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ: ୬ ବାତିଲ, ବଦଳିଲା ୮ ଟ୍ରେନ୍ର ଗତିପଥ
ଅନୁଗୋଳ ଅଫିସ,୧୪।୯: ଅନୁଗୋଳ ଜିଲା ତାଳଚେର ରୋଡ଼ ଭୋଗବେରେଣି ପୋଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ଟି ସମ୍ବଲପୁରରୁ ଗହମ ନେଇ ଖୋର୍ଦ୍ଧା ଯାଉଥିବା ବେଳେ ଲାଇଚ୍ୟୁତ ହୋଇ ୫ଟି ବଗି ଓଲଟି ପଡିଥିଲା।…
ଅନ୍ତ୍ୟେଷ୍ଟି କ୍ରିୟାରେ ନିମ୍ନମାନର ଘିଅ ବ୍ୟବହାର
ପୁରୀ ଅଫିସ,୧୪।୯: ପୁରୀ ସ୍ବର୍ଗଦ୍ୱାରରେ ସତ୍କାର କଲେ ମୃତବ୍ୟକ୍ତିଙ୍କୁ ପୁଣ୍ୟ ପ୍ରାପ୍ତି ହେଉଥିବା ବିଶ୍ୱାସରେ ଲୋକେ ଏଠାକୁ ଆସନ୍ତି। ହେଲେ ସ୍ବର୍ଗଦ୍ୱାରରେ ପୂଜା ଓ ଅନ୍ତ୍ୟେଷ୍ଟି କ୍ରିୟାବେଳେ ସାମଗ୍ରୀ କିଣାବିକାରେ ସରକାରୀ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି।…
ବିଳମ୍ବରେ କଂଗ୍ରେସର ପିପିଲି ଉପନିର୍ବାଚନ ପ୍ରସ୍ତୁତି
ଭୁବନେଶ୍ୱର, ୧୪।୯(ବ୍ୟୁରୋ): ପିପିଲି ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବ। ଏଥିଲାଗି ବିଜେଡି ଓ ଭାଜପା ଜୋର୍ଦାର ଉଦ୍ୟମ ଚଳାଇଛନ୍ତି। ଏହା ଭିତରେ ଉପନିର୍ବାଚନକୁ ଆଉ ମାତ୍ର ୧୬ ଦିନ ରହିଛି। କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ନେତୃତ୍ୱରେ ଦଳ ସୋମବାର…
ଲୁଚାଯାଉଛି ବାୟୁ ପ୍ରଦୂଷଣ
ଯାଜପୁର ଅଫିସ,୧୪।୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)କୁ ‘ରାଜ୍ୟକୁ ପ୍ରଦୂଷିତ କର ବୋର୍ଡ’ ବୋଲି ଯାହା ଉପହାସ କରାଯାଉଛି, ତାହା ସତ୍ୟ ମନେହେଉଛି। କାରଣ କୋଇଲା, ଲୁହାପଥର ଗୁଣ୍ଡ, କଳା ଧୂଆଁ ଓ ପାଉଁଶରେ ବାୟୂମଣ୍ଡଳକୁ ପ୍ରଦୂଷିତ କରୁଥିବା ଖଣି,…
ଚଳାଚଳ କରିପାରୁନି ଚାରିଚକିଆ
ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ ସରିଥିଲେ ମଧ୍ୟ ଚଳାଚଳ କରିପାରୁନି ଚାରିଚକିଆ ଗାଡ଼ି। କାରଣ ଏହି ସଡ଼କରେ ପଡ଼ୁଥିବା ୩ଟି…
୨ ଦିନର ବର୍ଷା ଭାଙ୍ଗିଦେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରି
ଚଣ୍ଡିଖୋଲ,୧୩ା୯(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍(ଗ୍ରାମୀଣ) କାର୍ଯ୍ୟ ଚାଲିଛି। ହେଲେ ଲଘୁଚାପ ବର୍ଷା ଯୋଗୁ କ୍ୟାମ୍ପସ୍ର ୧୦୦ ଫୁଟ୍ରୁ ଊର୍ଦ୍ଧ୍ୱ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ବଡ଼ଚଣା ପୂର୍ତ୍ତବିଭାଗ ଉପଖଣ୍ଡ ତରଫରୁ ୧ କୋଟି ୪୦…
ମୋ ଝିଅକୁ ତଣ୍ଟିଚିପି ମାରିଦେଲେ
ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ ୨୩୩/୨୧ ) ରୁଜୁ କରିଛି। ସୂଚନା ଅନୁସାରେ, ଲକ୍ଷ୍ମଣଙ୍କ…
ଭାସିଗଲା ବୋଡ଼ାନଦୀ କଲଭର୍ଟ
ଭଞ୍ଜନଗର,୧୩।୯(ଡି.ଏନ.ଏ): ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ୩ ଦିନ ହେଲା ବର୍ଷା ହେଉଛି। ସୋମବାର ଦିନତମାମ ଲଗାଣ ବର୍ଷା ହୋଇଛି। ଫଳରେ ବୋଡ଼ାନଦୀ ବନ୍ୟାଜଳରେ ବେଲଗୁଣ୍ଠା ନିକଟ ଚଢ଼େୟାପଲ୍ଲୀଠାରେ ହୋଇଥିବା ଅସ୍ଥାୟୀ କଲଭର୍ଟ ଭାସିଯାଇଛି। ଏଥିଯୋଗୁ ବେଲଗୁଣ୍ଠା-ବୁଗୁଡ଼ା, ବେଲଗୁଣ୍ଠା-ଆସିକା…

