ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକ ଆରୋହିଙ୍କ ଉପରେ ଚଢ଼ିଗଲା ଟ୍ରକ
ପାଟଣା,୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ ଓ କୋଲକତା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରୀ ଶିଶୁମନ୍ଦିର ନିକଟରେ ଏକ ଟ୍ରକ ବାଇକ୍କୁ ଧକ୍କା…
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ବ୍ଲକ ଓ ପୌରପରିଷଦର କଂଗ୍ରେସ କମିଟି ପକ୍ଷରୁ ଏହି…
କାମ ସାରି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ
ଛତିଆ,୭।୭(ଡି.ଏନ୍.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ ଚଟିଘର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର…
ଘରେ ବସିଥିବା ସମୟରେ ମହିଳାଙ୍କ ଉପରେ ହେଲା ବଜ୍ରପାତ
ଆନନ୍ଦପୁର,୭ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଓସ୍ତପୁରା ଗ୍ରାମର ପ୍ରଶାନ୍ତ ମୁର୍ମୁଙ୍କ ସ୍ତ୍ରୀ ସାରଥି ମୁର୍ମୁ (୨୩) ବଜ୍ରପାତରେ ଗୁରୁତର ହୋଇ ଚିକିତ୍ସା ପାଇଁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ବୁଧବାର ମଧ୍ୟାହ୍ନରେ ସେ ଘର ବସିଥିବା ସମୟରେ…
ତାରାତାରିଣୀ ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ପର୍ଯ୍ୟଟନ ମନ୍ତ୍ରୀ
ଗଞ୍ଜାମ,୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରକୁ ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗସ୍ତରେ ଆସି ମା’ ଙ୍କ ଦର୍ଶନ କରିବା ସହ ମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।…
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ଘେରାଉ
କେନ୍ଦୁଝର,୭ା୭(ସ୍ବ.ପ୍ର.): ପେଟ୍ରୋଲ, ଡିଜେଲ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦ କଂଗ୍ରେସ ବ୍ଲକ ଘେରାଉ କରିଛି। ଏତଦ୍ବ୍ୟତୀତ ଧାନ ମୂଲ୍ୟ ୨୯୨୯ ଟଙ୍କା ବୃଦ୍ଧି ଓ ଧାନ କିଣା ଅବଧିକୁ ଜୁଲାଇ ୨୫କୁ ବୃଦ୍ଧି ଦାବିରେ ସଦର ବ୍ଲକ କଂଗ୍ରେସ କମିଟି ପକ୍ଷରୁ…
ଅହେତୁକ ଦର ବୃଦ୍ଧି ପ୍ରତିବାଦ: କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ପାଟଣା,୭।୭(ସ୍ବ.ପ୍ର.): ଦେଶରେ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦର ବୃଦ୍ଧି ହେଉଛି। ଏହାର ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣା କଂଗ୍ରେସ କମିଟି ତରଫରୁ ବୁଧବାର ବ୍ଲକ ଜାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…
ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ଲୁଟ
ଖୋର୍ଦ୍ଧା ଅଫିସ,୭।୭ : ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ପଟ୍ଟନାୟକ ଜୁଏଲାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ୨ ଜଣ ଦୁବୃର୍ତ୍ତ ସଟର ତାଡି ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଛନ୍ତି। ବୁଧବାର ଖବରପାଇ ସଦର ଡିଏସପି…
ଅଣ୍ଡର ବାଇପାସ୍ରେ ଆଣ୍ଠୁଏ ପାଣି
ପରଜଙ୍ଗ, ୭।୭(ଡି.ଏନ୍.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ…
ଘନତ୍ୱ ବୃଦ୍ଧିକୁ ଗୁରୁତ୍ୱ ନାହିଁ
ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୭ା୭ – ଶିଳ୍ପବହୁଳ ଅନୁଗୋଳ ଜିଲାରେ ନଷ୍ଟ ହୋଇଚାଲିଛି ପ୍ରାକୃତିକ ଜଙ୍ଗଲ। ବଢ଼ୁଥିବା ଖଣି ଖାଦାନ ପାଇଁ ବଳିପଡ଼ୁଛି ବ୍ୟାପକ ବୃକ୍ଷ। ଏହି କାରଣରୁ ଘୋର କ୍ଷତି ପହଞ୍ଚୁଛି ସବୁଜିମାକୁ। ପ୍ରଦୂଷଣ ବଢ଼ୁଥିବା ବେଳେ…
ବନ୍ଧାହେଲେ ନକଲି ତହସିଲଦାର
ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି ଏକ ଗ୍ୟାଙ୍ଗ୍ର ଦୁଇଜଣ ସଦସ୍ୟ ଢେଙ୍କାନାଳ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ…
ବର୍ଷା ଅଭାବ,ପଛେଇଛି କୃଷିକାର୍ଯ୍ୟ
ବାରିପଦା ଅଫିସ, ୭ା୭- ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମୟୂରଭଞ୍ଜ ଜିଲାରେ ଧାନ ଚାଷ ବାଧାପ୍ରାପ୍ତ ହୋଇଛି । ଧାନ ତଳି ପ୍ରସ୍ତୁତ ହୋଇସାରିଥିବା ବେଳେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଫଳରେ ଚାଷୀକୂଳ ଆଶଙ୍କାରେ ଦିନ ଗଣୁଛନ୍ତି।…

