ମା’ ବାପାଙ୍କ କଥା ସହିପାରିଲେନି ପୁଅ, ଶେଷରେ …

ପାଟଣା,୨୬।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ଭାରିଆ ହାଟ ନିକଟରେ ଥିବା ଏକ ଗଛରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବଡ଼ ଗମ୍ଭାରିଆ ଗ୍ରାମର ଯୋଗେଶ୍ୱର ମହାନ୍ତଙ୍କ ପୁଅ ଗୋଲଖ ମହାନ୍ତ।
ମିଳିଥିବା ସୂଚନାନୁଯାୟୀ ଗୋଲେଖଙ୍କ ମା’ ବାପା ଓ ଭାଇଙ୍କ ସହ ଶନିବାର ରାତିରେ ବଚସା ହୋଇଥିଲା। ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇଛି। ପୋଲିସ ମୃତଦେହକୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ପଥର ଖନନରୁ ବଦଳୁଛି ନଦୀ ଗତିପଥ

ରାୟଗଡ଼ା,୭ା୩(ସ୍ବ.ପ୍ର.):ରାୟଗଡା ସଦର ମହକୁମା ଉପକଣ୍ଠ ତଥା ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କି.ମି. ଦୂରରେ ଥିବା ପଥର ଖାଦାନରୁ ବେଆଇନ ଭାବେ ଖନନ ଚାଲିଛି। ଧୁମାଗୁଡା...

ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ...

୧୨ ବର୍ଷ ହେଲା ଭଣ୍ଡାଉଛି ଏମ୍‌ସିଏଲ୍‌

ତାଳଚେର, ୩ା୯ (ନି.ପ୍ର.): ଜମି ବଦଳରେ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ। ଖଣିରେ ଦିଆଯିବ ନିଯୁକ୍ତି। ଥଇଥାନ ବ୍ୟବସ୍ଥା ମଧ୍ୟ କରିବ କୋଇଲା କମ୍ପାନୀ। ଏପରି ପ୍ରଲୋଭନ...

‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି...

ଏଫ୍‌ଓ ଅପମିଶ୍ରଣର ଆଡ୍ଡାସ୍ଥଳ ନଳିପୁର

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ନିକଟ ଅଞ୍ଚଳ ତୈଳ ଜାତୀୟ...

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଅଫିସ, ୨୪।୧୦(ବ୍ୟୁରୋ): ପୁରୀ ଜିଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି। ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ ସନାତନ...

ଇବ୍‌ ନଦୀରେ ଭାସିଗଲେ ୩ ଯୁବକ, ଜଣେ ଉଦ୍ଧାର, ୨ ନିଖୋଜ

ସୁନ୍ଦରଗଡ଼,୪ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଇବ୍‌ ନଦୀର କନାକୁଣ୍ଡ ଘାଟରେ ପୁଣି ଘଟିଛି ଅଘଟଣ। ବୁଧବାର ଏଠାକୁ ଆସି ଥିବା ୩ଜଣ ଯୁବକ...

ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ

କଟକ ଅଫିସ,୨୨ା୫: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହାଇକୋର୍ଟରେ...

Advertisement
Archives

Model This Week