ଭୂତଳ ଜଳକୁ ମିଳିବ ବଳ
ଭୁବନ, ୨୩।୭(ଡି.ଏନ୍.ଏ.) ସହରାଞ୍ଚଳରେ ଫିଟିବ କର୍ମନିୟୋଜନର ମାର୍ଗ। ବଢ଼ିବ ଶ୍ରମଜୀବୀଙ୍କ ରୋଜଗାର। ବସ୍ତିବାସିନ୍ଦାଙ୍କଠାରୁ ଆରମ୍ଭ କରି ମହିଳା, ସମସ୍ତଙ୍କ ଜୀବିକା ସୁନିଶ୍ଚିତ କରାଯିବ। ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଅଣାଯିବ। ନାରୀଶକ୍ତିକୁ ବ୍ୟବହାର କରାଯାଇ ସହରାଞ୍ଚଳ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବ।…
ଦଖଲ କରିନେଲେଣି ଦଲାଲ
ବଇଣ୍ଡା,୨୩ା୭(ପରିକ୍ଷିତ ସାହୁ) ସରକାରୀ ଜମି ଉପରେ ପଡ଼ିଛି ଦଲାଲଙ୍କ ଦୃଷ୍ଟି। ବିଭିନ୍ନ କୌଶଳ କରି ସେମାନେ ଅକ୍ତିଆର କରିନେଉଛନ୍ତି ଦଣ୍ଡା, ଗୋଚର, ଶ୍ମଶାନ ଓ ପାଣି ମାହାରା। ଏପରି କି ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜମି ମଧ୍ୟ ସେମାନଙ୍କ ଦଖଲକୁ…
ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି
ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ କରିବେ…
ଟ୍ରେନ ଲାଇନରୁ ମିଳିଲା ମୃତଦେହ
ରେଢାଖୋଲ,୨୨।୭(ଡି.ଏନ୍.ଏ): ରେଢାଖୋଲ ରେଳ ଷ୍ଟେଶନଠାରୁ ୨୦କି.ମି. ଦୂର ମୋଚିବାହାଳ ଗ୍ରାମ ନିକଟ ଟ୍ରେନ୍ ଲାଇନରୁ ଗୁରୁବାର ଜିଆର୍ପି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ରେଢାଖୋଲ ଏନ୍ଏସିର ପୋଡାବଲଣ୍ଡା ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ(୨୨)।…
୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା
କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍ଷ୍ଟେବଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ। ଘଟଣାର ଭିଡିଓ ଭାଇରାଲ ପରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧକରି କେନ୍ଦ୍ରାପଡ଼ା…
ଶେଷ ହେଲା ଶ୍ରୀଜୀଉଙ୍କ ଅଧରପଣା
ପୁରୀ ଅଫିସ,୨୨।୭: ବିଶ୍ୱବାସୀଙ୍କୁ ବୁଧବାର ତିନି ଠାକୁର ସୁନାବେଶ ଦର୍ଶନ ଦେଇଥିଲେ। ଗୁରୁବାର ରଥ ଉପରେ ଶେଷ ହୋଇଛି ଶ୍ରୀଜୀଉଙ୍କ ଅଧରପଣା ନୀତି। ବାହୁଡ଼ା ଓ ସୁନାବେଶ ଭଳି ଅଧରପଣା ନୀତି ବିନା ଭକ୍ତରେ ସମ୍ପନ୍ନ ହୋଇଛି। ସିଂହଦ୍ବାର ସମ୍ମୁଖ ଛାଉଣୀ…
ଲାଞ୍ଚ ପାଇଁ ମୂଲଚାଲ, ଭିଡିଓ ଭାଇରାଲ
ବାରିପଦା ଅଫିସ,୨୨ା୭: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବାଲିଖାଦାନ ସବ୍ ଲିଜଧାରୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନେବା ଓ ପରେ ଅଧିକ ଅର୍ଥ ପାଇଁ ମୂଲଚାଲ କରିବା ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ଭାଇରାଲ ହୋଇଛି।…
ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ
ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭଦ୍ରକ…
ବିଭିନ୍ନ ଦାବି ନେଇ ରାସ୍ତାରେ ବସିଲେ ଚାଷୀ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ଜୟ ମଙ୍ଗଳ ନାଳ, ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ ପରିଷ୍କାର କରାଯିବା ଭଳି ବିଭିନ୍ନ ଦାବି ନେଇ ଚିକଲଖଣ୍ଡି ଗ୍ରାମର ବହୁ ଚାଷୀ ଆନ୍ଦୋଳନକୁ…
ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ନେଇ ପ୍ରତିବାଦ
ଛତ୍ରପୁର,୨୨ା୭(ଡି.ଏନ୍.ଏ.): କରୋନା ସମୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମେତ ସରବରାହ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଛତ୍ରପୁର ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ୮ ଦଫା ଦାବି ନେଇ…
ବିଲରୁ ବ୍ୟକ୍ତିଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଡେରାବିଶ,୨୨ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ଶ୍ୟାମସୁନ୍ଦରପୁର (ମେଳକସାହି) ଗ୍ରାମର ଜଣେ ବ୍ୟକ୍ତି ଭ୍ରମରବର ରାଉତ (୪୦)ଙ୍କ ମୃତଦେହକୁ ଗୁରୁବାର ସକାଳେ ସ୍ଥାନୀୟ ଚଣ୍ଡିବଜାରସ୍ଥିତ ରାସ୍ତାକଡ଼ର ଏକ ବିଲରୁ ଜବତ କରାଯାଇଛି । ତେବେ ଭ୍ରମରଙ୍କୁ ହତ୍ୟା କରାଯାଇଥିବା…
ବଳାତ୍କାରୀ ଅଭିଯୁକ୍ତ ଗିରଫ
କେନ୍ଦୁଝର,୨୨ା୭(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ଶ୍ରୀକାନ୍ତ ମହାନ୍ତ ଏବଂ ସେ ଏକ ଫେବ୍ରିକେସନ ୟୁନିଟରେ କାମ କରନ୍ତି। ପୀଡ଼ିତାଙ୍କ ଘର…

