ହୁଗୁଳା ହେଉଛି ସାତକୋଶିଆ ସୁରକ୍ଷା
ବନ୍ତଳା,୧ା୧୧: ମହାବଳ ବାଘ ମହାବୀରର ମୃତ୍ୟୁ ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି। ଏଠାରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଦେଶର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ)…
ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ସହ ପ୍ରେମିକ ଗିରଫ
ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ବାଲିପିଣ୍ଡି ବନ୍ଧ ନିକଟ ଦଳିତ ସାହିରେ ଗୁରୁବାର ରାତିରେ ପ୍ରେମିକଙ୍କ ସହ ମିଶି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ କୋର୍ଟଚାଲାଣ କରିଛି। ଗିରଫ ସ୍ତ୍ରୀ…
ପାୱାର ଚ୍ୟାନେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
ଭବାନୀପାଟଣା, ୩୧ା୧୦ (ଡି.ଏନ୍.ଏ.)-ଶୁକ୍ରବାର ଇନ୍ଦ୍ରାବତୀ ପାୱାର ଚ୍ୟାନେଲ ଧନସୁଲି ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜୟପାଟଣା ଥାନା ଧନସୁଲି ପଞ୍ଚାୟତ ଛତାବାନ୍ଧୁଗୁଡା ଗ୍ରାମର ସୁକୁମଣି ଜାନି (୩୭) ଗତ କିଛିଦିନ ହେବ ସେ ନିଖୋଜ ଥିଲେ…
ନିଜ ବନ୍ଧୁକରୁ ଗୁଳି ଫୁଟାଇ ସିଆର୍ପିଏଫ୍ ଯବାନଙ୍କ ଆତ୍ମହତ୍ୟା
ମାଲକାନଗିରି,୩୧ା୧୦(ଡି.ଏନ୍.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଜଣେ ସିଆର୍ପିଏଫ୍ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଛତିଶଗଡର ଦର୍ନାପାଲସ୍ଥିତ ୨୨୩ ବାଟାଲିୟନରେ କାର୍ଯ୍ୟ କରୁଥିବା ଯବାନ କମଳକାନ୍ତ ଏପରି ଘଟାଇଛନ୍ତି। ତାଙ୍କ ଘର ଓଡ଼ିଶାର ଝାରସୁଗୁଡାରେ ବୋଲି ଜଣାପଡିଛି। ସେ କିଛିଦିନ…
ଅଢେଇ କିଲୋ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର ଅଫିସ,୩୧ା୧୦-ବ୍ରହ୍ମପୁର ବଡ଼ ବଜାରରେ ଥିବା ବିନୋଦ ଜୁଏଲେରିରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଚୋରମାନେ ଷ୍ଟୋର୍ରେ ଥିବା ଆଇରନ୍ ଚେଷ୍ଟ ଭାଙ୍ଗି ପ୍ରାୟ ୨କେଜି ୮୦୦ଗ୍ରାମ୍ ଓଜନର ସୁନା ଗହଣା ଚୋରି କରିଥିବା ମାଲିକ ଜେ.ରବିକୁମାର ଥାନାରେ ଅଭିଯୋଗ କରିଛନ୍ତି।…
ଜୁଆ ଆଡ୍ଡାରେ ଚଢ଼ାଉ, ୧୪ ଗିରଫ
ହିଞ୍ଜିଳିକାଟୁ,୩୧ା୧୦: ଗଞ୍ଜାମ ଜିଲା ହିଞ୍ଜିଳି ପୋଲିସ ପକ୍ଷରୁ ଶାସନଆମ୍ବଗାଁ ଓ ଶ୍ରଦ୍ଧାପୁର ଗ୍ରାମରେ ଶୁକ୍ରବାର ରାତି ଓ ଶନିବାର ପୂର୍ବାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି। ଶାସନଆମ୍ବଗାଁରେ ଜୁଆ ଆଡ୍ଡା ଚଢ଼ାଉ ବେଳେ ପୋଲିସ…
୧୦ ହଜାର ଟଙ୍କାକୁ ବନ୍ଧା ପଡ଼ିଥିଲା ରାଶନକାର୍ଡ, ସହଯୋଗର ହାତ ବଢ଼ାଇଲେ ଯୁବ ସ୍ବେଚ୍ଛାସେବୀ
ଗଞ୍ଜାମ,୩୧ା୧୦(ଡି.ଏନ୍.ଏ.): ଅଭାବ ଅନଟନ ହେଲେ ସାଧାରଣତଃ ଲୋକେ ସୁନା ରୁପା ବନ୍ଧକ ରଖି ଟଙ୍କା ଧାର ଆଣିଥାନ୍ତି l କିନ୍ତୁ ପରିବାର ବୋଝ ପାଇଁ ସରକାର ପ୍ରଦାନ କରିଥିବା ରାଶନକାର୍ଡ ମାତ୍ର ୧୦ ହଜାର ଟଙ୍କାରେ ବନ୍ଧା ପକାଇବା ଘଟଣା ସ୍ଥାନୀୟ…
ଦାଦାବଟି ଆଦାୟ ଅଭିଯୋଗ: ପେସାଦାର ଅପରାଧୀ ଗଲେ ଜେଲ୍
ଦିଗପହଣ୍ଡି,୩୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ, ଲଙ୍ଗଳଦେଇ ପ୍ରଭୃତି ଅଞ୍ଚଳରେ ଥିବା କ୍ରସର ୟୁନିଟ, ଇଟାଭାଟି, ପଥର ଖାଦାନ ସମେତ ବିଭିନ୍ନ ଠିକାଦାରଙ୍କ ଠାରୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହେଉଥିଲା। ଏନେଇ ପୋଲିସ ଶନିବାର…
କରୋନା କଟକଣା ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ
ପୁରୁଷୋତ୍ତମପୁର,୩୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ କରୋନା କଟକଣା ମଧ୍ୟରେ ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି। ପ୍ରତିବର୍ଷ ଏଠାରେ ଜାକଜମକରେ ପୂଜା ହେଉଥିବା ବେଳେ ଚଳିତବର୍ଷ ତାହା ଦେଖିବାକୁ ମିଳିନାହିଁ। ଜନଗହଳି ମଧ୍ୟ ନାହିଁ। କରୋନା ମହାମାରୀ ଯୋଗୁ ପୂଜା ଏବର୍ଷ…
ବରଗଡ଼ରୁ ପୁଣି ୬୧ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୮୬୩୦ରେ
ବରଗଡ଼ ଅଫିସ,୩୧।୧୦: ବରଗଡ ଜିଲାରେ ଶନିବାର ପୁଣି ୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୦ ମହିଳା ଏବଂ ୩୧ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩୦ରେ ପହଞ୍ଚିଛି। ସେମାନଙ୍କ…
କେନ୍ଦୁଝରରେ ଜଳିଗଲା ମାଲବୁହା ଟ୍ରକ୍
କେନ୍ଦୁଝର, ୩୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନରଣପୁର-ଡୁବୁରୀ ରାସ୍ତା ପିଟାପିଟି ଗ୍ରାମ ଭାଇଭାଇ ଢାବା ନିକଟରେ ଶନିବାର ସକାଳେ ଏକ ୧୨ ଚକିଆ ମାଲବୁହା ଟ୍ରକ୍ (ନଂ. ଓଆର୍ ୦୯ଏନ୍ ୬୨୩୧) ରେ ହଠାତ୍ ନିଆଁ ଲାଗି ଜଳିଳିଯାଇଛି।…
କରୋନା କଟକଣା ପାଇଁ ପାଟଣାରେ ନିରାଡମ୍ବରେ ହେଲା ଗଜଲକ୍ଷ୍ମୀ ପୂଜା
ପାଟଣା,୩୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଶନିବାର ରାତ୍ରି ପାଟଣା କୁମାର ଉତ୍ସ କମିଟି ତରଫରୁ ଶନିବାର ୫୧ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Archives


