ଆମ ଜିଲା ଖବର

ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ ରାଧେ ଚଣ୍ଡୀଙ୍କ ଘରୁ ଏକ ବ୍ୟାଗ ମିଳିଛି। ଉକ୍ତ…

ମୟୂରଭଞ୍ଜରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ,୨୨।୧୦: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଛନ୍ତି। ସହିଦ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବଣ୍ଟନ କରିଛନ୍ତି। ଏଥିସହ ୨ ହଜାର କୋଟିର ପ୍ରକଳ୍ପ ଆରମ୍ଭ କରିଛନ୍ତି…

ଡେମୋ ଦେଖାଇଲେ ଗୋବିନ୍ଦ ସାହୁ: କେମିତି ପୋଡିଥିଲେ ମମିତାଙ୍କୁ…

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଶୁକ୍ରବାର ଡେମୋ ଦେଖାଇଛନ୍ତି। ଭୋରରେ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନିଆଯାଇଥିଲା। ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲେ।…

୨ କେଜିର ବ୍ରାଉନସୁଗାର ଜବତ: ପୋଲିସ, ସ୍ଥାନୀୟ ଲୋକେ ମୁଁହାମୁହିଁ

ବସ୍ତା,୨୨।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ଏହା ପ୍ରାୟ ୨ କେଜିର ହେବ ବୋଲି ଅନୁମାନ କରାଯାଉଛି। ଏହା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜିଲା…

ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା କୁମ୍ଭୀର ଛୁଆ

କେନ୍ଦ୍ରାପଡା ଅଫିସ,୨୨।୧୦: ଡେରାବିଶ ବ୍ଲକ ଛୋଟୀ ଗ୍ରାମ ନିକଟ ବିରୂପା ନଦୀରୁ ଏକ କୁମ୍ଭୀର ଶାବକ ଶୁକ୍ରବାର ଉଦ୍ଧାର ହୋଇଛି । ଏହି କୁମ୍ଭୀରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଛୋଟୀ ଗ୍ରାମର କେତେକ ଯୁବକ ମାଛ ଧରିବା ପାଇଁ…

ମର୍ନିଂଓ୍ବାକ୍‌ ବେଳେ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ମାରିଲା ହାତୀ

କଣିହାଁ,୨୨ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ତାଳଚେର ରେଞ୍ଜ କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଏକଘରିଆ ଗ୍ରାମ ନିକଟରେ ତାଳଚେର ପାଳଲହଡ଼ା ମୁଖ୍ୟ ରାସ୍ତାରେ ଶୁକ୍ରବାର ମର୍ନିଂ ଓ୍ବାକ୍‌ କରୁଥିବା ସମୟରେ ଗ୍ରାମର ଯୋଗେଶ ଦେବତା (୭୦)ଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରବାରୁ ଘଟଣାସ୍ଥଳରେ…

ପଶୁପକ୍ଷୀଙ୍କ ଜୈବିକ ଖାଦ୍ୟ ଉତ୍ପାଦନକୁ ଗୁରୁତ୍ୱ

ରସୁଲପୁର,୨୨।୧୦(ଡି.ଏନ.ଏ.): ରସୁଲପୁର ବ୍ଲକରେ ଜୈବିକ ପଦ୍ଧତିରେ ପଶୁପକ୍ଷୀଙ୍କ ଖାଦ୍ୟ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଉନ୍ନତି ଫାଉଣ୍ଡେଶନ ପକ୍ଷରୁ ଏନେଇ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଉକ୍ତ କାର୍ଯ୍ୟକ୍ରମର ସ୍ଥିତି ଅନୁଧ୍ୟାନ ପାଇଁ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ ଭିଶାଲ ମେସି ବ୍ଲକ…

ମେଲୋଡି ସିଙ୍ଗର ଡାଡି: ଯୁବ ଗୋଷ୍ଠୀଙ୍କ ଆକର୍ଷଣ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ହେଲା ସଙ୍ଗୀତ ସହିତ ଯୋଡ଼ି ରହିଛନ୍ତି ପ୍ରକାଶ ପାଢ଼ୀ। ଡାକ ନାଁ ତାଙ୍କର ଡାଡୀ । ଏହି ନାମରେ ରହିଛି ତାଙ୍କର ଗ୍ରୁପ ଡାଡୀ-ମିକ୍ସ । ବୟସ ହେବ ୪୪। ସଙ୍ଗୀତ କ୍ଷେତ୍ରରେ…

ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ

ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ଟଙ୍କା ରୋଜଗାର ଆଶା…

ସେବାୟତଙ୍କ ପାଇଁ ଲାଗୁ ହେଲା ଡ୍ରେସ୍‌ କୋଡ୍‌

ପୁରୀ ଅଫିସ, ୨୨।୧୦: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରୁଥିବା ସେବାୟତଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି। ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଗୁରୁବାରଠାରୁ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଛନ୍ତି। ସେହିପରି ଆସନ୍ତା ଦୀପାବଳି ପରଦିନଠାରୁ…

ସ୍ଲରି ପାଇପ୍‌ ଲାଇନ୍‌ ପାଇଁ ଜଳକର

ଯାଜପୁର ଅଫିସ,୨୨।୧୦: ସ୍ଲରି ପାଇପ୍‌ ଲାଇନ୍‌ରେ ଖଣିଜ ପଦାର୍ଥ ପରିବହନ କରୁଥିବା କମ୍ପାନୀଗୁଡ଼ିକ ଉପରେ ଜଳକର କେତେ ନିର୍ଦ୍ଧାରଣ ହେବ ସେନେଇ ପ୍ରସ୍ତାବ ଦେବାକୁ ଶିଳ୍ପ ବିଭାଗ ସମେତ ଷ୍ଟିଲ ଓ ଖଣି ବିଭାଗର ଅତିରିକ୍ତ ସଚିବଙ୍କୁ ରାଜ୍ୟ ଜଳ ସମ୍ପଦ…

ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ବାରିପଦା ଅଫିସ/ଚିତ୍ରଡ଼ା,୨୨ା୧୦(ଡି.ଏନ.ଏ.): କରୋନା କଟକଣା ନ ମାନି ଯାତ୍ରା ପରିବେଷଣ କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ‘ଧର୍ତ୍ତୀ ସିର୍ଜନ’ ନାମକ ଏକ ଆଦିବାସୀ ଯାତ୍ରା ପାର୍ଟିର ମାଲିକଙ୍କୁ ଗିରଫ କରିବା ସହ ୬ ଆୟୋଜକଙ୍କ ନାମରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?