ଆମ ଜିଲା ଖବର

+୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ ବାଲେଶ୍ୱର ଜିଲାର ପାସହାର

ବାଲେଶ୍ୱର ଅଫିସ,୧୨।୮: +୨ ବିଜ୍ଞାନ ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ତେବେ ଏଥିରେ ବାଲେଶ୍ୱର ଜିଲାର ପାସହାର ୮୪.୨୬% ହୋଇଛି। ଚଳିତ ବର୍ଷ ଜିଲାର ୧୦୨ କଲେଜରୁ ମୋଟ ୬,୬୬୦ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୬୦୭ ଜଣ...

ଗଞ୍ଜାମର ବଜାରରେ ଦୋକାନ ମାଲିକଙ୍କ ହେଲା ଆଣ୍ଟିଜେନ ଟେଷ୍ଟ: କେତେ ଜଣ ପଜିଟିଭ୍‌ ଜାଣନ୍ତୁ

ଗଞ୍ଜାମ,୧୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗତ ୨ ଦିନ ଧରି ଗଞ୍ଜାମ ସହର ବଡ଼ ବଜାର ଓ ସାନ ବଜାରଠାରେ ଥିବା ସମସ୍ତ ବ୍ୟବସାୟୀଙ୍କ ଆଣ୍ଟିଜେନ ଟେଷ୍ଟ ହେଉଛି। ମୋଟ ୪୯୨ ଜଣଙ୍କ ଆଣ୍ଟିଜେନ ଟେଷ୍ଟ...

ଆଜିଠୁ ଜୁନାଗଡ଼ ସହରରେ ୨ ଦିନିଆ ଶଟ୍‌ଡାଉନ୍‌ ଲାଗୁ: ୧୨ ଓ୍ବାର୍ଡ୍‌ରେ ୪୩ ଟିମ୍‌ କରିବେ ସ୍କ୍ରିନିଂ

ଜୁନାଗଡ଼,୧୨।୯(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲାର ଜୁନାଗଡ଼ ସହରରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସୁରକ୍ଷା ଦୃଷ୍ଟିରୁ କଳାହାଣ୍ଡି ଜିଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ସହରକୁ ୧୨ ଓ ୧୩ ତାରିଖ ଶଟ୍‌ଡାଉନ ଘୋଷଣା କରିଥିଲେ...

ଭିଣେଇ ଘରକୁ ଯାଇ ନିଖୋଜ ଥିଲେ: ପୋଖରୀରେ ମୃତଦେହ ଭାସୁଥିବାକୁ ନେଇ ସନ୍ଦେହ

ବାଲେଶ୍ୱର ଅଫିସ,୧୨।୮- ବାଲେଶ୍ବର ଚାନ୍ଦିପୁର ଥାନା ଝାମ୍ପୁରା ଛକ ପେଟ୍ରୋଲପମ୍ପ ନିକଟରେ ଥିବା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ହେଲେ ନିଳଗିରିର ଦେବେନ୍ଦ୍ର ସିଂ। ଦେବେନ୍ଦ୍ର ଚାନ୍ଦିପୁର ଝାମ୍ପୁରାରେ ଥିବା ତାଙ୍କ ଭିଣେଇଙ୍କ ଘରକୁ ଆସିଥିଲାବେଳେ...

ପାଇଖାନାରେ ଲୁଚାଇ ରଖିଥିଲେ ବଜ୍ରକାପ୍ତା: ଚଢ଼ାଉ କରି ଉଦ୍ଧାର କଲା ବନ ବିଭାଗ ଟିମ୍‌

ନବରଙ୍ଗପୁର,୧୨।୮(ବି.ପ୍ର.)- ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ ପାନାରଚୁଆ ଗ୍ରାମର ଜଣଙ୍କ ଘରୁ ବନ ବିଭାଗ ଟିମ୍‌ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଘଟଣାରେ ଜଣକୁ ଗିରଫ କରଛି l ଗିରଫ ବ୍ୟକ୍ତି ହେଲେ ପାନାରଚୁଆ ଗାଁର ଘାସିଆ ସାନ୍ତା ।...

ଭଦ୍ରକରେ ଚିନ୍ତା ବଢ଼ାଇଲାଣି ସ୍ଥାନୀୟ ସଂକ୍ରମଣ: ୧୧୧୮ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୧୨।୮: ଭଦ୍ରକ ଜିଲାରେ ବୁଧବାର ୫୦ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୧୧୮କୁ ବୃଦ୍ଧି ପାଇଛି। ଚି଼ହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧରୁ ମାତ୍ର ୩ଜଣ ଥିବା ବେଳେ...

ନୀଳଗିରି ଅଞ୍ଚଳରେ ନିଶାଶକ୍ତ ଯୁବକଙ୍କ ଉନ୍ମତକାଣ୍ଡ: ୨୪ ଘଣ୍ଟା ପରେ କାବୁକଲା ପୋଲିସ

ସଜନାଗଡ଼,୧୨।୮ (ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଛୋଟକାନପୁର ଗ୍ରାମର ଜଣେ ନିଶାଶକ୍ତ ଯୁବକ ଉନ୍ମତକାଣ୍ଡ ଘଟାଇଛନ୍ତି। ଦୀର୍ଘ ୨୪ ଘଣ୍ଟା ପରେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଛି। ସେ ହେଲେ...

ହାତୀ ଦିବସରେ ହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର, ୧୨।୮ (ବ୍ୟୁରୋ): ଅଗଷ୍ଟ ୧୨ ଅର୍ଥାତ୍‌ ବୁଧବାର ହେଉଛି ଅନ୍ତର୍ଜାତୀୟ ହସ୍ତୀ ଦିବସ। ଏହି ହାତୀ ଦିବସରେ ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅନ୍ତର୍ଗତ କେଶାପାଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି...

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

ପୁରୀ ଅଫିସ,୧୨ା୮: ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଙ୍ଗଳବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ବୁଧବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ମଙ୍ଗଳବାର ସନ୍ଧ୍ୟା ଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର...

ଡିଜିପିଙ୍କୁ ରିପୋର୍ଟ ମାଗିଲେ ଜନଜାତି ଆୟୋଗ

କଟକ ଅଫିସ,୧୨ା୮: କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତର ଏକ ଗ୍ରାମରୁ ଜଣେ ଆଦିବାସୀ ନାବାଳିକାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ଥିବାବେଳେ ନାବାଳିକା ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ସମ୍ବଲପୁର ଜିଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ସମ୍ବଲପୁର,୧୨।୮(ବ୍ୟୁରୋ): ସମ୍ବଲପୁର ଜିଲାରେ ପ୍ରଥମ କରୋନା ଯୋଦ୍ଧା ରେଙ୍ଗାଲି ଥାନାର କନଷ୍ଟେବଳ ପେଟ୍ରସ ଟିଗା (୪୦)ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ସେ ହଠାତ୍‌ ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ବୁର୍ଲା ମେଡିକାଲ ନିଆଯାଇଥିଲା। ସେଠାରେ କରୋନା...

ହାଇକୋର୍ଟଙ୍କୁ ପୁରୁଣା ମାମଲା ଅଡୁଆ

କଟକ ଅଫିସ,୧୨ା୮: ବହୁ ପୁରୁଣା ମାମଲାଗୁଡ଼ିକର ଶୁଣାଣି ବେଳେ ଏବେ ହାଇକୋର୍ଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମାମଲାଗୁଡ଼ିକ ପ୍ରାୟ ୧୬ରୁ ୨୦ ବର୍ଷ ହେଲା ଗଡୁଥିବା ବେଳେ ଆବେଦନକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନି। ଅନେକ ମାମଲାରେ ଆବେଦନକାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri