ଆମ ଜିଲା ଖବର

ମକର ପର୍ବ ପାଳନରେ କଟକଣା

ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ ଏହି ପର୍ବ ପାଳନ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଜନ…

ସରିଲା ଗଣତି, ଡଲଫିନ୍‌ ଦେଖାମିଳିଲାନି

ବାଲେଶ୍ୱର ଅଫିସ,୧୩।୧: ବାଲେଶ୍ୱର ଜିଲାରେ ଡଲଫିନ ଗଣନା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ଡଲଫିନ୍‌ର ସନ୍ଧାନ ମିଳି ନ ଥିବା ଜିଲା ବନ ବିଭାଗ ଅଧିକାରୀ ବିମଳ ପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଗଣନା…

ଫାଣ୍ଡି ନିକଟରେ ପଡ଼ିଛି ଯୁବତୀଙ୍କ ମୃତଦେହ

ପାରଳାଖେମୁଣ୍ଡି,୧୩ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରାଯାଇଛି। ପୋଲିସ ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ ପଡ଼ିଥିଲା। ପାରଳାଖେମୁଣ୍ଡି ପୋଲିସ ଗୁରୁବାର ସକାଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଳମ୍ବିତ ରାତିରେ…

ପାରାଦୀପ ସମେତ ୪ ସ୍ଥାନରେ ସରିଲା ପକ୍ଷୀ ଗଣନା

ପାରାଦୀପ,୧୩।୧(ସ୍ବ.ପ୍ର.): କୁଜଙ୍ଗ ବନାଞ୍ଚଳ ପକ୍ଷରୁ ପାରାଦୀପ ସମେତ ୪ଟି ସ୍ଥାନରେ ପକ୍ଷୀ ଗଣନା ସରିଛି। ତେବେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମିଛି । ଆଉ ୬ ନୂଆ ପ୍ରଜାତିର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ୫ଟି ସେଗମେଣ୍ଟ ପାଇଁ ୪ଟି…

ଜଳିଗଲା ଧାନଗଦା: ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ

ପଦ୍ମପୁର,୧୩ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ରାଉତ ସାହିସ୍ଥିତ ଧାନ ଗଦାରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ଗଦା ଧାନ ଜଳିଯାଇଛି। ସୂଚନାନୁଯାୟୀ, ଗ୍ରାମର ଜଗବନ୍ଧୁ ବିଶ୍ୱାଳ,ଗୌରାଙ୍ଗ ବିଶ୍ୱାଳ,ବଳରାମ ବିଶ୍ୱାଳ, ସୂର୍ଯ୍ୟମଣି ବିଶ୍ୱାଳଙ୍କ ୭ ଏକର…

ଗରୁଡ଼ ପକ୍ଷୀ ଉଦ୍ଧାର, ପୂଜାର୍ଚ୍ଚନା କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୩ା୧: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାଚିନ୍ଦl ଗ୍ରାମରେ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି। ଏହି ପକ୍ଷୀଟି ଦେଖିବାକୁ ଠିକ ଗରୁଡ଼ ଭଳି ହୋଇଛି। ପୁରାଣରେ ଉଲ୍ଲେଖିତ ଅଛି ବିଷ୍ଣୁଙ୍କ ବାହନ ହେଉଛି ଗରୁଡ଼ ପକ୍ଷୀ। ସେଥିପାଇଁ ନାଚିନ୍ଦା…

ଆଜିଠୁ ବନ୍ଦ ହେଲା ସମସ୍ତ ବେଳାଭୂମି

ବ୍ରହ୍ମପୁର ଅଫିସ,୧୩ା୧: ସାରା ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଗୁରୁବାର ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ…

ଓଡ଼ଗାଁରେ ଆରମ୍ଭ, ଭାପୁରରେ ଶେଷ

ନୟାଗଡ଼ ଅଫିସ,୧୩।୧: କରୋନାର ତୃତୀୟ ଲହର ସମୟରେ ପଞ୍ଚାୟତ ନିର୍ବାଚନ ଭୋଟରଙ୍କ ଭୟ ବଢ଼ାଇଛି। ତଥାପି ନିର୍ବାଚନ ବିଗୁଲ୍‌ ବାଜିବା ପରେ ନେତା ଓ ଆଶାୟଙ୍କ ଉତ୍କଣ୍ଠା ବଢ଼ିଛି । ବିଶେଷ କରି ଶାସକ ଦଳର କର୍ମୀ, ନେତା ଓ ସମର୍ଥକ…

ମଣ୍ଡି ଖୋଲିଲା, ଧାନ ଉଠିଲାନି

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲାରେ ବହୁ ବିଳମ୍ବରେ ବୁଧବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ତେବେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଲା, କିନ୍ତୁ ଧାନ ଉଠି ପାରିଲା ନାହିଁ। ଧାନର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ମିଲର୍ସ। ଫଳରେ ଚାଷୀ…

ଅଦିନିଆ ବର୍ଷାରେ ଭିଜିଲା ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଡେରାବିଶ,୧୩ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଅଞ୍ଚଳରେ ମଙ୍ଗଳବାର ରାତିରୁ ପୁଣି ଥରେ ଆରମ୍ଭ ହୋଇଛି ଅଦିନିଆ ବର୍ଷା । ଚାଷୀଙ୍କ ପାଚିଲା ଓ ଅମଳକ୍ଷମ ଧାନ ଭିଜିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି । ଧାନ ବିକ୍ରୀ ପାଇଁ…

ତୈଳ ନିଗମ ପାଇପ ଲାଇନ କାମ ଆରମ୍ଭ

କୁଜଙ୍ଗ,୧୩ା୧ (ଡି.ଏନ.ଏ.): ବିରୋଧ ଯୋଗୁ ଦୀର୍ଘ ୮ମାସ ହେଲା ଅଧାରେ ଅଟକି ଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ବୁଧବାର ପୁଣି ଆରମ୍ଭ ହୋଇଛି। ଭାରତୀୟ ତୈଳ ନିଗମର ୧୨ଶହ ୧୨କିମି ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ଚାଲୁଥିବା ବେଳେ ଏରସମା…

୫ ଦିନ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ,୧୨ା୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ଯାଏ ଶଟ୍‌ଡାଉନ୍‌ କରାଯାଇଛି। ଗୁରୁବାର ଅର୍ଥାତ୍‌ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ। ୧୮ରୁ ହାଇକୋର୍ଟ ପୁଣି ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?