ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଲବକୁମାର ସର୍ବମୋଟ ୧୩ ହଜାର ୨୩୩ଖଣ୍ଡ ଭୋଟ ପାଇଥିବା ବେଳେ ରଞ୍ଜିତ ମୋଟ ୧୧ ହଜାର ୩୫୦ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାଜପାର ରାଧାକାନ୍ତ ପଣ୍ଡା ୪ ହଜାର ୧୪୬ଖଣ୍ଡ ଭୋଟ ପାଇଛନ୍ତି। ଆମ ଆଦମି ପାର୍ଟିର ସୁରେଶ କଲତା ୩୮୮ଖଣ୍ଡ ପାଇଥିବା ବେଳେ ୧,୩୬୮ ଖଣ୍ଡ ଭୋଟ ନାକଚ ହୋଇଛି। ବୀରମହାରାଜପୁର ଜୋନ-୧ର ଲବ କୁମାର ଜିଲାର ଏକମାତ୍ର ପ୍ରାର୍ଥିଭାବେ କଂଗ୍ରେସରୁ ବିଜୟୀ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଘୋଷଣାକୁ ଗଜପତି ମହାରାଜାଙ୍କ ସ୍ବାଗତ: ଐତିହ୍ୟ, ପରମ୍ପରାକୁ ଦୃଷ୍ଟିରେ ରଖାଯାଉ

ପୁରୀ ଅଫିସ, ୨୫।୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସ୍ବାଗତ କରିଛନ୍ତି ଗଜପତି...

ଖେଳ ହେଲା କାଳ : ପୋଖରୀରେ ପଡି ଦେଢ଼ବର୍ଷ ଶିଶୁ ପୁତ୍ରର ଜୀବନଗଲା

ପାଟଣା,୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଶତ୍ରୁଘ୍ନ ମୁଣ୍ଡାଙ୍କ ଦେଢ଼ବର୍ଷର...

୫ଦିନ ଧରି ନାବାଳିକାଙ୍କୁ ବଳାତ୍କାର

ବାରିପଦା ଅଫିସ, ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ...

ଧାନଖଳାରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୪।୧୨- ରାୟଗଡ଼ା ଜିଲା ତାଡ଼ମା ପଞ୍ଚାୟତ ମାଲିପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କର ଧାନଖଳାରେ ୧ ଏକର ଜମିର ଧାନ ଫସଲ ମଙ୍ଗଳବାର କୌଣସି କାରଣବଶତଃ...

ରାଜ୍ୟରେ କରୋନା ଦ୍ୱିତୀୟ ଲହରି ଆଶଙ୍କା ନାହିଁ

ଭୁବନେଶ୍ୱର, ୫।୧୨(ବ୍ୟୁରୋ)-କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସି...

ମେୟର ପ୍ରାର୍ଥୀ ବ୍ୟବହାର କରିବେ ୬ ଗାଡ଼ି

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟର ପ୍ରାର୍ଥୀମାନଙ୍କ ପ୍ରଚାର ସକାଶେ ଉପଯୋଗ ହେବାକୁ ଥିବା...

ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ

ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା...

୪ ମାସର ପୁଅକୁ ବିକି ଆତ୍ମହତ୍ୟା

ମାଲକାନଗିରି,୯ା୧ (ସ୍ବ.ପ୍ର./ଡି.ଏନ୍‌.ଏ.): ମୂଲମଜୁରି ମିଳୁ ନ ଥିଲା। ତେଣୁ ୫ ସନ୍ତାନ ସହ ପରିବାରର ୭ଜଣଙ୍କ ପେଟ ପାଇଁ ଦାନା ଯୋଗାଡ଼ କଷ୍ଟକର ହେଉଥିଲା। ମୁଣ୍ଡ...

Advertisement
Archives

Model This Week