ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…
ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର। ହେଲେ ବାଟରେ ଦାଉ ସାଧିଲା ଦଇବ। ଅଧା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ…
ନୂଆପଡା ଉପର୍ନିବାଚନ: ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ
ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆସନ୍ତା ୧୧ରେ ନୂଆପଡା ଉପନିର୍ବାଚନ ହେବ । କେଉଁ ଦଳ ବାଜିମାତ କରିବ ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକରେ ରଣନୀତି ପ୍ରସ୍ତୁତି ଚାଲିଛି। ନୂଆପଡା ଉପର୍ନିବାଚନର ପ୍ରଚାର ମୈଦାନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ…
ବରିଷ୍ଠ ନାଗରିକଙ୍କୁ ନେଇ ତତ୍ପର: ଆରମ୍ଭ ହେଲା…
ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶନିବାର ବରିଷ୍ଠ ନାଗରିକ ଏବଂ ପେନଶନ ଉପଭୋକ୍ତାଙ୍କ ନିମନ୍ତେ ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀପାଦ ପ୍ରସାଦ…
ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ୨ ନାବାଳକ
କଟକ,୨ା୧୧: ଖାନନଗର ନିକଟ କାଠଯୋଡ଼ିରେ ୨ ନାବାଳକ ରବିବାର ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ନାବାଳକ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ନିଖୋଜ ଅଛନ୍ତି। ନିଖୋଜ ଦୁଇ ନାବାଳକ ଭଗତପୁର ଅଞ୍ଚଳର ବୋଲି ସୂଚନାରୁ ଜଣାପଡ଼ିଛି। ଅଗ୍ନିଶମ…
ମନ୍ଥରଗତିରେ ରାମଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନିର୍ମାଣକୁ ନେଇ ଅନିଶ୍ଚିତତା
ମହାକାଳପଡ଼ା, ୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ରାମନଗରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ୨ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକରଣ ଓ ନିର୍ମାଣ କାର୍ଯ୍ୟ ୬ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳରେ ଆରମ୍ଭ…
ନିଆରା ଢଙ୍ଗରେ କାର୍ତ୍ତିକ ବ୍ରତ: ଦହି ହାଣ୍ଡିଭାଙ୍ଗି କୃଷ୍ଣଲୀଳା ପ୍ରଦର୍ଶନ
ଦାରିଙ୍ଗବାଡି,୨।୧୧(ଅରୁଣ ସାହୁ): ଦାରିଙ୍ଗବାଡିର ଶତାଧିକ ମହିଳା କାର୍ତ୍ତିକ ବ୍ରତ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପ୍ରକାଶ ଯେ, ପ୍ରତିବର୍ଷ ଭଳି କାର୍ତ୍ତିକ ମାସରେ ବ୍ରତ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ନିଆରା ଢଙ୍ଗରେ ମହିଳାମାନେ ଏହି ବ୍ରତ ପାଳନ କରିଛନ୍ତି।…
ଉପ ନିର୍ବଚନ: କଂଗ୍ରେସରେ ମିଶିଗଲେ ବିଜେଡି ଭାଜପା କର୍ମୀ
ନୂଆପଡ଼ା,୨ା୧୧ (ମକାରୁ ବେମାଲ): ନୂଆପଡ଼ା ବ୍ଲକ ଟାନୱଟ ପଞ୍ଚାୟତ ଝିଲମାଲ ଗାଁ ଓ ବିରୋମାଲ ପଞ୍ଚାୟତ ଦାର୍ଲି ନୂଆପଡା ଗାଁଠାରେ କଂଗ୍ରେସର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲା ମିଡ଼ିଆ ସେଲ ସଂଯୋଜକ ସୁଧୀର ମିଶ୍ରଙ୍କ…
ଲୋକଙ୍କ ଜୀବନ ସହ ଖେଳୁଛି ବେଦାନ୍ତ ଆଲୁମିନା
ଭବାନୀପାଟଣା,୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା କମ୍ପାନୀ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଲୋକଙ୍କୁ ବହୁତ ଆଶା ଦେଖାଇଥିଲା। ଏପରି କି ପ୍ରଦୂଷଣମୁକ୍ତ ଅଞ୍ଚଳ ଗଢ଼ିତୋଳିବାର ପ୍ରତିଶ୍ରୁତି ଦେଇଥିଲା। ଫଳରେ ସ୍ଥାନୀୟ ଲୋକମାନେ କାମଧନ୍ଦା ପାଇଁ ବେଦାନ୍ତ ଏକ…
ପରୀକ୍ଷା ଚିନ୍ତାରେ ଆଦିବାସୀ ଛାତ୍ରୀ
କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଅଧୀନ ଗୋନାସିକାସ୍ଥିତ ଏସ୍ଟି, ଏସ୍ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀମାନେ ବିଭାଗୀୟ…
ନୂଆପଡ଼ା ଉପନିର୍ବାଚନ: କୋମନାରେ ରାତିଅଧିଆ ବ୍ଲାଙ୍କ୍ ଫାୟାରିଂ
ନୂଆପଡ଼ା,୨ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଏଠାକାର ରାଜନୈତିକ ମାହୋଲ ସେତିକି ସରଗରମ ହେବାରେ ଲାଗିଛି। ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କ ଖଡ଼ିଆଳସ୍ଥିତ ଭଡ଼ାଘରେ ଚଢାଉ କରାଯିବା ପରେ ଦଳର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ…
ଶାଲିମାର ଟ୍ରେନ ଧକ୍କାରେ ଦାନ୍ତହାତୀର ମୃତ୍ୟୁ
ବାରିପଦା, ୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ଧକ୍କାରେ ଶନିବାର ରାତି ଦନ୍ତାହାତୀର ମୃତ୍ୟୁ ଘଟିଛି । ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪କିମି ଦୂର ଆଗ୍ରିଆ ରେଳକ୍ରସିଂ ନିକଟରେ ଏକ ଦନ୍ତା ହାତୀକୁ ଧକ୍କା ଦେବା…
ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ମାଲକାନଗିରି ବ୍ଲକ୍ ପଦ୍ମଗିରି…
Archives


