ପରୀକ୍ଷା ବାତିଲ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା
ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରମାନେ ୫ମ ସେମିଷ୍ଟର ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିଲେ। ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି, କରୋନା ସଂକ୍ରମଣ ଯୋଗୁ ପାଠପଢା ବାଧାପ୍ରାପ୍ତ ହେବା ସହିତ ଅନ୍ଲାଇନରେ ଠିକ୍…
୪ ଖଞ୍ଜଣି ଜବତ, ଜଣେ ଗିରଫ
ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ଜିଲା ମହିମାଗାଦି ଯୋରନ୍ଦା ପୀଠରେ ମାଘମେଳା ସମୟରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କଠାରୁ ବନ ବିଭାଗ ୪ଟି ଖଞ୍ଜଣି ଜବତ କରିଛି। ଏହି ଘଟଣାରେ ଗଁଦିଆ ଥାନା ଯୋରନ୍ଦା ପାଟଣା ଗ୍ରାମର ପ୍ରହଲାଦ ସାହୁ(୫୮)ଙ୍କୁ ଗିରଫ ପରେ କୋର୍ଟଚାଲାଣ…
ମାଂସ ଦୋକାନୀଙ୍କୁ ଆକ୍ରମଣ, ଅଷ୍ଟପ୍ରହର ପାଇଁ ଦେଇ ନ ଥିଲେ ଚାନ୍ଦା
ଛେଣ୍ଡିପଦା,୧୭।୨(ସ୍ବ.ପ୍ର.) ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଅଷ୍ଟପ୍ରହର ଚାନ୍ଦା ନ ଦେବାରୁ ଜଣେ ମାଂସ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, କୋଶଳା ମେଡିକାଲ ଛକ ନିକଟରେ ଦୀର୍ଘବର୍ଷ ହେବ ଏମ୍ଡି ସାହିଦ ନାମକ ଜଣେ…
ପ୍ରଚାର ସରିଲା, ଶେଷ ପ୍ରୟାସରେ ପ୍ରାର୍ଥୀ
ଛେଣ୍ଡିପଦା,୧୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ଓ ୪ଟି ଜିଲା ପରିଷଦ (ନଂ. ୧୪, ୧୫, ୧୬, ୧୭) ଜୋନ୍ରେ ଆସନ୍ତା ୧୮ ତାରିଖରେ ଭୋଟ ଗ୍ରହଣ ହେବ। ଏଥିପାଇଁ ବୁଧବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନକୁ…
୫୨କେଜି ନକଲି କୀଟନାଶକ ଔଷଧ ଜବତ
କେସିଙ୍ଗା,୧୭।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ ଔଷଧ ଜବତ କରାଯାଇଛି। ଟିଟିଲାଗଡ ବ୍ଲକର ଶାଗଣାମୁଣ୍ଡା ଗ୍ରାମର ପ୍ରଶାନ୍ତ ନନ୍ଦ ନାମକ ଜଣେ…
ଏମ୍କେସିଜିକୁ ଆସିଲା ବ୍ୟାଟେରିଚାଳିତ ରୋଗୀବୁହା ଗାଡ଼ି
ବ୍ରହ୍ମପୁର ଅଫିସ,୧୭।୨: ବ୍ରହ୍ମପୁର ବଡ ମେଡିକାଲକୁ ମିଳିଛି ଆଉ ଏକ ବ୍ୟାଟେରି ଚାଳିତ ରୋଗୀବୁହା ଗାଡ଼ି। ସେହିପରି ନୂତନ ୮ଟି ଭେଣ୍ଟିଲେଟର ମଧ୍ୟ ଏମ୍କେସିଜିକୁ ଆସିଥିବା ଜଣାପଡ଼ିଛି। ଆଶୁ ଚିକିତ୍ସା ବିଭାଗକୁ ଆସୁଥିବା ଗୁରୁତର ରୋଗୀଙ୍କ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ…
ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ
ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୫ ନଂ ବୁଥକୁ ଦଖଲ କରି…
ବୁଗୁଡ଼ା ବ୍ଲକର ବାଲିପଦର, କାଦପଡ଼ାରେ ୨ ପିଙ୍କ୍ ବୁଥ୍
ବୁଗୁଡ଼ା,୧୭।୨(ଡି.ଏନ.ଏ.) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ୧୮ରେ ଭୋଟ ଗ୍ରହଣ ହେବ। ବୁଗୁଡ଼ା ବ୍ଲକର ୨୮୭ଟି ବୁଥ୍ ମଧ୍ୟରୁ ବାଲିପଦର ଗ୍ରାମସ୍ଥ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ବୁଥ୍ ନମ୍ବର ୮ ଏବଂ କଳମ୍ବ ପଞ୍ଚାୟତ ଅନ୍ତର୍ଗତ…
୧୫ ଜଣଙ୍କୁ କାରଣଦର୍ଶାଅ ନୋଟିସ: ନିର୍ବାଚନ କାର୍ଯ୍ୟରେ ଯୋଗଦେଇନାହାନ୍ତି ସରକାରୀ କର୍ମଚାରୀ
ଛତ୍ରପୁର,୧୭।୨(ଡି.ଏନ.ଏ): ନିର୍ବାଚନ କାର୍ଯ୍ୟ ଏକ ସାମ୍ବିଧାନିକ କାର୍ଯ୍ୟ। ଏହି କାର୍ଯ୍ୟ ସମ୍ପାଦନ ସକାଶେ ନିର୍ଦ୍ଦେଶ ପାଇଥିବା ପ୍ରତ୍ୟେକ ସରକାରୀ କର୍ମଚାରୀ ଏଥିରେ ସହଯୋଗ କରିବା ଆବଶ୍ୟକ। ଗଞ୍ଜାମ ଜିଲାରେ ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ନିର୍ବାଚନ କାର୍ଯ୍ୟ ପାଇଁ ନିଯୁକ୍ତି ପାଇ…
୩ ଗ୍ରାମବାସୀଙ୍କ ଭୋଟ ବର୍ଜନ
ଫୁଲବାଣୀ ଅଫିସ, ୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ବୁଧବାର ହୋଇଛିା କ.ନୂଆଗଁା ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ୩ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ୩ ଗ୍ରାମ ମଗଡିଙ୍ଗିଆ, କପୁଗୁଡା ଓ ମାହାଗୁଡା ପୂର୍ବରୁ ପୂର୍ବରୁ…
ଭୋଟ ଦେଲେନି ୬୮ ଭୋଟର
ଖୁଣ୍ଟା,୧୭।୨(ଡି.ଏନ.ଏ.) ତ୍ରୁଟିପୂର୍ଣ୍ଣ ଭୋଟର ତାଲିକାକୁ କେନ୍ଦ୍ରକରି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତର ଏକ ବୁଥ୍ରେ ବୁଧବାର ଭୋଟ ବର୍ଜନ କରାଯାଇଛି। ଏହି ପଞ୍ଚାୟତର ସାର୍ଜମଡ଼ିହି ଗ୍ରାମର ୩ ନଂ. ଓ୍ବାର୍ଡର ୬୮ଭୋଟର ମତଦାନ କରିନାହାନ୍ତି। ବଡ଼ଫେଣି ସରକାରୀ ପ୍ରାଥମିକ…
୫ ଜିଲା ପରିଷଦ ଜୋନ୍ରେ କଡ଼ା ଟକ୍କର
ବାଲେଶ୍ୱର ଅଫିସ,୧୭।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୨୪ତାରିଖରେ ବାଲେଶ୍ୱର ସଦର ବ୍ଲକର ୫ଟି ଜିଲାପରିଷଦ ଜୋନ୍ ଓ ୩୭ ପଞ୍ଚାୟତରେ ନିର୍ବାଚନ ହେବ। ୧ଲକ୍ଷ ୪୬ହଜାର ୪୨୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।…

