ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହେଲେ କିରଣ କୁମାରୀ

ଛତ୍ରପୁର,୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତିନୂଆଗାଁର ସମିତିସଭ୍ୟା କିରଣ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିରଣଙ୍କୁ ୧୨ଟି ଭୋଟ୍‌ ମିଳିଥିବାବେଳେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀଙ୍କୁ ୬ଟି ଭୋଟ୍‌ ମିଳିଥିଲା।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ବେଳେ ୫ ଜଣ ସମିତିସଭ୍ୟଙ୍କୁ କରୋନା ଦର୍ଶାଇ ଭୋଟ୍‌ ଗ୍ରହଣକୁ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ସମ୍ବଲପୁର,୩ା୩(ବ୍ୟୁରୋ): ସମ୍ବଲପୁର ଜିଲା ଫ୍ୟାମିଲି କୋର୍ଟରେ ଦୁଇବର୍ଷ ପୂର୍ବରୁ ଘଟିଥିବା ବହୁଚର୍ଚ୍ଚିତ ସଙ୍ଗୀତା ଚୌଧୁରୀ ହତ୍ୟାକାଣ୍ଡର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ବିଭୂତି ନାରାୟଣ...

ଗାଁ ମାଟିରେ ପର୍ବତାରୋହୀ ଲିପିକାଙ୍କୁ ସମ୍ବର୍ଦ୍ଧନା

ବରଗଡ଼ ଅଫିସ,୧୩।୧୦: ଋଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁଶ୍‌କୁ ସଫଳତାର ସହିତ ଆରୋହଣ କରି ଶିଖରରେ ଦେଶ ମାତୃକାର ତ୍ରିରଙ୍ଗା ଉଡ଼ାଇବା ପରେ ପର୍ବତାରୋହୀ ଲିପିକା...

ପାଣି ପାଇଁ ରାସ୍ତାରେ ମହିଳା

ହିନ୍ଦୋଳ, ୪।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା...

ମୁନିଗାଡ଼ି, ଗହଙ୍ଗୁ ଗ୍ରାମ କଣ୍ଟେନମେଣ୍ଟ ଜୋନ୍

ଆସିକା,୨୪ା୮(ଡି.ଏନ୍‌.ଏ.)-କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆସିକା ବ୍ଲକ ମୁନିଗାଡ଼ି ପଞ୍ଚାୟତର ମୁନିଗାଡ଼ି ଓ ଗହଙ୍ଗୁ ପଞ୍ଚାୟତର ଗହଙ୍ଗୁ ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇଛି। ସେହିପରି...

୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍‌ଡାଉନ

ଜଟଣୀ,୧୦ା୬(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍‌ଡାଉନ୍‌ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା...

ନିଶାସକ୍ତ ବାଇକ୍‌ ଚାଳକଙ୍କୁ କୋର୍ଟ ଚାଲାଣ

ପାଟପୁର,୯ା୧୨(ଡି.ଏନ.ଏ.)-ପାଟପୁର ପୋଲିସ ସୋମବାର ଅପରାହ୍ନରେ ଜଣେ ନିଶାସକ୍ତ ବାଇକ୍‌ ଚାଳକଙ୍କୁ ନନ ଏଫ୍‌ଆଇଆର୍‌ ମାମଲା ନଂ. ୧୨୧/୧୯ରେ କୋର୍ଟ ଚାଲାଣ କରିଛି। ସେ ହେଲେ ଶେରଗଡ଼...

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ଅପରେଶନ ପାଇଁ ଲାଞ୍ଚ ମାଗିବାରୁ ଉତ୍ତେଜନା, ସିଡିଏମ୍‌ଓଙ୍କୁ ଘେରାଉ କଲା ଜିଲା ଓକିଲ ସଂଘ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଅନିଲ କୁମାର ପଣ୍ଡା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ଅର୍ଥ ମାଗିବା ଘଟଣାକୁ ନେଇ...

Advertisement
Archives

Model This Week