ଆମ ଜିଲା ଖବର

ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଆରମ୍ଭ

ପୁରୀ ଅଫିସ,୨୫ା୧୧: ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ନେଇ ପୁରୀ ଜିଲା ଚର୍ଚ୍ଚାରେ ରହିଛି। ପୁରୀ ହାଜତ ମୃତ୍ୟୁର ତାତି ଥମି ନ ଥିବାବେଳେ ପିପିଲି ଓ ପୁରୀ ଟାଉନ ଥାନା ପୋଲିସ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଦୁଇଟି...

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରୁ ୧୫ କର୍ମଚାରୀ ବହିଷ୍କୃତ

କଟକ ଅଫିସ,୨୫ା୧୧: କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରୁ ୧୫ କର୍ମଚାରୀଙ୍କୁ ମଙ୍ଗଳବାର ବହିଷ୍କୃତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠିନଂ.୪୪୫୮/୨୩ା୧୧ା୨୦ରେ ବିନା ଅନୁମୋଦନରେ କାମ କରୁଥିବା ୧୫ କର୍ମଚାରୀଙ୍କୁ ବହିଷ୍କାର...

ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା ମହାମାରୀ ପାଇଁ ଏହି ବେଶକୁ ଭକ୍ତମାନେ ଦେଖିପାରିବେ ନାହିଁ। ତେବେ ମହାପ୍ରଭୁଙ୍କର ଏହି...

ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫ା୧୧: ନାଗାର୍ଜୁନ ବେଶ ଓଲାଗି ପରେ ଏହି ବେଶ କ’ଣ ହେବ ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଏହା ଆଲୋଚନା ହୋଇଥିଲେ ବି ଚୂଡ଼ାନ୍ତ ହୋଇପାରି ନ...

ସୁନ୍ଦରଗଡ଼ରେ ବଢ଼ୁଛି କରୋନା ମୃତ୍ୟୁ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ଏବେ ଚିନ୍ତାଜନକ ହେଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ଯେତିକି ଆଶ୍ୱସ୍ତି ମିଳିଛି ମୃତ୍ୟୁ ସଂଖ୍ୟା ବୃଦ୍ଧି ସେତିକି ଚିନ୍ତା ବଢ଼ାଉଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧ରେ ପହଞ୍ଚତ୍ଛି। ଏବେ...

ମାଡ଼ିଗଲା ଡମ୍ପର: ୬ ମୃତ

ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ ଜିଲା ଶରଣକୁଳଠାରେ ମଙ୍ଗଳବାର ଏକ ଡମ୍ପର ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶରଣକୁଳ ଗୁଡିଆସାହିର ରାଜେଶ ମହାପାତ୍ର (୧୭), ସୁଆରସାହିର ନୀଳକଣ୍ଠ ମହାରଣା (୮୦) ଓ ନାତୁଣୀ...

ତଳମଲା ପଞ୍ଚାୟତରେ ନୂତନ ମଣ୍ଡି ଉଦ୍‌ଘାଟିତ

ଜୁନାଗଡ, ୨୫।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତର ନୂତନ ମଣ୍ଡି ସୋମବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଦୁଶିଲା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ରାଜନୈତିକ...

ଅବକାରୀ ଚଢାଉ : ୨୮୦୦କିଗ୍ରା ମହୁଲ ପୋଚ ଜବତ

କୋକସରା,୨୫।୧୧(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଖୁରସେଲଗୁଡା, ବେହେରା ନାଳ ପାଖରେ ଚୋରାମଦ ରନ୍ଧା ହେଉଥିବା ଖବରପାଇ ଜିଲା ଭ୍ରାମ୍ୟମାଣ ଗୋଷ୍ଠୀ ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ସେଠାରେ ଖାନ୍‌ତଳାସି ପରେ ୨୮୦୦କିଗ୍ରା ମହୁଲ...

ବିଦ୍ୟୁତ୍‌ ଖୁଣ୍ଟ, କେବୁଲ ତାର ସଂଯୋଗ ପାଇଁ ଶକ୍ତିମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୨୫।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ନକଟିଗୁଡା ଓ ବାଣ୍ଡିବସୁଲ ଗ୍ରାମରେ ବିଦ୍ୟୁତ୍‌ ଖୁଣ୍ଟ ଓ କେବୁଲ ତାର ସଂଯୋଗ ପାଇଁ ସ୍ଥାନୀୟ ସମିତି ସଭ୍ୟ ବିକାଶ ରଞ୍ଜନ ସରାଫ ସୋମବାର ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ...

ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ଲାଗୁଛି ଗୁଡ଼ହାଣ୍ଡି ଡୋକରୀଚଞ୍ଚରା

କୋକସରା, ୨୫।୧୧ (ଡି.ଏନ.ଏ)-ଶୀତୁଆ ସକାଳରେ ଶୀତର ମଜା ନେବା ସହ ପ୍ରକୃତି ରାଣୀ କୋଳରେ ଦିନ ଟିଏ ବିତାଇବାକୁ କିଏ ବା ନ ଚାହେଁ। ତେବେ ଆଜିକୁ ପ୍ରାୟ ୭ ମାସରୁ ଊର୍ଦ୍ଧ ହେବ ଲୋକେ କୋଭିଡ କଟକଣା ଯୋଗୁ...

ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ। ପ୍ରଥମେ ତାଳଚେର-ଅନୁଗୋଳ-ମେରାମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ(ତାମଡା) ଅଧୀନରେ ଥିବା ଅନୁଗୋଳ, ତାଳଚେର ଓ ବଅଁରପାଳର...

ପତିତପାବନଙ୍କ ହେବ ନାହିଁ ନାଗାର୍ଜୁନ ବେଶ

ପୁରୀ ଅଫିସ୍‌,୨୩।୧୧: ଆସନ୍ତା ୨୭ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ପଡିିଛି ଏହି ଦୁର୍ଲଭ ବେଶ। ଦାରୁଦିଅଁଙ୍କ ଏହି ବିରଳ ବେଶକୁ ଭକ୍ତମାନେ ଦେଖପାରିବେ ନାହିଁ। କରୋନା ମହାମାରୀ ପାଇଁ ଏଭଳି ନିଷ୍ପତ୍ତି ହୋଇଛି। ତେବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri