ପିଲା ଚୋର ସନ୍ଦେହରେ ମାନସିକ ବିକାରଗ୍ରସ୍ତଙ୍କୁ ବାନ୍ଧିଲେ
ଧାମନଗର,୪।୨ – ଗତ କିଛିଦିନ ଧରି ଗ୍ରାମାଞ୍ଚଳରେ ପିଲା ଚୋରି ଗୁଜବ ଚାଲିଥିବାରୁ ବିଭିନ୍ନ ଗଁାରେ ବୁଲାବୁଲି କରୁଥିବା ନିରୀହ ମାନସିକ ବିକାରଗ୍ରସ୍ତ ଲୋକଙ୍କ ମାଡ଼ ଗାଳିର ଶିକାର ହେଉଛନ୍ତି। କେତେକ ସ୍ଥାନରେ ହାବୁଡ଼ରେ ପଡ଼ିଥିବା ଏଭଳି ମାନସିକ ବିକାରଗ୍ରସ୍ତଙ୍କୁ...
ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍ଏସ୍ଙ୍କ ଆତ୍ମାହୁତି ଉଦ୍ୟମ
ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍ଏସ୍ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭଦ୍ରକ ଜିଲା ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ...
ଭୟରେ ଗାଁ ଛାଡ଼ିଲେ ୮୫ ପରିବାର
ଚିତ୍ରକୋଣ୍ଡା, ୪।୨(ଡି.ଏନ୍.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡିଛନ୍ତି। ଗତ ଦୁଇ ଦିନ ହେଲା ସେମାନେ...
ଖଣିଜ ପରିବହନ ପାଇଁ ଜଙ୍ଗଲ କଟା ନେଇ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ
କେନ୍ଦୁଝର,୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଉପର କାଦକଳାଠାରୁ ବସନ୍ତପୁର ପର୍ଯ୍ୟନ୍ତ ଜଙ୍ଗଲରେ ଖଣିଜ ପଥର ପରିବହନ ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିରେ ସ୍ଥାନୀୟ ବସନ୍ତପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତଙ୍କ...
ମାଓବାଦୀ ଭୟରେ ଭିଟାମାଟି ଛାଡ଼ିଲେ ୮୫ରୁ ଊର୍ଦ୍ଧ୍ୱ ଲୋକ
ଚିତ୍ରକୋଣ୍ଡା,୪।୨(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡ଼ା, ବିହନଗୁଡ଼ି,ଖାଲପଦର,ତାରାବେଢା,ମାଟିଖାଲ,ଲାଡିଗୁଡ଼ା,ବେଜିଙ୍ଗ,ତାଲପଦର,ପଳାସପଦର,ଡାଳିଆମ୍ବ, ମୁତାମ୍ବ, ଗମେଲପୁଟ,ଦୋରାଗୁଡ଼ା ମାଓବାଦୀ ଭୟ ଏବଂ କାମଧନ୍ଦା ଅଭାବରୁ ଭିଟାମାଟି ଛାଡ଼ିଛନ୍ତି ୮୫ରୁ ଊର୍ଦ୍ଧ୍ୱ ଲୋକ। ଖବର...
ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ
ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ। ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ରହିଛି କି...
ଜଙ୍ଗଲରେ ଖଞ୍ଜା ଯାଇଥିଲା ବମ୍, ଗିଳିଦେଲା ବଳଦ; ଆଉ ତା’ ପରେ…
ପରଜଙ୍ଗ,୪।୨(ଡି.ଏନ୍.ଏ.): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ବମ୍ ଖାଇ ଗୋଟିଏ ବଳଦ ଗୁରୁତର ହୋଇପଡ଼ିଛି। ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍ ରେଞ୍ଜ ସୋଲଗାଁ ଜଙ୍ଗଲରେ। ଗ୍ରାମର ଶିଖର ସାହୁଙ୍କ ବଳଦ ସୋଲଗାଁ ଗ୍ରାମ୍ୟ ଜଙ୍ଗଲକୁ ଚରିବା...
ଏନ୍ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି
ପୁରୁଷୋତ୍ତମ ପୁର, ୪।୨(ଡି.ଏନ.ଏ.): ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର। ସହରରେ...
ଅବଧି ନ ଥିଲେ ବି ମୂଲ୍ୟ ଅଧିକ
ଅନୁଗୋଳ ଅଫିସ, ୪।୨: ଅନୁଗୋଳ ଜିଲାର କେତୋଟି ମଦ କାଉଣ୍ଟରରେ ବିକ୍ରି ହେଉଛି ଏକ୍ସପାଏରୀ ମଦ। କେଇମାସ ପୂର୍ବରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବୋତଲରେ ନୂଆ ଷ୍ଟିକର ଲଗାଇ ବିକ୍ରି କରାଯାଉଛି। ଏପରି କି ପ୍ରିଣ୍ଟ ମୂଲ୍ୟଠାରୁ କିଛି ଟଙ୍କା...
ଓଡ଼ିଶାରେ ଆନ୍ଧ୍ର କରୁଛି ନିର୍ବାଚନ
ପଟ୍ଟାଙ୍ଗୀ,୩ା୨: କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗିଥିବା ବିବାଦ ଏଯାଏ ତୁଟିନାହିଁ। ଏପରି ସ୍ଥଳେ ଓଡ଼ିଶା ସରକାର ପଞ୍ଚାୟତରେ କିପରି ବିକାଶମୂଳକ କାର୍ଯ୍ୟ ହୋଇପାରିବେ ସେନେଇ...
ବନପାଳଙ୍କ ସମ୍ପତ୍ତି ୧. ୪୧ କୋଟି
ସୋନପୁର,୩।୨: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ବିନିକା ବନପାଳ ଜଗବନ୍ଧୁ ବାରିକଙ୍କ ବାସଭବନ ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭିଜିଲାନ୍ସ ଟିମ୍ ଜଗବନ୍ଧୁଙ୍କ ସୋନପୁର ସହର ଶାନ୍ତିନଗରସ୍ଥିତ ଦ୍ୱିତଳ କୋଠା, ଜିଲାପାଳଙ୍କ...
ଜେଲରେ ମିଳିବ କନ୍ଧମାଳ ହଳଦୀ
ସମ୍ବଲପୁର, ୩ା୨(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଏଣିକି କନ୍ଧମାଳ ହଳଦୀ ଉପଲବ୍ଧ ହେବ। ବୁଧବାର କାରାଗାର ପରିସରରେ ଏକ କାଉଣ୍ଟର ଖୋଲାଯାଇ ହଳଦୀ ସାଙ୍ଗକୁ ଅଟା, ବେସନ ବିକ୍ରି ଆରମ୍ଭ ହୋଇଛି। ସୁପରିଣ୍ଟେଣ୍ଡେଣ୍ଟ ବୀରେନ ସାହୁ ଏହାକୁ ଉଦ୍ଘାଟନ କରି...
Archives


