ଜାଲ୍ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…
ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଚିତ୍ରକୋଣ୍ଡା ପୋଲସ ଗିରଫ କରିଛି। ସେମାନେ ହେଲେ...
ଫାଟୁସିନେରିରେ ଆନ୍ଧ୍ର କଲା ନିର୍ବାଚନ: ସେଧା ହେଲେ ସରପଞ୍ଚ
ପଟାଙ୍ଗୀ,୧୪ା୨: ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ଫାଟୁସିନେରି ଗ୍ରାମକୁ ନିଜର ବୋଲି ଦାବି ସାବ୍ୟସ୍ଥ କରିବା ପାଇଁ ଶେଷରେ ଶନିବାର ଏହି ଗ୍ରାମରେ ପଞ୍ଚାୟତ ନିର୍ବାଚନ କରିଛି। ବିଜୟନଗରମ ଜିଲା ପ୍ରଶାସନ...
ବିନା ହେଲମେଟ୍ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …
ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବାରୁ ଏକ ପେଟ୍ରୋଲ ପମ୍ପକୁ ସିଲ ପ୍ରଶାସନ ସିଲ୍ କରିଥିଲା। ନିୟମ...
ସ୍ତ୍ରୀ ହତ୍ୟା ଲାଗି ସୁପାରି
ନୟାଗଡ ଅଫିସ,୧୩।୨: ହତ୍ୟାର ୧୫ ଦିନ ପରେ ନୟାଗଡ ଜିଲା ଶରଣକୁଳ ଥାନା ସୁଆରସାହିର ସସ୍ମିତା ମହାପାତ୍ର ହତ୍ୟା ଘଟଣାର ଗୁମର ଫିଟିଛି । ସ୍ତ୍ରୀଙ୍କୁ ହତ୍ୟା କରିବାକୁ ସ୍ବାମୀ ୪ ସୁପାରିକିଲରଙ୍କୁ ନିୟୋଜିତ କରିଥିଲେ । ହତ୍ୟାକାଣ୍ଡ ପରେ...
ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଗଣବଳାତ୍କାର
ଭଞ୍ଜନଗର,୧୩।୨: ଭଞ୍ଜନଗର ସହରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗଣବଳତ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ଛାତ୍ରୀ ଜଣଙ୍କ ଏକ କମ୍ପ୍ୟୁଟର ସେଣ୍ଟରକୁ ପଢ଼ିବାକୁ ଯାଇଥିଲେ। ସେ ଘରକୁ ଫେରୁଥିବା ବେଳେ...
୨ ଗୁଣା ଫି’ ବୃଦ୍ଧି ପ୍ରତିବାଦରେ ଛାତ୍ର ଅଶାନ୍ତ
ଭୋଗରାଇ,୧୩।୨: ଫି’ ବୃଦ୍ଧି ପ୍ରତ୍ୟାହାର ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦ୍ଦା କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଶନିବାର କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ୪ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ...
୩ ଘଣ୍ଟିଆ ଚକାଜାମ୍
ସମ୍ବଲପୁର,୧୩ା୨(ବ୍ୟୁରୋ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ସମ୍ବଲପୁର ଜିଲା ଭାଜପା ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲା। ସମ୍ବଲପୁର-ଦେବଗଡ ୫୩ନଂ....
ସମ୍ବର ମାଂସ ଭାଗ କଲା ବେଳେ ଧରାପଡ଼ିଲେ ଶିକାରୀ
ଉଦଳା,୧୩।୨: ମୟୂରଭଞ୍ଜ ଜିଲା ଉଦଳା ବନ ବିଭାଗ ବନାଞ୍ଚଳ ଅଧୀନ ଅଙ୍ଗାରପଡ଼ା ଗ୍ରାମରେ ଚଢ଼ାଉ କରି ସମ୍ବର ମାଂସ ଜବତ କରିଛି। ଏପରି କି ଅଧିକାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଶିକାରୀ ହେଲେ ଉକ୍ତ ଗ୍ରାମର ଗୋପାଲ...
ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ
ହିଞ୍ଜିଳିକାଟୁ,୧୩।୨(ଡି.ଏନ୍.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନେ ସ୍ଥାନୀୟ ବିଜୁବାବୁ ଛକରେ ଦାବି ପ୍ରସଙ୍ଗରେ ପ୍ରଥପ୍ରାନ୍ତ ସଭା...
ପ୍ରତିଶ୍ରୁତି ପରେ ଭାଙ୍ଗିଲା ଆମରଣ ଅନଶନ
ଆନନ୍ଦପୁର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନଠାରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଶୁକ୍ରବାର ରାତି ୮ଟା ପରେ...
ନିଅଁ ଖୋଳିବା ବେଳେ ବାହାରିଲା ୧୦ ଝୁଡ଼ି କଉଡ଼ି
ନୟାଗଡ଼ ଅଫିସ/ ରଣପୁର, ୧୩।୨ (ସ୍ବ.ପ୍ର.): ଘର ତିଆରି ପାଇଁ ନିଅଁ ଖୋଳା ଯାଉଥିବାବେଳେ ମାଟିତଳୁ ପ୍ରାୟ ୧୦ ଝୁଡ଼ି କଉଡ଼ି ବାହାରିଛି। ଶୁକ୍ରବାର ନୟାଗଡ଼ ଜିଲା ରଣପୁର ବ୍ଲକ ତାଳକଣି ପଞ୍ଚାୟତ ନଛିପୁର ଗଁାରେ ଏହି ଘଟଣା ସାମ୍ନାକୁ...
ମାର୍ଚ୍ଚ ୧ରେ ଭୁବନେଶ୍ୱରକୁ ଟ୍ରାକ୍ଟର ରାଲି
ସମ୍ବଲପୁର,୧୩।୨ (ବ୍ୟୁରୋ): ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡ ପରିସରରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚାଷୀମାନେ ଟାଗେର୍ଟ କରି ବର୍ଷିଥିଲେ। ଫେବୃୟାରୀ...
Archives


