ଆମ ଜିଲା ଖବର

ବସନ୍ତରେ ବୈଶାଖ ତାତି

ବରଗଡ଼ ଅଫିସ୍‌,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ ସପ୍ତାହକ ପୂର୍ବରୁ ବରଗଡ଼ ଜିଲାରେ ଏଭଳି ଅନୁଭୂତ ହେଉଛି। ତାତି ଯୋଗୁ ଲୋକେ...

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ବାଇକ୍‌ରେ ଯିବାବେଳେ ଦୁର୍ଘଟଣାରେ ମା’ ବାପାଙ୍କ ଆଗରେ ୨ ପିଲାଙ୍କ ଜୀବନ ଚାଲିଯାଇଛି।...

ସୁନା, ରୁପା ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୧୦।୩: କଳାହାଣ୍ଡି ଜିଲା ଜୁନାଗଡ଼ ସହର କଲମପୁରଛକ ନିକଟ ଏକ ଜୁଏଲର୍ସରୁ ବୁଧବାର ଦିନ ଦ୍ୱିପ୍ରହରେ ସୁନା ଓ ରୁପା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ,  ଜୁଏଲର୍ସର ଦୋକାନ ମାଲିକ ରଞ୍ଜନ କୁମାର ସାହୁ...

କକାଙ୍କ ଶୁଦ୍ଧିକ୍ରିୟାକୁ ଆସି ପୋଖରୀରେ ବୁଡ଼ିଗଲେ ପୁତୁରା

ଉଦଳା,୧୦ା୩: କକାଙ୍କ ଶୁଦ୍ଧିକ୍ରିୟାକୁ ଆସିଥିବା ବେଳେ ପୋଖରୀରେ ବୁଡ଼ି ପୁତୁରାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶୁଖୁଆସାହି ଅଞ୍ଚଳରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର କୁନାରାମ ଦଳେଇ। ସେ...

ବନ୍ଦ ହେବାକୁ ଯାଉଛି ୧୮୯୦ରୁ ସେବା ଯୋଗାଉଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ

ସମ୍ବଲପୁର,୧୦ା୩(ବ୍ୟୁରୋ): ଦେଶ ସ୍ବାଧୀନ ପୂର୍ବରୁ ଅର୍ଥାତ୍‌ ୧୮୯୦ରେ ନିର୍ମାଣ ହୋଇଥିବା ସମ୍ବଲପୁର ରୋଡ୍‌ ଷ୍ଟେଶନ ବନ୍ଦ ହେବ। ଏ ନେଇ ରେଳ ସଦନ ଭୁବନେଶ୍ୱରର ପ୍ରିନ୍ସିପାଲ ଚିଫ୍‌ ଅପରେଶନ ମ୍ୟାନେଜରଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ସମ୍ବଲପୁର ରେଳ ମଣ୍ଡଳକୁ ମଧ୍ୟ...

ବାଜ୍ୟାପ୍ତ ହେଲା ଗଞ୍ଜେଇ ବ୍ୟବସାୟୀଙ୍କ ୯୬ଲକ୍ଷ ଟଙ୍କାର ସମ୍ପତ୍ତି

ଜୟପୁର ୧୦ା୩: ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ୯୬ଲକ୍ଷ ୫୦ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। ଏପରି ଘଟଣା ଜିଲାରେ ପ୍ରଥମ ବୋଲି ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ଏକ ଖବରଦାତା ସମ୍ମିଳନୀରେ...

ନାବାଳିକା ବଳାତ୍କାର ମାମଲାରେ ୧୦ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୧୦।୩: ନାବାଳିକା ବଳାତ୍କାର ମାମଲାରେ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଅଭିଯୁକ୍ତ ଚୌବନ ଜାନି(୩୦)ଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା...

ଯୌତୁକ ନିଆଁରେ ଜଳିଗଲେ ମହିଳା

ରାଜନଗର,୧୦।୩: ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ବାଘମାରୀ ଗାଁରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମ ବୈଶାଖୀ ପାଳ। ଶାଶୁ, ଶ୍ୱଶୁର, ସ୍ବାମୀ ଓ ଦିଅର ମିଶି ତାଙ୍କୁ ହତ୍ୟା କରିଥିବା ବୈଶାଖୀଙ୍କ...

ଗାଈ ଫସଲ ଖାଇଦେବାରୁ ମହିଳାଙ୍କୁ ହତ୍ୟା କଲେ ମହିଳା

ଓଡ଼ଗାଁ,୧୦।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଓ ବାହାଡ଼ାଝୋଲା ଫାଣ୍ଡି ଅଧୀନ ବଧୁଲିପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ହାତାହାତି ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି।...

ଅସ୍ତ୍ରୋପଚାର ପରେ ଚାଲିଗଲା ଝିଅର ଜୀବନ, ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମାଲକାନଗିରି,୧୦।୩(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ଭାମ୍ବେ କଲୋନୀରେ ରହୁଥିବା ସହଦେବ ନାଗଙ୍କ ଝିଅ ଏଲିସା ନାଗ (୯) ସ୍ଥନୀୟ ତୁମୁଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପାଠ ପଢୁଥିବା ବେଳେ କଟକ ମେଡିକାଲରେ ଡାହାଣ ହାତ ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର...

ଓଲଟିଲା ବର ଶୋଭାଯାତ୍ରା ଗାଡ଼ି, ୨୦ ଆହତ; ୫ ଗୁରୁତର

ଛେଣ୍ଡିପଦା,୧୦।୩(ଡି.ଏନ୍‌.ଏ.): ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ବୁଧବାର ବିବାହ ନିମନ୍ତେ ଯାଉଥିବା ବର ଶୋଭାଯାତ୍ରା ଗାଡ଼ି ଓଲଟି ୨୦ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଆହତମାନେ ବାରମଞ୍ଚା ଗ୍ରାମର ବୋଲି...

ରମ୍ଭା-ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି: ଭୁବନେଶ୍ୱରର ୭ ଗଲେ ଜେଲ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା -ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି କରୁଥିବାବେଳେ ଭୁବନେଶ୍ୱରର ୭ ଜଣଙ୍କୁ ବ୍ରହ୍ମପୁର ଆରପିଏଫ୍‌ ଟିମ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୫୫ ମିଟର କେବୁଲ, ୩ କଟର ମେଶିନ ଜବତ କରାଯାଇଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri