ଆମ ଜିଲା ଖବର

ଛେରାପହଁରା କଲେ ଗଜପତି

ପୁରୀ ଅଫିସ,୧୪ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ। ସ୍ନାନନୀତି ସମାପନ ପରେ ଛେରାପହଁରା କାର୍ଯ୍ୟ ଆରମ୍ଭ…

କଳାପାଟ ଜଙ୍ଗଲରୁ ଗିରଫ ହେଲେ ୪ ଶିକାରୀ

କେନ୍ଦୁଝର,୧୪।୬(ସ୍ବ.ପ୍ର): କେନ୍ଦୁଝର ଜିଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ହୁକିଂ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର…

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ

ଜି. ଉଦୟଗିରି ୧୪।୬(ଡି.ଏନ୍‌.ଏ. ): କନ୍ଧମାଳ ଜିଲା ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସେବାୟତ ପୂଜାର୍ଚ୍ଚନା କରିଥିଲେ। ପରେ…

ଦୋକାନ ଟାଇଲ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ପାଟଣା,୧୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟ ବଜାରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏଥିରେ ଅଶୋକ ସାହୁଙ୍କ ତେଜରାତି ଦୋକାନର ଟାଇଲ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ନଗଦ ୮ ହଜାର ଟଙ୍କା ଚୋରି…

ସଂଘର୍ଷ ପରେ ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଆଠଗଡ, ୧୪।୬(ଡି.ଏନ୍‌.ଏ.): ୮ ଦିନର ସଂଘର୍ଷ ପରେ ଗୁଳିବିଦ୍ଧ ଦନ୍ତାର ମଙ୍ଗଳବାର ମୃତ୍ୟୁ ଘଟିଛି। ଏ ନେଇ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି । ଜୟପୁର ଜଙ୍ଗଲରେ ଅସୁସ୍ଥ ହୋଇ ଦନ୍ତା ହାତୀଟି ମୃତ୍ୟୁ ସହିତ ସଂଘର୍ଷ କରୁଥିଲା।…

ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ,୧୪ା୬: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜିଉଙ୍କ…

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ (ଏଡିସିଏ)କୁ ମିଳିଥିବା ଟିକେଟ୍‌ ଓ ପାସ୍‌କୁ ନେଇ ଅସନ୍ତୋଷ ତେଜିବାରେ…

ନାଳରୁ ମିଳିଲା ଯୁବକଙ୍କ ମୃତଦେହ

ବାଲେଶ୍ୱର ଅଫିସ ୧୪।୬: ବାଲେଶ୍ୱର ସହରସ୍ଥିତ ଦର୍ଜି ପୋଖରୀ ଛକ ନିକଟ ନବ କୁମାର ମହାଳିକଙ୍କ ଘର ପଛପଟେ ଥିବା ଏକ ନାଳରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକଙ୍କ ପରିଚୟ ଜଣାପଡି ନ ଥିବା ବେଳେ…

ପହିଲି ରଜରେ ଜମୁଛି ମଉଜ

ଅନୁଗୋଳ ଅଫିସ, ୧୪।୬ ପ୍ରତୀକ୍ଷାର ଘଟିଛି ପରିସମାପ୍ତି। ସଜବାଜ ପରେ ଆରମ୍ଭ ହୋଇଛି ରଜ ମଉଜ। ବିଭିନ୍ନ ସ୍ଥାନରେ ଲାଗିଛି ଭଳି କି ଭଳି ଦୋଳି। ଖୋଲିଛି ରଙ୍ଗବେରଙ୍ଗ ପାନର ପସରା। ଘରେ ଘରେ ପୋଡ଼ପିଠା ପ୍ରସ୍ତୁତ ହୋଇଥିବାବେଳେ ଅନେକ ଅଞ୍ଚଳରେ…

ରଜରେ ମୁଖରିତ ରଞ୍ଜାଗୋଳ

ସାତମାଇଲ, ୧୪।୬ ରଜ ମହୋତ୍ସବ ପାଇଁ ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ରଞ୍ଜାଗୋଳ। ଦୀର୍ଘ ୨୦୦ ବର୍ଷ ହେଲା ଏଠାରେ କୃଷିଭିତ୍ତିକ ପର୍ବ ରଜ ପାଳିତ ହୋଇ ଆସୁଛି। କରୋନା କଟକଣା ପାଇଁ ଦୁଇବର୍ଷ…

ରାସ୍ତାକୁ ଓହ୍ଲାଇଲେ ବଡ଼ଝରାବାସୀ

ପରଜଙ୍ଗ, ୧୪।୬ (ଡି.ଏନ୍‌.ଏ.) ଜମି ପାଖଦେଇ ଯାଇଛି କେନାଲ। ହେଲେ ବିଲକୁ ମାଡୁନି ପାଣି। ସ୍ଥାଣୁ ପାଲଟିଛି ବସୁଧା ପ୍ରକଳ୍ପ। ଏନ୍‌ଏଚ୍‌ ସମ୍ପ୍ରସାରଣରେ ବିଲବାଡ଼ି କ୍ଷତିଗ୍ରସ୍ତ ହୋଇଗଲାଣି। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ ରାସ୍ତାକୁ…

ସମୃଦ୍ଧ ହେବ ଡୋକ୍ରା ହସ୍ତଶିଳ୍ପ

ଢେଙ୍କାନାଳ ଅଫିସ, ୧୪।୬ ଢେଙ୍କାନାଳ ହେବ ଡୋକ୍ରା ହସ୍ତକଳାର ହବ୍‌। ଏଠାରୁ ପ୍ରସ୍ତୁତ ସାମଗ୍ରୀ ଦେଶବିଦେଶରେ ପହଞ୍ଚତ୍ବ। ଏହାକୁ ଜୀବିକା ଭାବେ ଗ୍ରହଣ କରିଥିବା ଶିଳ୍ପୀଙ୍କ ଆର୍ଥତ୍କ ଅବସ୍ଥା ବଦଳିବ। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର-ସଦେଇବେରେଣୀରେ କଳାକୃତି ଗ୍ରାମ କାର୍ଯ୍ୟକ୍ଷମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?