ପୋଲ ଭାଙ୍ଗି ୫୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ଛିନ୍ନ
ନୂଆପଡା ଅଫିସ:୧୦।୦୮: ନୂଆପଡା ଜିଲା ସଦର ମହକୁମାଠାରୁ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଜୋଙ୍କ ନଦୀ ପୋଲ ସାରାବଙ୍ଗଠାରେ ଭାଙ୍ଗିଯାଇଛି। ପୋଲଟି ଭାଙ୍ଗିଯିବାରୁ ୫୦ରୁ ଊର୍ଦ୍ଧ୍ୱ ଗାଁ ସମେତ ଛତିଶଗଡ ରାଜ୍ୟକୁ ଯାତାୟାତ ବିଛିନ୍ନ ହୋଇଯାଇଛି। ଫଳରେ ଲୋକଙ୍କୁ ନାହଁି ନ…
ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଚଟାଯାଉଛି ପାଦ, ଭିଡିଓ ଭାଇରାଲ
ବାରିପଦା ଅଫିସ,୧୦।୮: ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅକଥନୀୟ ନିର୍ଯାତନାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ମ୍ୟୁଜିକର ତାଳେତାଳେ ନାଚିନାଚି ପାଦ ଚଟାଇଲେ କେନ୍ଦ୍ରର ମାଲିକ ଓ କର୍ମଚାରୀ।…
ଭିଜିଲାନ୍ସ ଜାଲରେ ଅଚ୍ୟୁତପୁର ଆର୍ଆଇ
ନିରାକାରପୁର,୬।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁର ଆର୍ଆଇ ଗୌରାଙ୍ଗ ଶବର ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଦେଉଳି ଗ୍ରାମର ଜଣେ ଯୁବକଙ୍କଠାରୁ ପଟ୍ଟା କରାଇ ଦେବାକୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୁବକ ଜଣକ ଏ ନେଇ…
ଯାଞ୍ଚ ବେଳେ କାରରୁ ମିଳିଲା ୧. ୨୨ କୋଟି, ୨୨ଟି ସୁନା ବିସ୍କୁଟ ଜବତ
ବ୍ରହ୍ମପୁର ଅଫିସ, ୧୦।୮: ୩ଜଣ ବ୍ୟବସାୟୀଙ୍କ କାରରୁ ମିଳିଲା ୧କୋଟି ୨୨ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ। ଅବକାରୀ ବିଭାଗ ଚଢ଼ାଉ କରୁଥଥିବା ସମୟରେ ଏହି ଟଙ୍କା ମିଳିଥିଲା। ତେବେ କାରରେ ଥିବା ୩ଜଣ ବ୍ୟବସାୟୀ ବ୍ରହ୍ମପୁରରେ ସୁନା…
ଚାଲିଥିଲା ଜୁଆ ଆଡ୍ଡା, ପହଞ୍ଚିଗଲା ପୋଲିସ
ବୁଗୁଡ଼ା,୧୦।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ହୋଇଛି। ଏଥିରେ ପୋଲିସ ୧୧ ଜଣ ଜୁଆଡ଼ିଙ୍କୁ କାବୁ କରିବା ସହ ସେଠାରୁ ୭୩୦୦ ଟଙ୍କା ଜବତ କରିଥିବା…
ଲଗାଣ ବର୍ଷାରେ ଭୁଶୁଡ଼ିଲା କୋଷ୍ଟ କେନାଲ ସେତୁ
ବାଲେଶ୍ୱର ଅଫିସ ୧୦।୮: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ କଳାମାଟିଆ ପାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ ଲଗାଣ ବର୍ଷାରେ ଭଶୁଡି ପଡ଼ିଛି । ଏହି ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଦାବି ପରେ…
ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ
କଟକ ଅଫିସ,୧୦।୮: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସ୍ଥିତ ସିଡିଏ-୯ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭର…
ଲଗାଣ ବର୍ଷାରେ ଭାଙ୍ଗିଲା ଘର
ସିନାପାଲି,୧୦ା୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ପଡିିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିରାଶ୍ରୟ ହୋଇପଡିଛନ୍ତି। ଏ ନେଇ…
କର୍ଲାମୁଣ୍ଡା ବ୍ଲକ: ଯୁକ୍ତ ୨ରେ ୮୭.୧୪ % ପାସ୍
କର୍ଲାମୁଣ୍ଡା,୧୦ା୮(ଡି.ଏନ.ଏ.): ଚଳିତବର୍ଷର ଯୁକ୍ତ ୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେକେ କଲେଜ ଛାତ୍ରୀ ପୂଜା ଭୋଇ ୫୩୫ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ବ୍ଲକରେ ପ୍ରଥମ ଶ୍ରେଣୀରେ ୧୪୫ଜଣ,…
ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ
କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ…
‘୭ଦିନ ଭିତରେ ସହଅଭିଯୁକ୍ତଙ୍କୁ ଗିରଫ କର’
ଲାଠୋର,୧୦ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ଥାନା ଖର୍ଲି ଗ୍ରାମର ଜଣେ ନାବାଳିକା(୧୫)ଙ୍କ ମୃତଦେହ ସନମୁଡ଼ା ଜଙ୍ଗଲରେ ଥିବା ବାଘବିନ୍ଧା ପୋଖରୀ ହୁଡାରେ ପୋତା ଯାଇଥିବା ଅବସ୍ଥାରେ ଗତ ୩୦ ଜୁଲାଇରେ ପୋଲିସ ଉଦ୍ଧାର କରିଥିଲା। ନାବାଳିକାଙ୍କୁ ହତ୍ୟା କରି ପୋତି ଦେଇଥିବା…
ବିନା ତ୍ୟାଗରେ ସମାଜ ନିର୍ମାଣ ସମ୍ଭବ ନୁହେଁ
ବଲାଙ୍ଗୀର ଅଫିସ,୧୦ା୮: ବିନା ତ୍ୟାଗରେ ରାଷ୍ଟ୍ର ଓ ସମାଜ ନିର୍ମାଣ ସମ୍ଭବପର ନୁହେଁ। ଏଣୁ ଆମେ ଆମର ପୂର୍ବସୂରୀଙ୍କ ବଳିଦାନ ଓ ତ୍ୟାଗକୁ ସବୁବେଳେ ମନେପକାଇ ଉଦ୍ବୁଦ୍ଧ ହେବାକୁ ପଡିବ। ବଲାଙ୍ଗୀରରେ କ୍ରାନ୍ତି-ଜାଗୃତି ଉଦ୍ଘାଟନୀ ସମାରୋହରେ ଅତିଥି ବକ୍ତାମାନେ ଏହା କହିଛନ୍ତି।…

