ଘସିପୁରା ବିଧାୟକ ବଦ୍ରି ପାତ୍ର ଅସୁସ୍ଥ
କେନ୍ଦୁଝର, ୧୨।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ବୁଧବାର ରାତିରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗୁରୁବାର ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ଦେବାଶିଷ ପାତ୍ରଙ୍କ କହିବା ଅନୁଯାୟୀ, ବିଧାୟକ ମୂତ୍ରାଶୟ ସଂକ୍ରମଣରେ…
୫୦ଟଙ୍କା ପାଇଁ ନାବାଳକଙ୍କ ଆତ୍ମହତ୍ୟା
ଟେନ୍ସା,୧୧।୮(ଡି.ଏନ୍.ଏ.): ମା’ଙ୍କୁ ମାଗିଲେ ୫୦ଟଙ୍କା ଦିଅ। ମିଟିଂରୁ ଫେରେ ତତେ ଟଙ୍କା ଦେବି କହି ମା’ ଗ୍ରାମକୁ ଗ୍ରୁପ ମିଟିଂ କରିବାକୁ ଚାଲି ଯାଇଥିଲେ। ଏତିକିରେ ନାବାଳକ ରାଗି ଯାଇ ଘର ଭିତରେ ଥିବା ରୁଅରେ ଏକ ଧୋତିରେ ରଶି ଲଗାଇ…
ଦିଲ୍ଲୀରୁ ଧରାହେଲେ ନାଇଜେରୀୟ
ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ ଟଙ୍କା।…
ମାଟି ତଳୁ ମିଳିଲା ଗଦାଗଦା ଆଧାର କାର୍ଡ
ପାରଳାଖେମୁଣ୍ଡି, ଆର.ଉଦୟଗିରି,୧୨ା୮(ଡି.ଏନ୍.ଏ.):ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଥିବା ବେଳେ ଏହାକୁ କେମିତି ଦୁରୂପଯୋଗ କରାଯାଇଛି ତାହା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଜିରାଙ୍ଗ ପଞ୍ଚାୟତ ଡରାବ ଗ୍ରାମରେ। ଗୁରୁବାର ସ୍ଥାନୀୟ ପୋଷ୍ଟଅଫିସ ନିକଟରେ ଥିବା…
କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍
ସମ୍ବଲପୁର,୧୧ା୮(ବ୍ୟୁରୋ): ସମ୍ବଲପୁର କୋର୍ଟ ପରିସରରୁ ଗୁରୁବାର ସନ୍ଧ୍ୟାରେ ସୁନିଲ ନାଏକ ନାମକ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଛନ୍ତି। ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ…
୧୦ ଗେଟ୍ରୁ ଜଳ ନିଷ୍କାସନ
ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ତେଣୁ ହୀରାକୁଦ…
ଭାଇର ଆଖି ଲୁହରେ ଭିଜିଲା ରାଖୀ
ଭବାନୀପାଟଣା,୧୧।୮(ସ୍ବ.ପ୍ର.): ରାଖୀ ପୂର୍ଣ୍ଣିମା ଅବସରରେ ଚାରିଆଡେ ହର୍ସଉଲ୍ଲାସ ରହିଥିବା ବେଳେ କଳାହାଣ୍ଡି ଜିଲା ଭବାନୀପାଟଣାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁରୁବାର ଭାଇଙ୍କୁ ରାଖୀ ବାନ୍ଧି ଫେରୁଥିବା ବେଳେ ସହରର ଘୋଡାଘାଟ ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଭଉଣୀର…
ବ୍ୟାଙ୍କ ଅଧିକାରୀ ନିଖୋଜ: ପୋଲ ଉପରୁ ମିଳିଲା ବାଇକ୍
ଲୋଇସିଂହା,୧୧।୮(ଡି.ଏନ.ଏ): ବଲାଙ୍ଗୀର ଶାନ୍ତିପଡା ନିବାସୀ ତଥା ବରଗଡ଼ ଜିଲା ବରପାଲିସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର ଏଗ୍ରିକଲଚର ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର(୩୮) ବୁଧବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କ ବାଇକକୁ ଲୋଇସିଂହା ପୋଲିସ ସାଲେଭଟା ଅଙ୍ଗନଦୀ ପୋଲ ଉପରୁ ଉଦ୍ଧାର କରିଛି। ଦିବ୍ୟରଞ୍ଜନ…
ବକେୟା ବିଦ୍ୟୁତ୍ ବିଲ ଆଦାୟ ନାଁରେ ମହିଳାଙ୍କ ଆକାଉଣ୍ଟରୁ ୧.୯୧ଲକ୍ଷ ଗାଏବ
ବ୍ରହ୍ମପୁର ଅଫିସ,୧୧।୮: ବ୍ରହ୍ମପୁର ସହରରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ବିଭିନ୍ନ ଉପାୟରେ ଲୋକଙ୍କ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ଗାୟବ କରି ଦେଉଛନ୍ତି। ସହରରେ ପୁଣିଥରେ ଏଭଳି ଠକେଇର ଶିକାର ହୋଇଛନ୍ତି ଜଣେ ମହିଳା। ବକେୟା ବିଦ୍ୟୁତ୍ ବିଲ…
ସୁଭଦ୍ରା ହାତରୁ ରାଖୀ ବାନ୍ଧିଲା ଜଗା
ଫୁଲବାଣୀ ଅଫିସ,୧୧ା୮: କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା ଏବେ ଫୁଲବାଣୀ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହି ଚିକିତ୍ସିତ ହେଉଛନ୍ତି। ଗୁରୁବାର ସେ ମେଡିକାଲରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି। ସାନ…
ଚାଷୀଙ୍କ କାମରେ ଆସୁନି ମେଗା ଜଳସେଚନ ପ୍ରକଳ୍ପ
ଭବାନୀପାଟଣା,୧୧।୮(ସ୍ବ.ପ୍ର.): କୃଷକଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ପ୍ରକଳ୍ପ ନିର୍ମାଣ ହୋଇଛି, କିନ୍ତୁ ଚାଷୀଙ୍କ କାମରେ ଆସିପାରୁନି । ରାଜ୍ୟର ଅଣଜଳସେଚିତ ଅଞ୍ଚଳରେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ ସରକାରଙ୍କ ରହିଛି ଉଠା ଜଳସେଚନ ବିଭାଗ। ହେଲେ କାର୍ଯ୍ୟକାରିତା…
ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି
କଟକ ଅଫିସ, ୧୦ା୮: ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସୈନ୍ୟ ବାହିନୀରେ ନିଯୁକ୍ତି ରାଲି ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଣୁ ପ୍ରାର୍ଥୀମାନେ ଅଗଷ୍ଟ ୧ରୁ ୩୦ ତାରିଖ ମଧ୍ୟରେ ଆବେଦନ…

