ଆମ ଜିଲା ଖବର

ବନ୍ୟା, ବର୍ଷାରେ କେନ୍ଦ୍ରାପଡ଼ା ଜିଲାର ୨୨୦୩ ହେକ୍ଟର ଚାଷ ନଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୧।୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ବନ୍ୟା ସହ ଲଗାଣ ବର୍ଷାରେ କେନ୍ଦ୍ରାପଡ଼ା ଜିଲାବାସୀ ହନ୍ତସନ୍ତ ହୋଇଥିଲେ। ୪୧ ପଞ୍ଚାୟତର ୯୯ ଗ୍ରାମରେ ପାଣି ପଶିଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ତେବେ…

ସାତୋପନ୍ଥ ପର୍ବତ ଶିଖରରେ ଯାଜପୁରର ସତ୍ୟବ୍ରତ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.), ୧।୯: ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଉତ୍ତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଞ୍ଚି ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଣ୍ଡିଆନ୍‌ ମାଉଣ୍ଟେନିୟରିଂ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ୮ ଜଣିଆ ପର୍ବତାରୋହୀ ଦଳ ଗତ ୧୦…

ପୂର୍ବତଟ ରେଳପଥ: ଆୟ ବଢୁଛି, ହେଲେ ନୂତନ ପ୍ରକଳ୍ପକୁ ଉପେକ୍ଷା

ଯାଜପୁର ଅଫିସ,୧।୯: ପୂର୍ବତଟ ରେଳପଥରେ ଗତ ୫ ବର୍ଷରେ ବ୍ୟୟ ତୁଳନାରେ ଆୟ ୩ ଗୁଣରୁ ଊର୍ଦ୍ଧ୍ୱ ହୋଇଛି। ହେଲେ ୧ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ୯୫.୯୫୦ କି.ମି. ବିଶିଷ୍ଟ ଯାଜପୁର ରୋଡରୁ ଧାମରା ଭାୟା ବିରଜା ମନ୍ଦିର…

ଧୀରେନ ବିୱାଇଜେଡି ବାଲେଶ୍ୱର ଜୋନ୍‌ ଗଣମାଧ୍ୟମ ସାଧାରଣ ସମ୍ପାଦକ

ବାଲେଶ୍ୱର ଅଫିସ, ୧।୯: ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ପକ୍ଷରୁ ବାଲେଶ୍ୱର ଜୋନ୍‌ର ବିଭିନ୍ନ ପଦପଦବୀ ପାଇଁ ସାଙ୍ଗଠନିକ ଭାବେ ଘୋଷଣା କରାଯାଇଛି। ଗଣମାଧ୍ୟମ ସାଧାରଣ ସମ୍ପାଦକ ଭାବେ ଧୀରେନ ନାୟକଙ୍କ ନାମ ବିଜେଡିର ବାଲେଶ୍ୱର ଜୋନ ସଭାପତି ଜୟରାମ…

ଆଜି ମହାଲକ୍ଷ୍ମୀ ପାଳିବେ ଋଷିପଞ୍ଚମୀ ବ୍ରତ

ପୁରୀ ଅଫିସ, ୧ା୯:ଶ୍ରୀମନ୍ଦିରରେ ଗୁରୁବାର ଋଷି ପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଶ୍ରୀଦେବୀ (ମହାଲକ୍ଷ୍ମୀ) ମାର୍କଣ୍ଡେୟ ଋଷିଙ୍କ ଆଶ୍ରମକୁ ଯାଇ ଋଷିପଞ୍ଚମୀ ବ୍ରତ ପାଳନ କରିବେ। ସକାଳ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ମହାଲକ୍ଷ୍ମୀ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ…

ଗଛରେ ଝୁଲୁଛି ଦୁଇ ମୃତଦେହ, ମିଳିନି ପରିଚୟ

ଆନନ୍ଦପୁର,୩୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ୫୩ ନଂ ରାଜ୍ୟ ରାଜପଥର ଚାରିନାଳିଆଠାରେ ଗଛରେ ଝୁଲନ୍ତା ଅବସ୍ଥାରେ ବୁଧବାର ଦୁଇ ମୃତଦେହ ଠାବ କରାଯାଇଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଦ୍ୱୟର…

ହାତୀ ମୃତ୍ୟୁ ଘଟଣା: ଠିକାସଂସ୍ଥାର ସୁପରଭାଇଜର ନିଲମ୍ବିତ

କେନ୍ଦୁଝର,୩୧ା୮(ସ୍ବ.ପ୍ର.): କେନ୍ଦୁଝରର ଜୁଡ଼ିଆ ଘାଟି ନିକଟରେ ଥିବା ଓୟୁଏଟି ପରିସରରେ ଗତ ୨୫ ତାରିଖରେ ବିଦ୍ୟୁତ୍‌ ଆଘାତରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଟାଟା ପାଓ୍ବାର (ବିଦ୍ୟୁତ୍‌ ବିଭାଗ) ପକ୍ଷରୁ ରକ୍ଷଣାବେକ୍ଷଣ କରୁଥିବା ଠିକାସଂସ୍ଥା ଜି.ଭି.ଇଲେକ୍ଟ୍ରିକାଲର ସୁପରଭାଇଜରଙ୍କୁ…

ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀଘାଟରେ ଗାଧୋଇବାକୁ ଯାଇ ୫ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ଆଶୁତୋଷ ପାଲ। ଅନ୍ୟ ଜଣେ ଛାତ୍ର…

ଜେଲ୍‌ ଗଲେ ଲାଞ୍ଚୁଆ ଡିଏସ୍‌ପି

ଢେଙ୍କାନାଳ ଅଫିସ,୩୧ା୮: ଲାଞ୍ଚ ମାମଲାରେ ବୁଧବାର ଜେଲ୍‌ ଯାଇଛନ୍ତି ଢେଙ୍କାନାଳ ସଦର ଥାନାଧିକାରୀରୁ ଡିଏସ୍‌ପି ପଦୋନ୍ନତି ପାଇଥିବା ଅଭିନବ ଡାଳୁଆ। କୋଇଲା ପରିବହନକାରୀଙ୍କଠାରୁ ୨ଟି ଟ୍ରକ୍‌ ପାଇଁ ମଙ୍ଗଳବାର ସଦର ଥାନାରେ ୩୦ ହଜାର ଟଙ୍କା ଲାଞ୍ଚ ନେଇ କଟକ ଭିଜିଲାନ୍ସ…

ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଗଜାନନ

ବଲାଙ୍ଗୀର ଅଫିସ,୩୧ା୮: ଦୀର୍ଘ ଦୁଇ ବର୍ଷ ପରେ ଉତ୍ସବ ମୁଖର ହୋଇପଡ଼ିଛି ବଲାଙ୍ଗୀର ସହର। କରୋନା କଟକଣା ଯୋଗୁଁ ବିଭିନ୍ନ ଯାନିଯାତ୍ରା ବନ୍ଦ ହୋଇପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ଗଣେଶ ପୂଜାରେ ଉତ୍ସବ ମୁଖର ହୋଇ ଉଠିଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ…

ଗଣେଶ ପୂଜାରେ ଅଘଟଣ: ନଦୀରେ ୫ ଛାତ୍ର ବୁଡ଼ିଗଲେ, ୩ ଉଦ୍ଧାର

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀର ଘାଟରେ ଗାଧୋଇବାକୁ ଯାଇ ୫ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକମାନେ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି। ସମସ୍ତ ଛାତ୍ର…

ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ: ଭୂମିପୂଜା କଲେ ତହସିଲଦାର

ଗଞ୍ଜାମ ,୩୧।୮(ଡି.ଏନ୍‌.ଏ.): ଖୁବ୍‌ଶୀଘ୍ର ଗଞ୍ଜାମ ସହରରେ ହେବାକୁ ଯାଉଛି ସେଲ୍‌ଫି ପଏଣ୍ଟ l ଏଥିପାଇଁ ପବିତ୍ର ଗଣେଶ ପୂଜା ଏବଂ ସ୍ବାୟତ୍ତ ଶାସନ ଦିବସ ଅବସରରେ ତହସିଲଦାର ଅରୁଣ କୁମାର ନାୟକ ବୁଧବାର ଭୂମି ପୂଜା କରିଛନ୍ତି। ଏନ୍‌ଏସି ଉପନଗରପାଳ ସୁରେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?