ସୁଶାନ୍ତଙ୍କ କଳାକୃତି ଜାତୀୟ ପୁରସ୍କାର ପାଇଁ ମନୋନୀତ
ଚଣ୍ଡିଖୋଲ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲାଇ ଗ୍ରାମର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଘୋଷଣା…
ଖାଦାନ ବନ୍ଦ କରି ସାଟେଲାଇଟ୍ ମାପକୁ ବିରୋଧ
ଯାଜପୁର ଅଫିସ,୭ା୯: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଲିଜ୍ପ୍ରାପ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ କଳାପଥର ଖାଦାନ ଗତ ୮ ଦିନ ହେଲା ବନ୍ଦ ରହିଛି। ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍ଜିଟ ଫର୍ମରେ ଖଣିଜ ପରିବହନ…
ମା’ କାଳିଜାଈଙ୍କ ଦର୍ଶନ କଲେ ରାଜ୍ୟପାଳ
କୃଷ୍ଣପ୍ରସାଦ,୭ା୯(ଡି.ଏନ୍.ଏ.): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ମା’ କାଳିଜାଈଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଗରୁଡ଼ ଭାସମାନ ଲଞ୍ଚରେ ରାଜ୍ୟପାଳ ଅପରାହ୍ନ ୩ଟାରେ କାଳିଜାଈ ପୀଠରେ ପହଞ୍ଚିଥିଲେ। ନାଭାଲର କମାଣ୍ଡିଂ ଅଫିସର ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଚିଲିକାର ଇତିହାସ…
ହନୁମାନ ପଇସା ଠକେଇ ର଼୍ୟାକେଟ୍ର ପର୍ଦ୍ଦାଫାଶ
ଝାରସୁଗୁଡ଼ା ଅଫିସ,୭ା୯: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃ ଜିଲା ହନୁମାନ ପଇସା ଠକେଇ ର଼୍ୟାକେଟ୍ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁନ୍ଦରଗଡ଼ର ଟିଙ୍କୁ…
ପ୍ରେମିକଙ୍କ ଘର ଆଗରେ ଧାରଣା
ଦେବଗଡ଼,୭।୯(ଡି.ଏନ.ଏ): ବୋହୂର ମାନ୍ୟତା ଦାବିରେ ଜଣେ ଯୁବତୀ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମ ସ୍ଥିତ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଯୁବତୀ ଜଣକ ସୋମବାରଠାରୁ ସେଠାରେ ଧାରଣା ଦେଇଥିଲେ ମଧ୍ୟ ତାଙ୍କୁ ବୋହୂ ମାନ୍ୟତା ଦେବା…
ଟଙ୍କାଛପା କାଗଜ କାରଖାନା ଲାଗି ସ୍ଥିତି ଅନୁଧ୍ୟାନ
ବାଲେଶ୍ୱର ଅଫିସ, ୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ବାଲେଶ୍ୱର ଜିଲାରେ ଟଙ୍କାଛପା କାଗଜ କାରଖାନା ସ୍ଥାପନ ଲାଗି ନିଷ୍ପତ୍ତି ହେବା ପରେ ଅଧିକାରୀମାନଙ୍କ ପକ୍ଷରୁ ବାରମ୍ବାର ଜମି ସର୍ବେକ୍ଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଆର୍ବିଆଇର ୩ଜଣିଆ…
ସ୍ତ୍ରୀଙ୍କୁ ପଚରାଉଚରା କଲା ପୋଲିସ
କଟକ ଅଫିସ,୭ା୯: କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯)ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ତ୍ରୀ ଅପରିଜିତାଙ୍କୁ ମଙ୍ଗଳବାର ମର୍କତନଗର ଥାନା ପୋଲିସ ପଚରାଉଚରା କରିଛି। ସିଡିଏସ୍ଥିତ ସରକାରୀ କ୍ବାର୍ଟର୍ସରେ ଅପରିଜିତାଙ୍କ ସହ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା…
ମହିଳା କନଷ୍ଟେବଲ୍ଙ୍କ ସମେତ ୨ ମୃତ
ସାକ୍ଷୀଗୋପାଳ,୭ା୯ (ଡି.ଏନ୍.ଏ./ସ୍ବ.ପ୍ର.): ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ…
ଚାକିରି ଲାଗି ପ୍ରାର୍ଥୀଙ୍କୁ ମଗାଯାଉଛି ଟଙ୍କା: ଟୋଲ୍ ଫ୍ରି ନମ୍ବର ଜାରି କଲା ଓପିଏସ୍ସି
କଟକ ଅଫିସ,୬ା୯- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ କରାଯାଉଥିବା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ଦେବାକୁ କେତେଜଣ ଅସାଧୁ ବ୍ୟକ୍ତି ପ୍ରତିଶ୍ରୁତି ଦେଇ ଟଙ୍କା ମାଗୁଛନ୍ତି। ଏ ସମ୍ପର୍କରେ ଓପିଏସ୍ସି ନିକଟରେ ଅଭିଯୋଗ ହୋଇଛି। ଏହାପରେ ଓପିଏସ୍ସି ପକ୍ଷରୁ…
ସ୍ବର୍ଗଦ୍ୱାରରେ ଭଣଜାଙ୍କ ସତ୍କାର ସାରି ଘରକୁ ଫେରୁଥିଲେ, ଟ୍ରକ୍ ସହ ଧକ୍କା ଯୋଗୁ ଚାଲିଗଲା ଜୀବନ
ସାକ୍ଷୀଗୋପାଳ,୬।୯(ଡି.ଏନ୍.ଏ./ସ୍ବ.ପ୍ର.): ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ମହିଳାଙ୍କ ପୁଅ…
୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ
ଅନୁଗୋଳ ଅଫିସ,୬।୯: ଅନୁଗୋଳ ଜିଲା ଅମଲାପଡ଼ା ଅଞ୍ଚଳରେ ଅବକାରୀ ଟିମ୍ ମଙ୍ଗଳବାର ଚଢ଼ାଉ କରିଛି। ଚଢ଼ାଉରେ କେନାଲ ଅଞ୍ଚଳରୁ ୧୨୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଧିରେନ ଦାସ ନାମକ ଜଣେ ଯୁବଙ୍କୁ କାବୁ କରି ତାଙ୍କ ନିକଟରୁ ୧୨…
୧୧ ହଜାର ଜାଲ୍ ନୋଟ ଜବତ
ଆନନ୍ଦପୁର,୬।୯(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦ ଟଙ୍କିଆର ମୋଟ ୧୧ ହଜାର ଜାଲ ନୋଟ ଜବତ କରାଯାଇଛି। ଆନନ୍ଦପୁର ବଜାରରେ ଥିବା…

