ଦାନା ବାନ୍ଧିଲାଣି ଲଘୁଚାପ: ଓଡ଼ିଶା, ଆନ୍ଧ୍ର ଉପକୂଳ ଦେଇ କରିବ ଅତିକ୍ରମ
ଭୁବନେଶ୍ୱର,୩୦।୧: ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ଅର୍ଥାତ୍ ଅକ୍ଟୋବର ୧ ବେଳକୁ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୩ ତାରିଖରେ ବେଳକୁ ଏହା ଦକ୍ଷିଣ…
ମହାମାୟାଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ , ନବମୀରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ…
ପାଟଣା, ୩୦।୯( ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ବିଭିନ୍ନ ପୀଠ ଓ ଗୃହରେ ସୋମବାର ମା’ଙ୍କ ସପ୍ତମୀ ପୂଜା ସରିଥିବା ବେଳେ ପାଟଣା ଦୁର୍ଗା ମଣ୍ଡପରେ ମଙ୍ଗଳବାର ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ…
ଖୁସିଖବର: ଚାଷୀଙ୍କୁ ଦିଆଗଲା ଦଶହରା ଭେଟି, ଆରମ୍ଭ ହେଲା…
ବଲାଙ୍ଗୀର,୩୦।୯(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଲୋୟର ସକତେଲ ଡ୍ୟାମ୍ର ଦ୍ୱିତୀୟ ବନ୍ୟାଜଳ ରବିବାର ଅପରାହ୍ଣ ୪ଟାରେ ଛଡାଯାଇଛି। ଡ୍ୟାମ ଭିତର ଜଳସ୍ତର ୧୯୯ ମିଟର ପହଞ୍ଚିବା ପରେ ଡ୍ୟାମ୍ର ସ୍ଥିତି ଆକଳନ କରାଯାଇ ବନ୍ୟା ଜଳ ଛଡାଯାଇଥିବା ସୂଚନା ମିଳିଛି।…
ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ କିଏ ଭୂତ ତ କିଏ…
ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ। ଭୂତ ପ୍ରେତଙ୍କ ବେଶ ଧରି ନାଚିଲେ ଶ୍ରଦ୍ଧାଳୁ। ମହାସମାରୋହରେ ଜେନାଖାଳରେ ସତନ୍ତ୍ର…
ବଡ଼ଦାଣ୍ଡରେ ରହିବନି ମଦ ଦୋକାନ: ମନ୍ତ୍ରୀ
ଭୁବନେଶ୍ୱର,୩୦।୯: ମା’ ଜଗତଜନନୀ ଦୁର୍ଗାଙ୍କ ମଙ୍ଗଳବାର ଅଷ୍ଟମୀ ପୂଜା ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରର ୧ କିମି ପରିଧି ଏବଂ ବଡ଼ଦାଣ୍ଡରେ ମଦ ଦୋକାନ ରହିବ ନାହିଁ ବୋଲି ଆଇନ…
ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସାଇ, ଛକିଥିଲା ଯମ: ଆଉ ତା’ପରେ ଘଟିଗଲା…
ହାଟଡିହୀ,୩୦l୯(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ସୁନ୍ଦରାପାଳଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି l ସେ ହେଉଛନ୍ତି ବିଷ୍ଣୁପୁର ଗ୍ରାମର ସୁଶାନ୍ତ ଜେନାଙ୍କ ପୁଅ ସାଇ ପ୍ରସାଦ…
ନିଖୋଜ ଥିଲେ ନାବାଳକ, ଆଜି ମିଳିଲା ମୃତଦେହ
ଆସିକା, ୩୦।୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି-ରାମନାପଲ୍ଲୀ ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ପୁଅ ଅମର…
କାର୍ତ୍ତିକ ବ୍ରତ: ହବିଷିଆଳିଙ୍କ ପାଇଁ ହେବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ପୁରୀ,୩୦ା୯(ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ କାର୍ତ୍ତିକ ବ୍ରତ ଅବସରରେ ପୁରୀରେ ହବିଷିଆଳି ମା’ମାନଙ୍କ ଆଗମନ ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶାନୁସାରେ,…
ପୋଖରୀରେ ବୁଡ଼ିଗଲେ ଆଦର୍ଶ ବିଦ୍ୟାଳୟ ଛାତ୍ର: ଚାଲିଛି ଖୋଜାଖୋଜି
ହାଟଡିହୀ,୩୦।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବଲକ ସୁନ୍ଦରାପାଳଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ବୁଡି ନିଖୋଜ ହୋଇଯାଇଛନ୍ତି। ଦମକଳ ବାହିନୀ ଦ୍ୱାରା ପୋଖରୀରେ ଖୋଜାଖୋଜି ଜାରି…
ମାଟି ନେବାକୁ ନେଇ ଦାଦାଙ୍କୁ କୋଦାଳରେ ହାଣିଦେଲା ପୁତୁରା, ଆଉ ତା’ପରେ…
କେନ୍ଦୁଝର,୩୦ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଳକ ନୟାକୋଟ ଥାନା ଅନ୍ତର୍ଗତ ଦୁଧପୋଶି ଗ୍ରାମରେ ଘଟିଛି ଅଘଟଣ। ରାସ୍ତାରେ ପକାଯାଉଥିବା ମାଟିକୁ ଆଣିବାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇ ଭୁଲବୁଝାମଣାରୁ ଦାଦାଙ୍କୁ କୋଦାଳରେ ହାଣି ହତ୍ୟା କରିଛନ୍ତି…
ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ, ପାଦ ଚିହ୍ନ ଠାବ ପରେ ଭୟରେ ଲୋକେ
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି । ବାବାଜି…
ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ କାର୍କୁ ପଛପଟୁ ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ପଂଚାୟତରାଜ ଓ ପାନୀୟ ଜଳ ଓ ଗ୍ରାମ ଉନ୍ନୟତନ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ କାର୍କୁ ଧକ୍କା ଦେଇ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି ।…
Archives


