ଆମ ଜିଲା ଖବର

ଭାସିଯାଉଥିଲେ ଦୁଇ ବାର୍‌ହା ଛୁଆ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ କେନାଲରେ ଭାସିଯାଉଥିବା ଦୁଇଟି ବାର୍‌ହା ଛୁଆଙ୍କୁ ଦିଗପହଣ୍ଡି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛ। ସୂଚନାଯୋଗ୍ୟ, ବାର୍‌ହା ଛୁଆ ଧାନଫସଲ ଖାଇବାକୁ ଆସି ବୁଧବାର ପାହାନ୍ତିଆ ସମୟରେ ଘୋଡ଼ାହାଡ଼ ନାଳ ପାର ହୋଇ…

ପୁଅଙ୍କ ମାଡ଼ରେ ବାପାଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଥାନା ଅଧୀନ ଫୁଲଝର ଗାଁରେ ଜଣେ ପୁଅଙ୍କ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଗ୍ରାମର ବିଦେଶୀ ଦେହୁରୀ ମଦ୍ୟପାନ…

ଡକାୟତି ଯୋଜନା ବେଳେ ପୋଲିସର ଚଢ଼ାଉ: ୩ ଗିରଫ, ଖସିଗଲେ ୨

ବଡ଼ବିଲ,୨୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ କାଶିଆ ଜଙ୍ଗଲରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨ ଅଭିଯୁକ୍ତ ପୋଲିସକୁ ଚକ୍‌ମା ଦେଇ ଖସିଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ୩ ଜଣଙ୍କ…

ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ

କଟକ ଅଫିସ,୨୬।୧୦: ପୂର୍ବତନ ଆଡ୍‌ଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ବଢ଼ିଛି ଅଡୁଆ। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରୁ ତାଙ୍କୁ ବାଦ ଦେବାକୁ ସେ କରିଥିବା ଆବେଦନକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି। ଏଣୁ ଏହି ମାମଲାରେ ସେ ବିଚାରର ସାମ୍ନା କରିବା…

ଏବେ ମାଓବାଦୀଙ୍କ ରାଜ୍‌ ଚଳିବ ନାହିଁ, ସ୍ବାଭିମାନ ଅଞ୍ଚଳରେ ପୋଲିସ-ଗୁଇନ୍ଦା ବିଭାଗ ମାରିଲା ପୋଷ୍ଟର

ଚିତ୍ରକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ମାଓବାଦୀ ମୂଳପୋଛ ପାଇଁ ପ୍ରୟାସ ଜାରି ରହିଛି। ଦିନ ଥିଲା ଉକ୍ତ ଅଞ୍ଚଳରେ ମାଓବାଦୀ ରାଜ୍‌ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ…

ବର୍ଷେ ଯାଏ ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ

କଟକ ଅଫିସ,୨୬।୧୦: ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତାଙ୍କ ନିକଟକୁ ବର୍ଷେ ଲାଗି ତଡ଼ିପାର ନୋଟିସ ପଠାଇଛି କଟକ କମିଶନରେଟ ପୋଲିସ। ଏହା ଅନୁଯାୟୀ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୋଲିସ…

ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ର ଅବହେଳିତ, ବିକାଶ ଦାବି

କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବା ନେଇ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବଂଶପାଳ ବ୍ଲକ ଅନ୍ତର୍ଗତ ଡଙ୍ଗା ପାଣି, କଣ୍ଟା କୋଳି, ମେଦିନୀପୁର, ଭେଜିଡିହି ଗ୍ରାମର ଅଧିବାସୀମାନେ…

ବ୍ଲକ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ

କୋରୁକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଭାବେ ପତିତପାବନ ଦାସ ଦୀର୍ଘଦିନ ରହିଥିବାବେଳେ ଗତ ମେ’ ମାସରେ ଅବସର ଗ୍ରହଣ କରିଥିଲେ। ତେବେ ୪ ମାସ ଅସ୍ଥାୟୀ ଭାବେ ଦୁଇଜଣ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ନୂତନ ଭାବେ କାଲିମେଳା…

ନକଲି ଔଷଧ କାରବାର ଘଟଣା: ୨ ଗିରଫ

କଟକ ଅଫିସ,୨୬।୧୦: କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଏମାନେ ଔଷଧ କିଣୁଥିଲେ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିସାରିଛି।ସୂଚନାନୁସାରେ,…

ଓଆରଏଚଡିସି ଦୁର୍ନୀତି ମାମଲା: ପୀୟୁଷ ମହାନ୍ତିଙ୍କୁ ମିଳିଲା ଜାମିନ

କଟକ ଅଫିସ,୨୫।୧୦: ଓଆରଏଚଡିସି ଦୁର୍ନୀତି ମାମଲାରେ ପୀୟୁଷ ମହାନ୍ତିଙ୍କୁ ମିଳିଲା ଆଶ୍ୱସ୍ତି । କୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଗୃହ ନିର୍ମାଣ ଏବଂ ଉନ୍ନୟନ ନିଗମ ମାମଲାରେ ଭିଜିଲାନ୍ସ କୋର୍ଟ ବିଧାୟକ ମୋକିମଙ୍କୁ ୩ ବର୍ଷ…

ସବୁଜିମା ହେଲା କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡ଼

ସୁନ୍ଦରଗଡ,୨୬।୧୦(ଡି.ଏନ.ଏ.): ପ୍ରକୃତିଦତ୍ତ ବହୁମୂଲ୍ୟ ସମ୍ବଳ ହେଉଛି ଆମର ଜଙ୍ଗଲ ସମ୍ପଦ। ଆଦିବାସୀମାନେ ମୁଖ୍ୟତଃ ଏହି ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ା ତେବେ ଜଗତୀକରଣ, ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଇତ୍ୟାଦି କାରଣ ଯୋଗୁ ଅଧିକାଂଶ ଜଙ୍ଗଲ…

‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରହିଛି। ନୂତନ କୋଠାରେ ଅଫିସ ପରିଚାଳନା କାର୍ଯ୍ୟ ହେଲେ ଉପୁଜୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?