ଆମ ଜିଲା ଖବର

ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ବରଗଡ଼ ଝିଅ

ବରଗଡ଼ ଅଫିସ, ୨୮।୧୦: ବରଗଡ଼ର ଝିଅ ନବ୍ୟା ନବେଲି ଆଚାର୍ଯ୍ୟ ମୁମ୍ବାଇସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଏହି ପ୍ରତିଯୋଗିତାରେ…

ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି ା ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଲିକେପ୍ଟରରେ ଏରିଏଲ…

ଜି.ଉଦୟଗିରିରେ ତାପମାତ୍ରା ୧୨.୮ ଡିଗ୍ରୀ: ଅନୁଭୂତ ହେଲାଣି ଶୀତ

ଜି.ଉଦୟଗିରି,୨୮ା୧୦(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରାତ୍ର ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ ରହିଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର ତାପ ମାପକ ଦାୟିତ୍ୱରେ…

ବିଜେଡି ନେତାଙ୍କୁ ଉପେକ୍ଷା ନେଇ ଅସନ୍ତୋଷ

ଆର.ଉଦୟଗିରି,୨୮ା୧୦(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଏକ ଦୁର୍ଗମ ଅଞ୍ଚଳ। ଏହି ନିର୍ବାଚନମଣ୍ଡଳୀ ଚାରୋଟି ବ୍ଲକ ମୋହନା, ଆର. ଉଦୟଗିରି, ନୂଆଗଡ଼ ଓ ରାୟଗଡକୁ ନେଇ ଗଠିତ। ଗଜପତି ଜିଲାରେ ଦୁଇଟି ନିର୍ବାଚନମଣ୍ଡଳୀ ରହିଛି ମୋହନା ଏବଂ ପାରଳାଖେମୁଣ୍ଡି। ପାରଳାଖେମୁଣ୍ଡି ନିର୍ବାଚନ…

ପୋଲିସର ଯାନବାହନ ଯାଞ୍ଚ

ସୋରଡା,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୂକ୍ରବାରଠାରୁ ଆରମ୍ଭ ହୋଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ ଚାଳକମାନଙ୍କୁ ଅଟକାଇ ଜରିମାନା ଆଦାୟ ସହ ହେଲମେଟ ପରିଧାନ, ଇନ୍‌ସ୍ୟୁରାନ୍ସ କରିବା, ଦ୍ରୁତଗତିରେ ଗାଡ଼ି ନ…

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ, ୨୮।୧୦- ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୫ମ ଦିନରେ ଶୁକ୍ରବାର ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ ଭଦ୍ରକାଳୀ ନାଲି ପାଟ ବସ୍ତ୍ର ପରିଧାନ କରିବା ସହ ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ବେଶ ହୋଇଥିଲେ।…

ପ୍ରଶାସନିକ ଅବହେଳା: ବ୍ଲକ ଘେରାଉ

ଟିଟିଲାଗଡ,୨୮ା୧୦(ଡି.ଏନ.ଏ.): ଟିଟିଲାଗଡ ବ୍ଲକ ପ୍ରଶାସନ ସାଧାରଣ ଜନତାଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରି ଗରିବ ସେନା ଟିଟିଲାଗଡ଼ ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି । ସଂଗଠନର ସଭାପତି ବୀରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳର ମହିଳା ପୁରୁଷମାନେ…

ପୌରକାର୍ଯ୍ୟାଳୟ ଘେରିଲେ କଂଗ୍ରେସ ନେତା

ବାସୁଦେବପୁର,୨୮।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ନଗର ଓ ବ୍ଲକ କଂଗ୍ରେସର ମିଳିତ ସହଯୋଗରେ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ସମର୍ଥକ ନିର୍ବାଚନମଣ୍ଡଳୀ ନେତା ତଥା ପିସିସି…

ଡାହାଣୀ ସନ୍ଦେହରେ ମହିଳାଙ୍କୁ କରିଥିଲେ ହତ୍ୟା: ୧୧ ଜଣଙ୍କୁ ଆଜୀବନ ଜେଲ୍‌

ସୁନ୍ଦରଗଡ,୨୮।୧୦(ଡିଏନଏ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। କୋର୍ଟ ମାମଲାର ବିଚାର କରି ଘଟଣାରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କମେଣ୍ଟ ମାରୁଥିଲେ ଯୁବକ, ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ଅନୁଗୋଳ ଅଫିସ, ୨୮।୧୦(ବ୍ୟୁରୋ): କମେଣ୍ଟ ମାରିବାରୁ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ। ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲା ତାଳଚେର ଅଞ୍ଚଳରେ। ସୂଚନାଯୋଗ୍ୟ, ଉକ୍ତ ଅଞ୍ଚଳର ଯୁବତୀମାନେ କଲେଜକୁ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩ ଜଣ…

ମୋବାଇଲ୍‌ ଚୋରି ପରେ ଆକାଉଣ୍ଟରୁ ଚାଲିଗଲା ୧.୨୫ ଲକ୍ଷ

ବ୍ରହ୍ମପୁର ଅଫିସ,୨୮।୧୦: ଗଞ୍ଜାମ ଜିଲାରେ ସାଇବର ଠକ ଜଣଙ୍କ ପରେ ଜଣଙ୍କୁ ଟାର୍ଗେଟ କରି ଲୋକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବାରେ ଲାଗିଛନ୍ତି। ଠକ ଜଣଙ୍କ ଜାଲରେ ଡାକ୍ତର, ଶିକ୍ଷାବିତ୍‌ ଓ ପାଠପଢୁଆ ଯୁବକ ମଧ୍ୟ ଛନ୍ଦି ହୋଇପଡୁଛନ୍ତି।…

ରେଳଧାରଣାରୁ ମୃତଦେହ ଉଦ୍ଧାର, ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୮।୧୦: ରେଲଓ୍ବେ ପୋଲିସ ଶୁକ୍ରବାର ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୫୦ରୁ ୫୫ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?