ମୃତ୍ତିକାରୁ ହିଁ ଖାଦ୍ୟର ସୃଷ୍ଟି
ସୁନ୍ଦରଗଡ଼,୬।୧୨(ଡି.ଏନ୍.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସୁନ୍ଦରଗଡ ଓ କୃଷି ବିଜ୍ଞାନ କେନ୍ଦ୍ର ସୁନ୍ଦରଗଡ-୧ କିରେଇର ମିଳିତ ଆନୁକୂଲ୍ୟରେ ସୋମବାର ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ସ୍ଥାନୀୟ ରାଣୀବଗିଚାସ୍ଥିତ ଜିଲା ମୃତ୍ତିକା ପରୀକ୍ଷାଗାର ସଭାଗୃହରେ ପାଳିତ ହୋଇଯାଇଛି। ଏହି ଦିବସ…
‘ଦମନ’ ଦେଖିଲେ ଅଧିକାରୀ
ଢେଙ୍କାନାଳ ଅଫିସ, ୬।୧୨: ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, କର୍ମଚାରୀ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀମାନେ ସୋମବାର ସନ୍ଧ୍ୟା ୬ଟାରେ ଚଳଚ୍ଚିତ୍ର ‘ଦମନ’ ଦେଖିଛନ୍ତି। ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍ସ୍ଥିତ ପିଏସ୍ଆର ସିନେମା ହଲ୍ରେ ୨୫୦ଜଣଙ୍କ ଲାଗି…
ଶୋଇପଡ଼ିଲେ ଅଧିକାରୀ
କାମାକ୍ଷାନଗର, ୬।୧୨(ଡି.ଏନ୍.ଏ.): ସମସ୍ୟାର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି ଜନ ଅଭିଯୋଗ ଶୁଣାଣି ଶିବିରକୁ। ହେଲେ ଉପସ୍ଥିତ ଅଧିକାରୀମାନେ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ଅଭାବ ଅସୁବିଧା ବୁଝିବା ବଦଳରେ ଚେୟାରରେ ବସିବସି ଶୋଇପଡୁଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାସଭବନ ସମେତ ୭ ସ୍ଥାନରେ ଚଢାଉ ଜାରି
ଖୋର୍ଦ୍ଧା ଅଫିସ,୬।୧୨: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ମନୋଜ ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ମଙ୍ଗଳବାର ଚଢାଉ କରାଯାଇଛି। ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା ସ୍ଥିତ…
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମଦିବସକୁ ଛୁଟି ଘୋଷଣା ଦାବିରେ ଧାରଣା
ବାରିପଦା ଅଫିସ,୬ା୧୨: ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ପୁରୋଧା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଦିବସକୁ ଛୁଟି ଦିବସ ଭାବେ ଘୋଷଣା କରିବାକୁ ଦାବି ହୋଇଛି। ସୋମବାର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ବାରିପଦାସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ବସି ଦାବି…
ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ରୁଦ୍ରନାରାୟଣ
ଧାମନଗର, ୬।୧୨ (ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଏନ୍ଏସି ଅଧୀନ ୧୧ ନମ୍ବର ୱାର୍ଡ ଦକ୍ଷିଣବାଡ଼ ଗ୍ରାମର ଡାକ୍ତର ରୁଦ୍ରନାରାୟଣ ସ୍ବାଇଁ ଡିଏମ୍ କ୍ଲିନିକାଲ ହେମାଟୋଲୋଜିରେ ସୁପର ସ୍ପେଶାଲିଟି ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିରେ ସଫଳତା…
ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ହେବ ସୌନ୍ଦର୍ଯ୍ୟକରଣ
କେନ୍ଦୁଝର,୬ା୧୨(ସ୍ବ.ପ୍ର.): ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା କେନ୍ଦୁଝର ଜିଲାର ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ଉନ୍ନତିକରଣ ହେବ। ଏନେଇ ଜଳସମ୍ପଦ ବିଭାଗ ତତ୍ପରତା ଦେଖାଇଛି। ପେରିଫେରାଲ ଡେଭେଲପମେଣ୍ଟ ଅଫ ରିଜରଭ ଆଣ୍ଡ ଓ୍ବାଟର ବଡି ସ୍କିମ୍ରେ ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରରେ…
ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତ ଫେରାର
ବଡବିଲ,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୁରୁଣା ବସଷ୍ଟାଣ୍ଡସ୍ଥିତ ଏକ ଚା’ ଦୋକାନରେ ମଙ୍ଗଳବାର ଜଣେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଯୁବକ ଜଣକ ହେଲେ ବଡବିଲ ନିଉ ମାର୍କେଟ ଅଞ୍ଚଳରେ ରହୁଥିବା ଏମଡି ଆକବର। ଆକବରଙ୍କୁ…
ଗାଁରେ ଡେରା ପକାଇଲେଣି ବେପାରୀ
ବେତନଟୀ,୬ା୧୨(ସ୍ବ.ପ୍ର.): ପ୍ରକୃତିର ତାଡ଼ନା ପରେ ଏବେ ସରକାରୀ କଳର ଅବ୍ୟବସ୍ଥା ଭିତରେ ପେଷି ହେଉଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ହଜାର ହଜାର ଧାନ ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଅମଳ ଧାନକୁ ପକାଇ ରଖିବା ବଦଳରେ ଯେନତେନ…
ରାଜରାସ୍ତାରେ ୨୪ ଟିକିଆ ହାତୀପଲ, ଅଟକିଲା ଗାଡ଼ି
କେନ୍ଦୁଝର,୬।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉ ଥିବାରୁ କିଛି ସମୟ ଧରି ଏନ୍ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ।…
ଉଷା ଆପ୍ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ
ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ…
ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୬ା୧୨: କମ୍ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ ବିଦ୍ୟାଳୟ…

