ଆମ ଜିଲା ଖବର

ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ,୨୬ା୧୨:ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟ ଜୟନ୍ତୀ ପୁରୀରେ ସୋମବାର ଭବ୍ୟ ସମାରୋହ ମଧ୍ୟରେ ପାଳନ କରାଯିବ। ଏଥିପାଇଁ ତାଳବଣିଆରେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦଳ ପକ୍ଷରୁ ମେଗା ଆୟୋଜନ କରାଯାଇଥିବାବେଳେ କାର୍ଯ୍ୟକ୍ରମ ସ୍ଥଳରେ…

୨ ଇଞ୍ଜେକଶନ ଦେଇ ୨.୨୨ ଲକ୍ଷ ଠକେଇ ଅଭିଯୋଗ

କଟକ ଅଫିସ,୨୬/୧୨: ସ୍ଥାନୀୟ ଏକ ଘରୋଇ ମେଡିକାଲ ୨ଟି ଇଞ୍ଜେକସନ ଦେଇ ଜଣେ ରୋଗୀଙ୍କଠାରୁ ୨.୨୨ ଲକ୍ଷ ଟଙ୍କା ଠକିନେଇଥିବା ଚାଉଳିଆଗଞ୍ଜ ଥାନାରେ ରବିବାର ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଜଣେ ରୋଗୀ ଚିକିତ୍ସା ପାଇଁ ଉକ୍ତ ମେଡିକାଲକୁ ଆସିଥିଲେ। ସେଠାରେ ତାଙ୍କୁ…

୬ ବର୍ଷର ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ବାରଙ୍ଗ,୨୬ା୧୨(ଡି.ଏନ୍‌.ଏ.):ବଡ଼ଦିନ ଅବସରରେ ନନ୍ଦନକାନନକୁ ବହୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା, ଯାହା ୬ ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ବଡ଼ଦିନ ପଡ଼ିଥିବାରୁ ସକାଳୁ ସକାଳୁ ନନ୍ଦନକାନନରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପର୍ଯ୍ୟଟକ ବିଭିନ୍ନ ପ୍ରାଣୀଙ୍କୁ ଦେଖିବା ସହ ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ରେଳଗାଡ଼ି,…

ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ, ୧ ଲକ୍ଷ ଜରିମାନା

ଫୁଲବାଣୀ ଅଫିସ, ୨୬ା୧୨:ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା ଦେଇନି। ରବିବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନା ଦୋରା ଓଡ଼ିଶାର ଏକ ସୀମାନ୍ତ ଗ୍ରାମରେ…

ସ୍ଲରି ପାଇପ ଲାଇନ କାମ ବନ୍ଦ କଲା ବନ ବିଭାଗ

କେନ୍ଦୁଝର, ୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଏନ୍‌ଏଚ୍‌-୨୦ କଡ଼ରେ ନରଣପୁର ସଂରକ୍ଷିତ ଜଙ୍ଗଲରେ ସ୍ଲରି ପାଇପ ଲାଇନ ବିଛାଯାଉଥିବାରୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ବହୁ ପରିମାଣରେ ଶାଳ ଅନ୍ୟାନ୍ୟ କିସମର ଗଛ କଟାଯାଉଛି। ମେଶିନରେ ଗଛ ଓପାଡ଼ି ମାଟିରେ ପୋତି…

ଶ୍ରମିକନେତା ଦ୍ୱାରିକା ମୋହନଙ୍କ ପରଲୋକ

ତାଳଚେର, ୨୬।୧୨(ନି.ପ୍ର.):ବରିଷ୍ଠ ଶ୍ରମିକ ନେତା, ଢେଙ୍କାନାଳ ଦତ୍ତାତ୍ରେୟ ସାଇ ଆଶ୍ରମର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଦ୍ୱାରିକା ମୋହନ ମିଶ୍ରଙ୍କ ରବିବାର ରାତି ୯ଟା ୪୫ଟାରେ ତାଳଚେର ରେମୁଅଁାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କିଛିଦିନ…

୨୪ ଲକ୍ଷ ଠକେଇ: ୨ ଗିରଫ, ଜଣେ ଫେରାର

ବରଗଡ଼ ଅଫିସ୍‌,୨୫।୧୨: ଏକ ଔଷଧ କମ୍ପାନୀର ପରିଚୟ ଦେଇ ୨୪ ଲକ୍ଷ ଠକେଇ ଘଟଣାରେ ବରଗଡ଼ ଟାଉନ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ଖଣ୍ଡହଥା ଗ୍ରାମର ଶିଶିର…

ବନ୍ଦ ଘରୁ ମିଳିଲା ସୁପରଭାଇଜରଙ୍କ ମୃତଦେହ

କେନ୍ଦୁଝର,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅଞ୍ଜର୍‌ ଗ୍ରାମର ଏକ ବନ୍ଦ ଘରୁ ଏକ ଠିକାସଂସ୍ଥାରେ କାମ କରୁଥିବା ଜଣେ ସୁପରଭାଇଜରଙ୍କ ମୃତଦେହ ପୋଲିସ ରବିବାର ଜବତ କରିଛି। ପରିଚୟ ଜଣାପଡ଼ି ନ ଥିବା ବେଳେ ତାଙ୍କ ଘର ହରିୟାଣା…

୪୦୦ କେଜି ଗୋ ମାଂସ ଜବତ, ୩ ଅଟକ

ରାଉରକେଲା ଅଫିସ,୨୫।୧୨: ସୁନ୍ଦରଗଡ଼ ଜିଲା ବିଶ୍ରା ଅଞ୍ଚଳରୁ ରାଉରକେଲାକୁ ୨ଟି ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଏହାକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ମିଳିଥିବା…

ବାଲିଗୁଡ଼ାରେ ବଡ଼ଦିନ ପର୍ବ, ଖଗେଶ୍ୱରଙ୍କ ସ୍ମୃତିରେ ଶହୀଦ ଦିବସ ପାଳିତ

ବାଲିଗୁଡ଼ା,୨୫।୧୨:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳା ଏବଂ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି l ଏନେଇ କନ୍ଧମାଳ ଜିଲାରେ ଥିବା ଚର୍ଚ୍ଚଗୁଡ଼ିକୁ ଭଳିକିଭଳି ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପ୍ରାର୍ଥନା କରି ପରସ୍ପରକୁ ଶୁଭେଚ୍ଛା…

ବାମଣ୍ଡା କପ୍‌: କଟକକୁ ହରାଇ ସେମିରେ ସମ୍ବଲପୁର

ଦେବଗଡ଼,୨୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ କଟକକୁ ହରାଇ ସମ୍ବଲପୁର ବିଜୟୀ ହୋଇଛି। କଟକ ରାଜିଜିଂ ଷ୍ଟୁଡେଣ୍ଟ ବନାମ ସମ୍ବଲପୁର ଆଭାର ଟାଇଗର ମଧ୍ୟରେ ଖେଳ ହୋଇଥିଲା। ଏଥିରେ ସମ୍ବଲପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?