ଅବସରପ୍ରାପ୍ତ ଫରେଷ୍ଟରଙ୍କୁ ୨ବର୍ଷ ଜେଲ
ବ୍ରହ୍ମପୁର ଅଫିସ,୨୭ା୧୨: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଅଶୋକ କୁମାର ହୋତା ଭଞ୍ଜନଗର ସମ୍ମନ୍ବିତ ଜଳ ବିଭାଜିକା ପ୍ରକଳ୍ପ କର୍ମଚାରୀ ତଥା ବନପାଳ ଭାବେ ୧୯୯୭ରେ କାମ କରୁଥିଲେ। ସେହି ସମୟରେ ତାଙ୍କ ବିରୋଧରେ ଆୟ ବହିର୍ଭୁତ…
ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ
ଭଞ୍ଜନଗର,୨୭।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାଲୁଆପଲ୍ଲୀରେ ୨୦୧୫ରେ ଘଟିଥିବା ସୁନୀତା ନାଇକ (ବିଶୋଇ) ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଦେବଦତ୍ତ ପଟ୍ଟନାୟକ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ସ୍ବାମୀ ଗନ୍ଧିଆ…
ବ୍ଲକ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଦିଗପହଣ୍ଡି,୨୭ା୧୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଡ଼ଡିମ୍ବୁଳା ପଞ୍ଚାୟତର ତଡ଼ା, ଖେମୁଣ୍ଡା, ଛଣବଗଡ଼ ଗ୍ରାମର ବହୁ ଆଦିବାସୀ ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ୩ଟି…
ଦୁଇଟି ଘରୁ ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ଗହଣା
ସୋର, ୨୭ା୧୨(ଡି.ଏନ୍.ଏ.): ରବିବାର ରାତିରେ ସୋର ପୌରପାଳିକା ଅଧୀନ କମରପୁର ମୌଜାରରେ ଥିବା ଅନ୍ନପୂର୍ଣ୍ଣା ରାଇସ୍ ମିଲ୍ ନିକଟସ୍ଥ ବଢ଼େଇ ସାହିରେ ଥିବା ଦୁଇଟି ଘରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ରାଇସ୍ ମିଲ୍…
ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା
ବାରିପଦା ଅଫିସ,୨୭ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା ଓ ଦାମୋଦରପୁର ଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଦନ୍ତା ବୁଲୁଥିଲା।…
ବିଦ୍ୟାଳୟରୁ କମ୍ପ୍ୟୁଟର ନେଇଗଲେ ଶିକ୍ଷୟିତ୍ରୀ
ପାଟଣା,୨୭ା୧୨(ସ୍ବ.ପ୍ର.): ବଡ଼ଦିନ ଦିନ ପାଇଁ ବିଦ୍ୟାଳୟ ଗୁଡ଼ିକ ଛୁଟି ରହିଛି। ଏହାର ସୁଯୋଗ ଦେଇ ରୋଷ୍ଟର ଦାୟିତ୍ୱରେ ଥିବା ଜଣେ କ୍ଲାସିକାଲ ଶିକ୍ଷୟିତ୍ରୀ କମନ ରୁମ୍ରୁ କମ୍ପ୍ୟୁଟର ମନିଟର, ସିଲିଙ୍ଗ ଫ୍ୟାନ ଖୋଲି ନେଇଯାଇଥିଲେ। ପରେ ପରିଚାଳନ କିମିଟି ବୈଠକରେ ଦୋଷ…
ଶିଶୁଙ୍କ ଡାଇପରରୁ ମିଳିଲା ଲୁଟ୍ ଅଳଙ୍କାର
ସୋର, ୨୭ା୧୨(ଡି.ଏନ.ଏ.): ଏକ ବସ୍ ଭିତରେ ଲୁଟ ହୋଇଥିବା ଅଳଙ୍କାର ଶିଶୁଙ୍କ ଡାଇପରରୁ ମିଳିବା ଘଟଣାରେ ଅଟକ ଥିବା ୨ ମହିଳାଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଏହାସହ ୨ ନାବାଳିକାଙ୍କୁ ସୋର ପୋଲିସ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି। ଭଦ୍ରକ ଜିଲା…
ଦାରିଙ୍ଗବାଡ଼ିରେ ଶୀତ ଗାଏବ
ଦାରିଙ୍ଗବାଡି,୨୭।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର ପାତ୍ର…
ଟ୍ରକ ପଛକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୫ ଗୁରୁତର
ବାଲେଶ୍ୱର ଅଫିସ:୨୭।୧୨: ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି।…
ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା
କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍ଏଚ୍ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର ୨୦ର ମେଡିଆନ (ଡିଭାଇଡର)କୁ ଭାଙ୍ଗି ଦିଆଯାଇଛି। ଏହା ଦ୍ୱାରା ଜାତୀୟ ରାଜପଥର ଲକ୍ଷାଧିକ ଟଙ୍କା…
ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ
ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ ପାରିବାରିକ ଅଶାନ୍ତି ବଢ଼ିବାରେ ଲାଗିଛି। ବନ୍ୟା ଜଳ ନିଷ୍କାସନର…
ତଟକ୍ଷୟ: ବିପଦରେ ନାଶୀ-୨, ହାବେଳିଖଟି, ଏକକୁଳା
କେନ୍ଦ୍ରାପଡ଼ା ଅଫିସ, ୨୭ା୧୨:କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଏବେ ଚିନ୍ତାଜନକ ସ୍ଥିତିରେ ଅଛି। ଜିଲାର ୪୮ କିଲୋମିଟର ତଟ ମଧ୍ୟରୁ ୨୮ କି.ମି. ଅଞ୍ଚଳରେ ସମୁଦ୍ର ମାଡି ଆସୁଛି। ପୂର୍ଣ୍ଣିମା, ଅମାବାସ୍ୟା ତିଥିରେ ସମୁଦ୍ର ଲୁଣା ବନ୍ଧ ଡେଇଁ ଚାଷକୁ କ୍ଷତି କରୁଛି।…

