ଆମ ଜିଲା ଖବର

ଜାଗର ଜାଳିବାକୁ ଯାଇ ଘରକୁ ଫେରିଲେନି ଶିଶୁପୁତ୍ର: କୂଅରେ ପଡ଼ି ଜୀବନଗଲା

ନିରାକାରପୁର,୧୯।୨(ଡି.ଏନ୍‌.ଏ.): ପରିବାର ସହ ଜାଗର ଜାଳିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଚାଲିଗଲା ଶିଶୁଙ୍କ ଜୀବନ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରେ। ରମାବିଲିର ଇଷ୍ଟ ଦେବ ବାବା ଶ୍ରୀ ନୀଳକଣ୍ଠେଶର ଦେବଙ୍କ ପୀଠକୁ ପରିବାର ସହ…

ଧିମେଇ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

କେନ୍ଦ୍ରାପଡା ଅଫିସ,୧୯।୨: ଚଳିତ ଆର୍ଥିକ ବର୍ଷ ଶେଷ ପାଇଁ ମାତ୍ର ଦେଢ଼ ମାସ ରହିଲା ା ହେଲେ ଗତ ସାଢ଼େ ଦଶ ମାସ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଶ୍ରମିକଙ୍କୁ ଆଶାନୁରୂପକ…

ଗୋବରୀ ନଦୀ ଖନନ ସତ୍ତ୍ୱେ କାମରେ ଲାଗୁନି

ପଟ୍ଟାମୁଣ୍ଡାଇ,୧୯।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ବ୍ରାହ୍ମଣୀ ନଦୀର ଶାଖା ନଦୀ ସହ ଗୋବରୀ ନଦୀର ସଂଯୋଗ ଥିଲା। ଏଥିରେ ନୌବାଣିଜ୍ୟ ସହ ଚାଷ ପାଇଁ ପାଣି ମିଳୁଥିଲା। ୧୮୬୮ମସିହାରେ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ…

ମରାମତିର ୨ ମାସ ନ ପୂରୁଣୁ ରାସ୍ତାରେ ଖାଲ

ନାଉଗାଁ,୧୯।୨(ସ୍ବ.ପ୍ର): ନାଉଗାଁ ବ୍ଳକ ଅନ୍ତର୍ଗତ ଶିଖରଘାଟ-ବାଲି ଭଉଁରି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ୨ ମାସ ପୂର୍ବେ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ମାତ୍ର ଏବେ ପୁଣି ରାସ୍ତା ଦବି ଖାଲ ସୃଷ୍ଟି ହୋଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ…

ଜିଲାରେ ତୁରନ୍ତ ଶୀତଳ ଭଣ୍ଡାର ନିର୍ମାଣ କର

ଜଗତ୍‌ସିଂହପୁର ଅଫିସ, ୧୯।୨: ଜଗତ୍‌ସିଂହପୁର ଏକ କୃଷିପ୍ରଧାନ ଜିଲା। କିନ୍ତୁ ଜିଲାରେ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଅଭାବୀ ବିକ୍ରି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଉଛି। ଅର୍ଥାତ୍‌ ଉତ୍ପାଦିତ ପନିପରିବା ଓ…

ଗଛ ପ୍ରେମରେ ରବିନାରାୟଣ

ବାଲିକୁଦା,୧୯।୨(ସ୍ବ.ପ୍ର.): ଆଧୁନିକ ମଣିଷ ଏବେ ବଣଜଙ୍ଗଲ କାଟି ଧ୍ୱଂସକରି ଚାଲିଥିବାବେଳେ ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଳକ ଅନନ୍ତପୁର ପଞ୍ଚାୟତ ଭୁଆସୁଣୀ ଗ୍ରାମର ରବିନାରାୟଣ ପରିଡ଼ା (୪୫) ଗଛ ପ୍ରେମରେ ପଡ଼ିଯାଇଛନ୍ତି। ସେ ନିଜ ବାଡ଼ିରେ ଶତାଧିକ ଜାତିର ଫୁଲ, ଫଳ, ପରିବା…

କିଲିମାଞ୍ଜାରୋ ପର୍ବତ ଆରୋହଣ କଲେ ମଧୁସ୍ମିତା

ବ୍ରହ୍ମପୁର ଅଫିସ, ୧୯।୨: ବ୍ରହ୍ମପୁର ଗୋଷାଣୀନୂଆଗାଁ ନିବାସୀ ମଧୁସ୍ମିତା ପାତ୍ର ଜଣେ ତାଲିମ୍‌ପ୍ରାପ୍ତ ପର୍ବତାରୋହୀ। ସେ ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ସଫଳତାର ସହ ଆରୋହଣ ପରେ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଖୁସିରେ ମଧୁସ୍ମିତାଙ୍କ ପରିବାର…

ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲେ କିନ୍ନର

ମଙ୍ଗୁଳି-ଜଗତପୁର,୧୯।୨(ଡି.ଏନ୍‌.ଏ.): କଟକ ଜିଲା ଜଗତପୁର ଥାନା ଅଧୀନ ଟ୍ରକ୍‌ ଟର୍ମିନାଲ ନିକଟ ଏକ ପରିତ୍ୟକ୍ତ ଘରୁ ଗତ ୭ ତାରିଖ ରାତିରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପୋଲିସ ଜବତ କରିଥିଲା। ଏ ନେଇ ପରିବାର ପକ୍ଷରୁ କେହି ଦୁର୍ବୃତ୍ତ…

ମହିଳାଙ୍କ ଶାଢ଼ିରେ ଲାଗିଲା ନିଆଁ

ରାଉରକେଲା ଅଫିସ,୧୯।୨: ଦୀପରୁ ଶାଢିକାନିରେ ନିଆଁ ଲାଗିଯିବାରୁ ଜଣେ ମହିଳା ଅଳ୍ପକେ ବର୍ତ୍ତିଛନ୍ତି। ଏଭଳି ଅଘଟଣ ଶନିବାର ଉଦିତନଗର ସ୍ଥିତ ମାଲଗୋଦାମ ଖଟାଲ ବସ୍ତିରେ ଥିବା ବଟେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି। ମାଲଗୋଦାମ ବସ୍ତିର ଫୁଲମତି କିଷାନ ସନ୍ଧ୍ୟା ୬ଟାରେ ଜାଗର…

ଦୀପରୁ ନିଆଁ ଲାଗି ମହିଳା ଗୁରୁତର

କଳିଙ୍ଗନଗର,୧୯।୨(ଡି.ଏନ.ଏ.): ବ୍ୟାସନଗର ସହରର ପ୍ରିୟଦର୍ଶିନୀ ମାର୍ଗ ୧୫ନଂ. ୱାର୍ଡରେ ଥିବା କପିଳେଶ୍ୱର ଶିବମନ୍ଦିରରେ ଶନିବାର ମହାଶିବରାତ୍ରି ଉପଲକ୍ଷେ ଦୀପ ଜାଳୁଥିବାବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ପ୍ରିୟଦର୍ଶିନୀ ରୋଡ ଅଞ୍ଚଳର ପ୍ରଭାସିନୀ ଖିଲାର(୫୯)। ତାଙ୍କୁ ତୁରନ୍ତ…

ବିନା ଲାଇଫ୍‌ ଜ୍ୟାକେଟରେ ଧବଳେଶ୍ୱର ଗଲେ ମନ୍ତ୍ରୀ

ଖୁଣ୍ଟୁଣୀ,୧୯।୨(ଡି.ଏନ୍‌.ଏ.): କଟକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ଶନିବାର ଥିଲା ଜାଗର ଯାତ୍ରା। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖିବା ସହ ଝୁଲାପୋଲର ମରାମତି ଚାଲିଥିବାରୁ ପୂର୍ବରୁ ୧୪୪ ଧାରା ଲାଗିଥିବା ବେଳେ ଡଙ୍ଗା ଯାତ୍ରାକୁ ମଧ୍ୟ ପ୍ରଶାସନ ବନ୍ଦ ରଖିଛି।…

କପିଳାସ ପାହାଚରେ ଟଳିପଡ଼ିଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୯।୨: ଢେଙ୍କାନାଳ କପିଳାସ ଶୈବପୀଠରେ ଶନିବାର ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଘଟିଛି ଅଭାବନୀୟ ଘଟଣା। ଜଣେ ଶ୍ରଦ୍ଧାଳୁ ପାହାଚ ରାସ୍ତା ଦେଇ ଜାଗରଯାତ୍ରା ଦେଖିବାକୁ ପୀଠକୁ ଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?